ନରି ପଣ୍ଡା କହୁ କହୁ କହିଦେଲେ ‘ମୋର ଗୋଟେ ରୋମାଣ୍ଟିକ ସମୁଦୁଣୀ ଦରକାର, ଯାହା ସହ…’ ଯାତ୍ରା କମେଡିଆନ Nari Panda ଙ୍କ କମେଡି ଦେଖିଲେ ହସି ହସି ପେଟ ଦରଜ ହେଇଯିବ… 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କୁ ଅନେକ ଲୋକ ଯାତ୍ରା ଜଗତର କମେଡି କିଙ୍ଗ ନାମରେ ଜାଣି ଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ନରି ପଣ୍ଡା ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ କମେଡିଆନ ନରି ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କ ଜବରଦସ୍ତ କମେଡି ବି ନିଶ୍ଚୟ ଦେଖିଥିବେ । ନରି ଅଧିକାଂଶ ସମୟ ନିଜ କମେଡି ପାଇଁ ଚର୍ଚ୍ଚାରେ ରୁହନ୍ତି ଗତ କିଛି ସମୟ ହେବ ନରିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଏହି ସାକ୍ଷାତ୍କାରରେ ନରି କହିଛନ୍ତି-‘ଯାତ୍ରା ଜଗତରେ ହେଉଛି ମୁଁ ୱାନ ପିସ । ମୋ ନାଁ ହେଉଛି ନରି ପଣ୍ଡା ହେଲେ ମୋତେ ସମସ୍ତେ ଡାଙ୍ଗ ଡାକୁ ଛନ୍ତି । ଯେତିକି ବେତାଳିଆ ନାଁ ସବୁ ମୋର ସେଥିପାଇଁ ମୁଁ ଖୁସି ପାଏ ।

ନାଁ ତ ନାଁ ଯାହା କପାଳେ ଲେଖା ହେଇଛି ତାହା ହେବ । ଆମର ଚେହେରା ଠିକ ଅଛି କର୍ମ ଠିକ ଅଛି ତେଣୁ ଫିଗର ଦେଇଛି ଜଣେ ନବ ସେହି ଜଣେ । ମୁଁ ବର୍ତ୍ତମାନ ବି କହୁଛି ମୋର 21 ବର୍ଷ । କଳାକାର କେବେ ବୁଢା ହୁଏନି । ମୁଁ ସବୁବେଳେ ଭାବେ ମୋର କମ ବର୍ଷ ଗୋଟେ କଳାକାର ଯଦି ନିଜର ବୟସ ଦେଖିବ ତା ହେଲେ ସେ ଅଭିନୟ ଆଉ କଣ କରିବ ।

ଯିଏ କମେଡି କରିଦେବ ସେ ସବୁ ଭୂମିକା କରିଦେବ । ଅଭିନୟ ଅଭିନୟ ମଦ ପିଲେ ଅଭିନୟ ଓକିଲ ହେଲେ ବି ଅଭିନୟ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ନରି ଏହି ସାକ୍ଷାତ୍କାର ଦେଇଛନ୍ତି । ତେବେ ଆପଣ ମାନଙ୍କୁ ନରି ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *