୯ ମାସ ଧରି ଗର୍ଭବତୀର ! ଶେଷରେ ପେଟରୁ ପିଲା ଗାୟବ…ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ 

ସ୍ଵାମୀଙ୍କୁ କହିଥିଲେ ମିଛ ଦୁନିଆକୁ ଦେଖାଉ ଥିଲେ ଲଣ୍ଠଣ, ୯ ମାସ ଧରି ଗର୍ଭବତୀ ହେବାର ଅଭିନୟ କରୁଥିଲେ ମହିଳା । ଗର୍ଭ jantranaର ଅଭିନୟ କରି ଲେବର ରୁମ୍ କୁ ବି ଗଲେ । ଶେଷରେ କହିଲେ ମୋ ପିଲା ଚୋୟ ହେଇ ଗଲା । ଫ୍ୟାମିଲି ପ୍ଲାନିଂ ପରେ କେମିତି ହେବ ଜଣେ ଗର୍ଭବତୀ । ଘଟଣା ପଛର ପୁରା କାହାଣୀ ଶୁଣିଲେ ଆପଣ ଅବାକ ହେଇଯିବେ । ସ୍ଵାମୀ ଆଗରେ ଗର୍ଭବତୀ ହେବାର ନାଟକ କରିଥିଲେ,

ମେଡିକାଲ ବେଡରେ ମଧ୍ୟ ଭଲ ଅଭିନୟ କରିଥିଲେ ହେଲେ ଶେଷ ପର୍ଯ୍ୟାୟରେ ସବୁ ଗୁମର ଖୋଲି ଗଲା । ଆଉ ସର୍ବ ସମ୍ମୁଖରେ ଧରା ପଡି ଗଲେ । ଗିରଫ ହେବା ଭୟରେ ମେଡିକାଲ ଛାଡି ଚାଲି ଗଲେ ମହିଳା । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ଗର୍ଭବତୀ ହେବାର ମିଛ ଅଭିନୟ କରୁଥିବା ଏହି ମହିଳାଙ୍କୁ ଥରେ ଭଲ ଭାବରେ ଦେଖନ୍ତୁ ।

ଖବର ମୁତାବକ ପୂର୍ବରୁ ବିବାହ କରିଥିଲେ ଓ ଦୁଇଟି ଛୁଆର ମାଆ ବି ହୋଇଥିଲେ  । ପିଲା ଜନ୍ମ ପରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବି କଲେ କିନ୍ତୁ ତା ପରେ ତାଙ୍କୁ ଛାଡି ସ୍ୱାମୀ ସ୍ଵାମୀ କୁଆଡେ ଚାଲି ଗଲେ ।  ସ୍ଵାମୀ ଛାଡି ଗଲା ପରେ ସେ ଏକାକି ହୋଇଗଲେ । ଦୁଇ ପିଲାଙ୍କୁ ନେଇ ସେ କେମିତି ନେଇ ଚଳିବେ ଚିନ୍ତାରେ ଥିଲେ । ଆଉ ସେହି ସମୟରେ ବିରେନ ପାଲି ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ମହିଳା ଜଣକ ।

ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ପିଲା ଥିଲେ ବି ବିରେନ ପାଲି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ନିଜର ଜନ୍ମ ନିୟନ୍ତ୍ରଣ ଅସ୍ତ୍ର ପ୍ରଚାରକୁ ଲୁଚାଇ ରଖିଥିଲେ ସମ୍ପୃକ୍ତ ମହିଳା ଜଣକ । ବାହାଘର ପରେ ନିଜ ଔରସରୁ ସଂସାର ଗଢିବାକୁ ଚାହିଁ ଥିଲେ ବିରେନ ପାଲି । ଆଉ ଏଥିରେ ସନମତି ଜଣାଇ ଥିଲେ ମହିଳା । ଏହା ପରେ ଶାରୀରିକ ସମ୍ପର୍କ ବି ରଖିଥିଲେ କିନ୍ତୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ର ପ୍ରଚାର ପରେ ଜଣେ ମହିଳା ମାଆ ହେବ କେମିତି ।

ଏଥିପାଇଁ ସେ ଚିନ୍ତାରେ ରହି ଶେଷରେ ନିଷ୍ପତ୍ତି ନେଲେ ମିଛ ମିଛକିଆ ନାଟକ କରିବେ । ଆଉ ସେଥିରେ କିଛି ମାତ୍ରାରେ ସଫଳ ବି ହେଲେ । ରବିବାର ପ୍ରସାବ jantrana ପାଉଥିବାର ଅଭିନୟ କରିଥିଲେ ମହିଳା । ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ଆଉ ସେହି ସମୟରେ ପ୍ରସାବ ନେଇ କୌଣସି ଲକ୍ଷଣ ପାଇ ନଥିଲେ ଡାକ୍ତର ।

ତାଙ୍କ ପେଟରେ ଛୁଆ ନଥିବା କଥା କହିଥିଲେ ଡାକ୍ତର ଆଉ ମହିଳା ଜଣକ କିଛି ନ ଜାଣିବା ଭଳି ପିଲା ଚୋରି ହେଇଛି ବୋଲି ଅଭିନୟ କଲେ । ହେଲେ ଶେଷରେ ସେ ଧରା ପଡିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *