ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ କିନ୍ତୁ ବନ୍ଧୁଗଣ ବର୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ କିନ୍ତୁ ଆଜି ଆମେ ଜାଣିବା ସେ ବର୍ତ୍ତମାନ କଣ କରୁଛନ୍ତି ଓ ତାଙ୍କ ପରିବାର କେଉଁ ମାନେ ଅଛନ୍ତି ତାଙ୍କର ସମ୍ପୂର୍ଣ୍ଣ ବିଷୟ ରେ ଜଣାଇବାକୁ ଯାଉଛୁ ।
ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ ବର୍ତ୍ତମାନ ସମୟ ରେ ଜ୍ୟୋତି ମିଶ୍ର ଙ୍କ ଏକ ପୁଅ ଅଛି ଯାହା ଙ୍କ ନାମ ଓମ ଅଟେ ତେବେ ଜ୍ୟୋତି ମିଶ୍ର ଙ୍କ ଜନ୍ମ ୨୨ ଫେବୃୟାରୀ ୧୯୭୮ ମସିହା ରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୪୩ ବର୍ଷ ବୟସ । ସେ ବର୍ତ୍ତମାନ ଭୁବନେଶ୍ବର ରେ ରହୁଛନ୍ତି ଓ ବିବାହ ପରେ ସବୁଦିନ ପାଇଁ ସେ ଓଡିଆ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ । ତାଙ୍କ ପରିବାର କହିଲେ ନିଜ ପୁଅ ଓ ସ୍ବାମୀ ।
ବନ୍ଧୁଗଣ ଜ୍ୟୋତି ମିଶ୍ର ୧୯୯୮ ମସିହା ରେ ସୌଭାଗ୍ୟ ଚଳଚିତ୍ର ରେ ପ୍ରଥମେ ଅଭିନୟ କରିଥିଲେ । ସେ ଅଭିନୟ କରିବା ଭିତରେ ବହୁତ ଗୁଡିଏଏ ସୁପର ହିଟ ଫିଲ୍ମ ଆମ କୁ ଦେଇଛନ୍ତି ଯେମିତିକି ତୋ ଆଖି ମୋ ଅଇନା,ତୁ ଏକା ଆମ ସାହା ଭରସା,ସିନ୍ଦୁର ନୁହେଁ ଖେଳ ଘର ,ମନ ରହିଗଲା ତୁମରି ଠାରେ । ୨୦୦୭ ମସିହା ରେ ଜୟ ଜଗନ୍ନାଥ ଙ୍କ ଧାରାବାହିକ ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରି ପାରିଥିଲେ ।
ସେ ପ୍ରାୟ ୧୫ ଟା ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି । ବାହାଘର ପରେ ନିଜର ପରିବାର ସମ୍ଭାଳିବାରୁ ସେ ଫିଲ୍ମ ଜଗତ ରୁ ଦୂରେଇ ଯାଇଛନ୍ତି ତେବେ ବର୍ତ୍ତମାନ ଦୁହିଙ୍କ ର ଛାଡ଼ପତ୍ର ହୋଇ ଯାଇଛି ଏବଂ ସେ ବର୍ତ୍ତମାନ ନିଜ ପୁଅ କୁ ଏକୁଟିଆ ପାଳୁଛନ୍ତି । । ତେବେ ଜ୍ୟୋତି ମିଶ୍ର ଙ୍କୁ ଅଲଗା ଅଲଗା ପ୍ରକାର ଭେରାଇଟି ଖାଇବା ଜିନିଷ ତିଆରି କରିବାକୁ ଭଲ ଲାଗିଥାଏ ।
ତେବେ ଜ୍ୟୋତି ମିଶ୍ର ଓଡ଼ିଶାରେ ୧୯୭୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରୁ ସ୍ନାତ୍ତକୋତର ଶିକ୍ଷା ସମାପ୍ତ କରିଛନ୍ତି । ୧୯୯୮ ମସିହାରେ ସୌଭାଗ୍ୟବତୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଜ୍ୟୋତି, ବର୍ତ୍ତମାନ ସୁଦ୍ଧା ୧୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତେବେ ସେ ନିଜର ଇନ୍ଟର୍ଭିୟୁ ରେ ନିଜର ଜୀଵନ ବିଷୟରେ ଅନେକ କଥା କହିଛନ୍ତି ।
ତେବେ ସେ ଜଣେ ସିଙ୍ଗଲ ମଦର ଭାବରେ ଖୁସି ଅଛନ୍ତି ତେବେ ତାଙ୍କ ପୁଅ ମଧ୍ୟ ତାଙ୍କ ସିନେମା ଦେଖିବାକୁ ପସନ୍ଦ କରେ,ବାହୁଡିବେ ମୋ ଜଗା ବଳିଆ,ମାତୃଶକ୍ତି ଏବଂ ଝୁଲଣ ମହାନ୍ତି ଆଦି ତାଙ୍କ ପୁଅର ଖୁବ ପସନ୍ଦ । ତେବେ ସେ କୁହନ୍ତି ତାଙ୍କ ପୁଅ ତାଙ୍କୁ କେବେ ହଇରାଣ କରି ନାହିଁ । ସେ ବହୁତ ବୁଦ୍ଧିମାନ ମଧ୍ୟ ବର୍ତ୍ତମାନ ସେ ନିଜ ପାଠ ପଢ଼ାରେ ମନ ରଖିଛି ।
ଏହା ଛଡା ସେ କୁହନ୍ତି କି ତାଙ୍କୁ ସିଏ ହେବାର ଥିଲା ଛୋଟ ବେଳୁ କିନ୍ତୁ ତାଙ୍କ ସାଙ୍ଗ କଥା ମାନି ସେ ଏକ ଫ୍ୟାସନ ଶୋ କରିଥିଲେ ଏବଂ ପରେ ତାଙ୍କ ଅଭିନୟ ଜୀଵନ ଆରମ୍ଭ ହୋଇଥିଲା । ଏବଂ ଲୋକମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।