ବନ୍ଧୁଗଣ, ସୂଚନା ଅନୁଯାୟୀ ଦିନେ କି ଦୁଇ ଦିନ ନୁହେଁ ବର୍ଷାଧିକ କାଳ ଚାଲିଥିଲା ଦୁଉଷ୍କଅର୍ମ । ଅଭିଯୋଗ ପୁଣି ଜଣେ ନଥିଲା ବ୍ଲକମେଲ କରି କରୁଥିଲେ ଦୁଇ ଦୁଇ ଜଣ ଦୁଉଷ୍କଅର୍ମ । ମାତ୍ର ଲୋକ ଲଜ୍ୟା ଭୟରେ ଚୁପ ରହିଥିଲା ବିଚାରୀ ନାବାଳିକା ସ୍କୁଲ ଛାତ୍ରୀ ଜଣକ । ତେବେ ଏହିଭଳି ଏକ ଲଜ୍ୟା ଜନକ ଘଟଣା ର ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା କୁଚିନ୍ଦା ଥାନା ଅଞ୍ଚଳରୁ । ୨୦୨୦ ମସିହା କୋରନା କାଳରେ ଲକଡାଉନ ସମୟରେ ଛାତ୍ରୀ ଜଣକ ରାତି ୮ ଟା ସମୟରେ ଟିଉସନ ରୁ ଫେରୁଥିଲେ ।
ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ପୂର୍ବ ରୁ ବାଟରେ ଛକି ରହିଥିବା ସେହି ଅଞ୍ଚଳ ର ଦୁଇଜଣ ଯୁବକ । ନିଛାଟିଆ ସ୍ଥାନକୁ ନେଇଯାଇ ତାଙ୍କୁ ଦୁଉଷ୍କଅର୍ମ କରିବା ସହିତ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ । ସେହି ଦିନରୁ ଛାତ୍ରୀ ଜଣକ ଭୟ ରେ ଆଉ ନିଜ ଘରକୁ ନ ଫେରି ଜଣେ ସମ୍ପର୍କୀୟ ଙ୍କ ଘରେ ରହିଥିଲେ । ଏହାପରେ ଅଭିଯୁକ୍ତ ମାନେ ଭିଡିଓ ଭାଇରାଲ ର ଧମକ ଦେଇ ଯେତେବେଳେ ଇଛା ସେତେବେଳେ ଛାତ୍ରୀ ଙ୍କୁ ଡକାଇ ଯଔନ ଶୋଅଷଣ କରୁଥିବାର ଅଭିଯୋଗ ଆସିଛି ।
ମାତ୍ର ନିନ୍ଦା ଅପବାଦ ଭୟ ରେ ମୁହଁ ଖୋଲି ପାରୁନଥିଲେ ନାବାଳିକା ଜଣଙ୍କ । ବାଧ୍ୟ ହୋଇ ସହି ଚାଲିଥିଲେ ଦୁଉଷ୍କଅର୍ମିକ ଅତୟଆଚାର କାରଣ କାହାକୁ କହିଲେ ଦୁଉଷ୍କଅର୍ମିକ ଭିଡିଓ ଭାଇରାଲ କରିଦେବା ସହିତ ଜୀବନରୁ ମାଆରିଇଦେବାକୁ ମଧ୍ୟ ଧମକ ଦେଉଥିଲେ ଦୁଇ ଅଭିଯୁକ୍ତ ।
ଛାତ୍ରୀ ଙ୍କ ସାଙ୍ଗ ମାନଙ୍କ ଠାରୁ ଏହି କଥା ଜାଣିବା ପରେ ସ୍କୁଲ ର ପ୍ରଧାନ ସେବିକା ନାବାଳିକା ସହିତ ତାହାର ବାପା ମା’ ଙ୍କୁ ଡକାଇ ସବୁ କଥା ପଚାରି ବୁଝିଥିଲେ । ଏହାପରେ ଛାତ୍ରୀ ଙ୍କ ବାପା କୁଚିନ୍ଦା ଥାନା ରେ ଅଭିଯୋଗ କରିବା ପରେ ନାବାଳିକା ଛାତ୍ରୀ ଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣା ରେ ବାଦଲ ମିଞ୍ଜା ନାମକ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ପୋଲିସ ଙ୍କ କହିବା ଅନୁଯାଇ ଯେଉଁ ପିଲାମାନେ ନାବାଳିକା କୁ ରେଏପ କରିଥିଲେ ଏହା ୨୦୨୦ ରୁ ଚାଲି ଆସିଥିଲା । ସେଥି ମଧ୍ୟରୁ ଗୋଟିଏ ପିଲାକୁ ଧରିଛୁ ମାତ୍ର ଆଉ ଜଣେ ଫେରାର ଅଛି ଏବଂ ତାକୁ ମଧ୍ୟ ଯଥାଶୀଘ୍ର ଧରିବୁ ବୋଲି ଆଶା । ତେବେ ବନ୍ଧୁଗଣ ଦେଖାଯାଉ ନାବାଳିକା କୁ କେବେ ଉଚିତ ନ୍ୟାୟ ମିଳୁଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।