ଦେଖନ୍ତୁ କିପରି ନିର୍ବନ୍ଧ ପରେ ଭାବି ସ୍ଵାମୀଙ୍କ ସହ ପୁରୀ ବୁଲିବା ପାଇଁ ଗଲେ Lipsa Mishra

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲିପ୍ସା ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଅଭିନେତ୍ରୀ ଲିପ୍ସାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ ।

ଲିପ୍ସା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଲିପ୍ସାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ଏମିତିରେ ଲିପ୍ସା ନିଜ ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ସେ ଗତ କିଛି ଦିନ ହେବ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଲିପ୍ସା କେବଳ ଓଡିଆ ଟିଭି ସିରିଏଲ ନୁହେଁ ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ 30 ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଅନେକ ଆଲବମ ଭିଡିଓ ମଧ୍ୟ କରିଛନ୍ତି ।

ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ହେବା ପରେ ସେ ସାରା ଓଡିଶାରେ ଚର୍ଚ୍ଚାକୁ ଆସିଥିଲେ । ଆଉ ଏହାରି ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଦର୍ଶକ ବନ୍ଧୁ ନିର୍ବନ୍ଧ ଶେଷ ହେବା ପରେ ଲିପ୍ସା ନିଜ ଭାବି ସ୍ଵାମୀଙ୍କ ସହ ପୁରୀ ବୁଲିବାକୁ ଯାଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ । ଲିପ୍ସା ପୁରୀ ଯାଇ ନିଜ ଭାବି ସ୍ଵାମୀଙ୍କ ସହ ବହୁତ ମସ୍ତି କରୁଥିବାର ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଖୁବ ଭାଇରାଲ କରୁଛନ୍ତି ଆଉ ସମସ୍ତେ ଏହି ଭିଡିଓ ଦେଖି ନିଜର ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲିପ୍ସାଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *