Vastu Shastra- ନୂଆ ବର୍ଷ 2022 ରେ ଘରକୁ ଆଣନ୍ତୁ ଏହି 5 ଟି ଜିନିଷ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ ଇଂରାଜୀ ବର୍ଷ ୨୦୨୨ ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା , ଏଇ ଵର୍ଷଟି ଆପଣଙ୍କ ପାଇଁ ଶୁଭ ହେଉ ଆପଣଙ୍କ ମନରେ ଥିବା ସବୁ ପ୍ରକାର ଉଚ୍ଚ ଅଭିଳାଷ ଓ ମନସ୍କାମନା ପୂରଣ ହେଉ , ଆପଣ ନିରୋଗ ରୁହନ୍ତୁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଵିଜୟ ଲାଭ କରନ୍ତୁ , ନୂଆ ବର୍ଷ ଆସିବା ପୂର୍ବରୁ ଆମ ମନରେ ଏହା ଇଛା ରହିଥାଏ ଯେ ପୂର୍ବ ବର୍ଷରେ ଯାହା କିଛି ଅଭାବ ଅସୁବିଧା ହୋଇଛି ଯେପରି ତାହା ଏହି ବର୍ଷ ନ ଦେଖା ହେଉ , ଗଣେଶ , ମାଁ ଲକ୍ଷ୍ମୀ ଏବଂ କୁବେରଙ୍କ ଦୃଷ୍ଟି ସଦା ସର୍ବଦା ଆମ ଉପରେ ରହୁ ।

ତେବେ ନୂଆ ବର୍ଷ ହେଉ ବା ପୁରୁଣା ମଣିଷର ଗ୍ରହ ଉପରେ ତାର ସବୁ ଭାଗ୍ୟ ନିର୍ଭର କରିଥାଏ ତେବେ ପୁରା ବର୍ଷ ଆମର କିପରି ରହିବ ତାହା ଆମ ଗ୍ରହ ଉପରେ ନିର୍ଭର ଅଟେ , ତେବେ ଆଜି ଆମେ କହିବାକୁ ଯାଉଛୁ ଯୈ ଯଦି ଆପଣ ଏହି ନୂତନ ବର୍ଷରେ ଏହି ସବୁ ଜିନିଷ ଘରକୁ ଆଣନ୍ତି ତେବେ ମାଁ ଲକ୍ଷ୍ମୀ ଓ କୁବେରଙ୍କ କୃପା ଆପଣଙ୍କ ଉପରେ ରହିଵ , ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଵସ୍ତୁ ବିଷୟରେ , ଯାହାକୁ କିଣିଵା ଦ୍ଵାରା ମାଁ ଲକ୍ଷ୍ମୀଙ୍କ ଆପଣଙ୍କ ଉପରେ ଆଶିର୍ବାଦ ରହିଵ ।

୧- ପ୍ରଥମ ରେ ହେଉଛି ଖଣ୍ଡ ହଳଦୀ । ଯଦି ଆପଣ ଏଇ ବର୍ଷ ଆରମ୍ଭରୁ ହିଁ ଖଣ୍ଡ ହଳଦୀ ଆଣି ରଖନ୍ତି ତେବେ ମାଁ ଲକ୍ଷ୍ମୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ ଆପଣଙ୍କ ଘରକୁ ମାଁ ଲକ୍ଷ୍ମୀ ନିଶ୍ଚିତ ଆସିବେ । ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସ୍ଥିତି ଦୂର ହେବ । ଦ୍ଵିତୀୟ ହେଲା ଗଣେଶଙ୍କ ଫୋଟ ଆପଣମାନେ ନିଶ୍ଚିତ ଜାଣିଥିବେ ଯେ ଭଗଵାନ ଶ୍ରୀଗଣେଶ ଦୁଃଖ କଷ୍ଟ ସବୁ ନିବାରଣ କରିଥାନ୍ତି । ସବୁ ପ୍ରକାରର ଦୁଃଖ କଷ୍ଟ ଦୂର କରି ଘରେ ସୁଖ ଶାନ୍ତି ଆଣିଥାନ୍ତି ।


୨- ଦ୍ଵିତୀୟ ରେ ଗଣେଶ ଙ୍କ ଫୋଟୋ । ନୂଆ ବର୍ଷରେ ଗଣେଶଙ୍କ ଫୋଟ ଆଲମାରୀ ବା ଘରେ ରଖନ୍ତି ତେବେ ପୂରା ବର୍ଷ ଗଣେଶ ଭଗଵାନ ଆପଣଙ୍କ ଉପରେ ଆଶିର୍ବାଦ କରିଥାନ୍ତି । ତେଣୁ ଏହି ନୂଆ ବର୍ଷ ରେ ଘରକୁ ଆଣନ୍ତୁ ଶ୍ରୀ ଗଣେଶ ଙ୍କ ଫୋଟୋ ।


୩- ତୃତୀୟ ରେ ତୃତୀୟ ହେଲା ଚାନ୍ଦିର କୈାଣସି ଜିନିଷ ଆପଣ ଆପଣଙ୍କର ଘରକୁ ଆଣନ୍ତି ତେବେ ଆପଣଙ୍କ ଘରେ ଖୁସିର ଲହରି ଖେଳି ଉଠେ , ଖୁସି ଏବଂ ଚନ୍ଦ୍ର ମାଁ ଙ୍କ ପ୍ରତିକ ଅଟେ ଚାନ୍ଦି , ସେଥିପାଇଁ ଏହି ନୂତନ ବର୍ଷରେ ନିଶ୍ଚିତ ଭାବେ ଘରକୁ ଆଣନ୍ତୁ ଚାନ୍ଦିର କୈାଣସି ବି ଜିନିଷ ଦେଖିବେ ପୁରା ଵର୍ଷ ବହୁତ ଶୁଭ ରେ କଟିଯିବ ।

୪- ଚତୁର୍ଥ ରେ ହେଉଛି ପଦ୍ମ ଫୁଲର ମଞ୍ଜି , ଏହି ଦିନ ଆପଣ କିଛି ପଦ୍ମ ଫୁଲର ମଞ୍ଜି ସଂଗ୍ରହ କରି ଏହାକୁ ଗଙ୍ଗା ପାଣିରେ ଧୋଇ ଆଲମାରୀ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଦେଖିଵେ ପୁରା ବର୍ଷ ଆପଣଙ୍କର ଧନର ଅଭାବ ଦେଖାଯିବ ନାହିଁ ,ଏହା କଲେ ମାଁ ଲକ୍ଷ୍ମୀ ଆପଣଙ୍କ ଘରେ ସଦାସର୍ବଦା ବାସ କରିଥାନ୍ତି ।


୫- ପଞ୍ଚମ ରେ ହେଉଛି ତୁଳସୀ ଗଛ , ଏହି ବର୍ଷ ଯିଏ ତୁଳସୀ ଗଛ ଆଣି ଘର ଅଗଣାରେ ଲଗାଇ ଥାଏ ତାର ଅନେକ ଲାଭ ହୋଇଥାଏ ଘରେ କଳହ ଦେଖାଯାଏ ନାହିଁ ଏବଂ ମାଁ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି କାରଣ ମାଁ ଲକ୍ଷ୍ମୀ ରୂପ ହେଲା ତୁଳସୀ ଗଛ ତେଣୁ ଏହି ନୂତନ ବର୍ଷରେ ତୁଳସୀ ଗଛ ଆଣି ଚଉରାରେ ଲଗାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *