BCCI ର ନୂଆ Shocking plan, ନୂଆ ବର୍ଷରେ ନୂଆ ରୂପରେ ମ୍ଯାଚ ଖେଳିବ ଟୀମ ଇଣ୍ଡିଆ, Rohit Sharma ଙ୍କ ଛୁଟି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ମାତ୍ର କିଛି ଦିନର ସମୟ ଅନ୍ତରାଳରେ ନୂଆ ବର୍ଷ ୨୦୨୩ ର ଆଗମନ ହେବାକୁ ଯାଉଅଛି । ଏହି ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ନିଜ ଦଳରେ କିଛି ନୂଆ ପରିବର୍ତ୍ତନ କରିବାକୁ ଲାଗିପଡିଛି । ଯେଉଁଥିରେ କିଛି ନୂଆ ନୂଆ ଖେଳାଳୀଙ୍କର ମୁହଁ ସାମ୍ନାକୁ ଆସିବାର ବହୁ ସମ୍ଭାବନା ରହୁଅଛି । ଏହା ସହିତ କିଛି ଖେଳାଳୀଙ୍କର ଦଳରୁ ବାହାରିଯିବାର ମଧ୍ୟ ଆଗାମୀ ସମୟରେ ଦେଖାଯାଇପାରେ ।

ସୂଚନା ଅନୁସାରେ କ୍ରିକେଟ ଖେଳରୁ ରୋହିତ ଶର୍ମାଙ୍କର ଛୁଟି ହେବାର ଖବର ଶୁଣିବାକୁ ମିଳୁଛି । ଖୁବ ଶୀଘ୍ର ଇଣ୍ଡିଆନ କ୍ରିକେଟ ଟିମ୍ ନୂଆ ଚୟନ ସମିତି ପାଇଯିବ । ୨୦୨୩ ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳରେ ବହୁତ ବଡ ପରିବର୍ତ୍ତନ ବହୁତ ଶୀଘ୍ର ହେବା ପାଇଁ ଯାଉଛି । ବର୍ତ୍ତମାନ ଠାରୁ  ୨୦୨୩ ନବବର୍ଷ ଆସିବା ପର୍ଯ୍ୟନ୍ତ ଯେଉଁ ସମୟର ଅବଧି ରହିବ।

ସେହି ସମୟ ଭାରତୀୟ କ୍ରିକେଟର ଚୟନ ସମିତିଙ୍କ ପାଇଁ ବହୁତ ବଡ ଚାଲେଞ୍ଜିଙ୍ଗ ସମୟ ରହିବାକୁ ଯାଉଛି । ଏହି ସମୟ ମଧ୍ୟରେ ସବୁ କିଛି କ୍ରିକେଟ ଖେଳର ଘଟଣାକୁ ନେଇ ଆଲୋଚନାର ପରିସର ଭୁକ୍ତ କରାଯାଇ କିଛି ଗୋଟେ ନିର୍ଣ୍ଣୟ କରାଯାଇପାରେ । BCCI ସବୁ ଧରଣର କ୍ରିକେଟ ଟିମ୍ ପାଇଁ ଭିନ୍ନ ଧରଣର ଯୋଜନା କରୁଅଛି ।

ଏଥିପାଇଁ ସବୁ କ୍ରିକେଟ ଟିମ୍ ପାଇଁ ସ୍ଵତନ୍ତ୍ର ଟିମ୍ ଓ ଅଲଗା ଲିଡର ମଧ୍ୟ ଚୟନ କରାଯିବ । ଏପରିକି ମଧ୍ୟ କ୍ରିକେଟର ରଣନୀତି ମଧ୍ୟ ଅଲଗା ରହିବ । ସୂଚନା ଅନୁସାରେ ୨୦୨୩ ବର୍ଷଟି ଅନ୍ୟ ସବୁ କ୍ଷେତ୍ର ତୁଳନାରେ କ୍ରିକେଟ ଦଳରେ ନୂଆ ଚୟନ ସମିତି ରହିବା ପାଇଁ ଯାଉଛି । ଚୟନ ସମିତି ଉପରେ ଗୁରୁ ଦାୟିତ୍ଵ ମଧ୍ୟ ରହିବ ।

ଏହା କି ଯେ ସବୁ ଫର୍ମାଟ ପାଇଁ ଉତ୍ତମ ଭାବରେ ଯୋଜନା କରି ଦଳକୁ ଭଲ ସେ ପ୍ରସ୍ତୁତ କରିବେ । ନିକଟ ଭବିଷ୍ୟତ ବା ୨୦୨୩ ନବବର୍ଷରେ ଇଣ୍ଡିଆନ କ୍ରିକେଟ ଟିମ୍ ରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ବହୁତ ଶୀଘ୍ର ଦେଖିବାକୁ ମିଳିବ ବୋଲି ସୂଚନା ଆସିଛି । ରୋହିତ ଶର୍ମା ସବୁ ଫର୍ମାଟ ପାଇଁ ଅଧିନାୟକ ରହିଛନ୍ତି, ହେଲେ ଫିଟନେସ୍ ଓ କାମ ପାଇଁ ସେ ଲଗାତର ବ୍ରେକ ନେଉଛନ୍ତି ।

ଏହାର ମଧ୍ୟରେ ସେ ଆହତର ମଧ୍ୟ ଶିକାର ହେଇଛନ୍ତି । ନୂଆ ଚୟନ ସମିତି ଆସିଲା ପରେ ରୋହିତ ଶର୍ମାଙ୍କର ଭୂମିକା ମଧ୍ୟ ସ୍ପଷ୍ଟ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *