ସକାଳୁ ଉଠି ଏହି ସ୍ଵର ଶୁଣିଲେ ବା ଦେଖିଲେ ହୋଇଥାଏ ବହୁତ ଶୁଭ, ହୁଏ ଖାଲି ଟଙ୍କା ବର୍ଷା

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ ଯଦି ଆପଣଙ୍କ ସକାଳ ଉଠିବା ଟା ଶୁଭ ହୋଇଥାଏ ତେବେ ଆପଣଙ୍କ ପୁରା ଦିନ ବହୁତ ଶୁଭ ହୋଇଥାଏ । ତେଣୁ ସମସ୍ତେ ଚାହାନ୍ତି ତାଙ୍କ ଦିନ ଖୁବ ଶୁଭ ଏବଂ ଭଲ ହେଉ । ତେବେ ଆଜି ଆମେ ସକାଳୁ ଉଠି କେଉଁ ଜିନିଷ ରହିଛି ଯାହା ଶୁଣିବା ଏବଂ ଦେଝିବା ମାତ୍ରେ ଶୁଭ ହେବା ସହ ଟଙ୍କା ମଧ୍ୟ ବର୍ଷି ଥାଏ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମ ରେ ହେଉଛି ଯଦି ଆପଣ ସକାଳୁ ଉଠିବା ସମୟରେ ଶଙ୍ଖ, ଘଣ୍ଟି ଏବଂ କୌଣସି ଠାକୁରଙ୍କ ଭଜନ ଶୁଣିବାକୁ ମିଳେ ତେବେ ଆପଣଙ୍କ ପାଖରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୁରେଇ ଯିବ ଏବଂ ସକରାତ୍ମକ ଶକ୍ତି ରହିବ ଏବଂ ଆପଣଙ୍କ ଦିନ ଶୁଭ ହେବା ସହ ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ରହିବ ।


୨- ଦ୍ୱିତୀୟ ରେ ହେଉଛି ସକାଳୁ ଉଠି ଗୋମାତାଙ୍କ ଦର୍ଶନ କରିବା ବହୁତ ଶୁଭ ଅଟେ । ସକାଳୁ ଆପଣଙ୍କ ଦ୍ଵାରକୁ ଗାଈ ଆସିଲେ ତାକୁ ନ ଘଉଡ଼ାଇ ରୁଟି ଖାଇବାକୁ ଦେଇ କାନରେ ମନସ୍କାମନା କୁହନ୍ତୁ । ଏହା ଦ୍ବାରା ମାତା କାମଧେନୁ ଆପଣଙ୍କ ଇଚ୍ଛା ପୂରଣ କରନ୍ତି ।


୩- ତୃତୀୟ ରେ ଯଦି ଆପଣ ସକାଳୁ ଉଠିବା ପରେ କୌଣସି ଭିକାରୀ ଆସି ଭିକ ମାଗେ ତେବେ ତାହା ବହୁତ ଶୁଭ ଅଟେ ଏବଂ ଏହା ସଙ୍କେତ ଦିଏ କି ଆପଣ ଉଧାର ଦେଇଥିବା ଧନ ମିଳିବାକୁ ଯାଉଛି ।

୪- ଚତୁର୍ଥ ରେ ହେଉଛି ଯଦି ଆପଣ କୌଣସି ଶୁଭ କାମ କରିବା ପାଇଁ ବାହାରକୁ ଯିବା ସମୟରେ ଯଦି କୌଣସି ଛୋଟ ପିଲା ହସୁଥିବାର ଦେଖନ୍ତି ତେବେ ତାହା ବହୁତ ଶୁଭ ଅଟେ ।


୫- ପଞ୍ଚମ ରେ ହେଉଛି ସକାଲୁ ଉଠିବା ପରେ ଆପଣଙ୍କ ଆଗରେ ପାଣି ଗିଲାସ ଭର୍ତ୍ତି କିମ୍ବା ଦହି ଗିନା ଭର୍ତ୍ତି ଥିବାର ଦେଖାଯାଏ ତେବେ ତାହା ବହୁତ ଶୁଭ ହୋଇଥାଏ । ଏହା ସହ ଧନ ଆଗମନ ର ସଙ୍କେତ ଦେଇଥାଏ ।

୬- ଷଷ୍ଠ ରେ ହେଉଛି ସକାଳୁ ଉଠି କୌଣସି ସ୍ଥାନକୁ ଯିବା କିମ୍ବା କୌଣସି କାର୍ଯ୍ୟ କରିବା ସମୟରେ ଯଦି କେହି ଗୁଡ଼ ନେଇ ଯାଉଥିବାର ଦେଖନ୍ତି ତେବେ ଏହା ବହୁତ ଶୁଭ ଅଟେ ଏବଂ ଆପଣ ଙ୍କ ର ହେବାକୁ ଥିବା କାର୍ଯ୍ୟ ଟି ସଫଳତା ର ସହିତ ହୋଇଯିବ ଏବଂ ଦିନ ମଧ୍ୟ ଖୁବ ଭଲ ଏବଂ ଶୁଭ ରହିବ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *