ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କେତୋଟି ସନ୍ତାନ ହେବେ ଆପଣଙ୍କର ? (Astrology)

ଆମ ସମସ୍ତଙ୍କ ଜୀବନରେ ଶାସ୍ତ୍ରର ବହୁତ ମହତ୍ଵ ଅଛି । ଶାସ୍ତ୍ରରେ ଆମ ଜୀବନରେ ଘଟୁଥିବା ଘଟଣାର ସବୁ ସଂକେତ ବିଷୟରେ କୁହାଯାଇଛି । କିନ୍ତୁ ଆମେ ତାକୁ ବୁଝି ପାରି ନ ଥାଉ । ଆପଣଙ୍କୁ କହିଦେଉଛୁ କି ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ଆପଣ ବହୁତ କିଛି ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ନାଁର ପ୍ରଥମ ଅକ୍ଷରରୁ ଗୋଟିଏ ବ୍ୟକ୍ତିର କେତୋଟି ସନ୍ତାନ ହେବ ସେହି ବିଷୟରେ କହିବୁ ।

କହିଦେଉଛୁ କି ଲୋକମାନେ ନିଜର ଜୀବନ ବିଷୟରେ ବହୁତ କିଛି ଜାଣି ପାରିବେ ଶାସ୍ତ୍ର ମାଧ୍ୟମରେ । ଜ୍ଯୋତିଷ ଶାସ୍ତ୍ରରୁ ଆମକୁ ଏହିଭଳି ବହୁତ କିଛି ମହତ୍ଵପୂର୍ଣ ସୂଚନା ମିଳିଥାଏ ଯାହା ମାଧ୍ୟମରେ ପ୍ରାୟତଃ ଆମେ କେହି ବି ଜାଣି ନ ଥାଏ । ପ୍ରାୟତଃ ଦେଖାଯାଇଛି କି ବିବାହ ପରେ ପ୍ରାୟତଃ ଲୋକମାନେ ସନ୍ତାନକୁ ନେଇ ଉତ୍ସାହିତ ରୁହନ୍ତି ।

କେତେକ ଲୋକମାନେ ଜୀବନରେ ସନ୍ତାନକୁ ନେଇ ବହୁତ ଚିନ୍ତିତ ବି ରୁହନ୍ତି । ଏହା ସହିତ ନାନା ପ୍ରକାରର ସମସ୍ଯାର ସାମ୍ନା ବି କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ଏହି ସମସ୍ଯାର ସମଧାନ ନେଇ ଆସିଛୁ । ଯଦି ଆପଣ ଭବିଷ୍ୟତରେ ନିଜର କେତୋଟି ସନ୍ତାନ ହେବ ସେହି ବିଷୟରେ ଚିନ୍ତା କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ A, S, I, V, Y ଅକ୍ଷରରୁ ଆରମ୍ଭ ହେଉ ଥିବା ନାଁ ସମ୍ବନ୍ଧିତ ଲୋକମାନଙ୍କ ବିଷୟରେ କଥାବାର୍ତ୍ତା କରିବୁ । ଚାଳନ୍ତୁ ଜାଣିବା ଏମାନଙ୍କର କେତୋଟି ସନ୍ତାନ ହେବ ।

A, S, M ନାଁ ଥିବା ଲୋକମାନେ

ଏହି ଅକ୍ଷରୁରୁ ନାଁ ଆରମ୍ଭ ହେଉଥିବା ଲୋକମାନଙ୍କ ସ୍ଵଭାବ ବିଷୟରେ ଯଦି କହିବା ତେବେ ଏମାନେ ଖର୍ଚ୍ଚ ମାମଲାରେ ବହୁତ ମିଶ୍ରିତ ଲୋକ ହୋଇଥାନ୍ତି । କେତେକ ଲୋକମାନେ ଏମାନଙ୍କୁ ବୁଝି ପାରନ୍ତି ନାହିଁ । କିନ୍ତୁ ନିଜ ପରିବାରକୁ ବୁଝି ପାରିବାର କ୍ଷମତା ଏମାନଙ୍କ ଭିତରେ ଥାଏ । ପ୍ରେମ ମାମଲାରେ ବିବାହ ପୂର୍ବରୁ ସମ୍ପର୍କ କରିବା ଏମାନଙ୍କୁ ପସନ୍ଦ ହୋଇ ନ ଥାଏ । ଏମାନେ ସବୁ ବେଳେ ଚେଷ୍ଟା କରନ୍ତି କି କେମିତି ଏମାନେ ନିଜର ରହଣି ସହଣିକୁ ଭଲ କରିବେ । ଏମାନଙ୍କ ଜାତକରେ ଦୁଇଟି ସନ୍ତାନର ଯୋଗ ଅଛି ।

I, V, Y ନାଁ ଥିବା ଲୋକମାନେ

ଏମାନଙ୍କ ବ୍ୟକ୍ତିତ୍ବ ମୌଜ ମସ୍ତି ବାଲା ହୋଇଥାଏ । ଏମାନେ ଲୋକମାନଙ୍କ ମଝିରେ ରହିବା ଅଧିକ ପସନ୍ଦ କରନ୍ତି । ଜୀବନ ପ୍ରତି ଅଧିକ ଗମ୍ଭୀର ହୁଅନ୍ତି ନାହିଁ । ଏମାନଙ୍କୁ ଲାଗିଥାଏ କି ଏମାନେ ନିଜ ଜୀବନରେ କିଛି ନା କିଛି ନିଶ୍ଚିତ ରୂପରେ କରି ପାରିବେ । କିନ୍ତୁ ନିଜର ଲକ୍ଷକୁ ପାଇବା ପାଇଁ ଏମାନେ ଚେଷ୍ଟା କରନ୍ତି । ଏମାନଙ୍କ ଜାତକରେ ୩ ଟି ସନ୍ତାନର ଯୋଗ ଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *