‘ମୁଁ ତ ଗରିବ ଲୋକ, ମଲା ଝିଅଟାକୁ ବ୍ୟାଗରେ ନ ନେଇ ଆଉ କେଉଁଥିରେ ନେବି…କିଛି ନ ଜାଣି ମୋତେ ସେମାନେ…’ କଣ କହିଲେ ବାପା, ଦେଖନ୍ତୁ Video

ବନ୍ଧୁଗଣ ଆଜି ରାଜଧାନୀ ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଜଣେ ବ୍ୟକ୍ତି ପରିବା ବ୍ୟାଗରେ 6 ମାସର ମୃତ ଶିଶୁ କନ୍ୟାକୁ ନେଇ ଯାଉଥିଲେ । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ମୃତ ଶିଶୁ କନ୍ୟାର ବାପା । ଝିଅର ଦେହ ସକାଳେ ଖରାପ ଥିବାରୁ ବାପା ମେଡିକାଲ ନେଇ ଯାଇଥିଲା ହେଲେ ମେଡିକାଲରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ । ଏହା ପରେ ବାପା ନିଜ ମୃତ ଝିଅକୁ ଏକ ପରିବା ବ୍ୟାଗରେ ନେଇ ତାର ଅନ୍ତିମ ସଂସ୍କାର ପାଇଁ ଯାଉଥିଲା,

ହେଲେ ସେହି ସମୟରେ ସ୍ଥାନୀୟ ଲୋକ ମାନେ ବ୍ୟାଗ ଭିତରେ ଝିଅର ମୃତ ଶରୀର ଦେଖି ବାପାକୁ ବହୁତ ମଆଡ ମଆରିଥିଲେ  । ବାପା ଯେତେ ନେହୁରା ହୋଇ ସତ କହିଲେ ମଧ୍ୟ ସେମାନେ ତାକୁ ଛେଚି ଚାଲି ଥିଲେ । ଏହି ଘଟଣାଟି ଖଣ୍ଡଗିରୀ ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି । ତେବେ ବ୍ୟକ୍ତି ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି ।

ବ୍ୟକ୍ତିଙ୍କ କହିବା ମୁତାବକ-‘ସକାଳୁ ଛୁଆ ଖାଇଲା ପିଲଲା ଶାନ୍ତିରେ ଶୋଇଲା ଆମେ ଭାବିଲୁ ଛୁଆ ଶୋଇଛି । ମୁଁ ଖାଇକି କାମ କରିବାକୁ ବାହାରିଲି ଆଉ ସେହି ସମୟରେ ମୁଁ ଝିଅକୁ ଗେଲ କରିଲି ସେହି ସମୟରେ ତାର ରକ୍ତ ବାନ୍ତି ହେଇ ନାକରୁ ରକ୍ତ ବାହାରୁଛି । ଆମେ ବହୁତ ଡରି ଗଲୁ ଆମେ ତାକୁ ଡାକ୍ତର ଖାନା ନେଇଗଲୁ ସେଇଠି ଡାକ୍ତର କହିଲେ ଝିଅ ମରି ଯାଇଛି ।

ମୁଁ ଝିଅକୁ ବ୍ୟାଗରେ ନେଇ ଅନ୍ତିମ ସଂସ୍କାର ପାଇଁ ଯାଉଥିଲି ସେଇଠି ଲୋକ ମାନେ ମୋତେ ବଆଡେଏଇଲେ ଆଉ କହିଲେ ତୁ ଏ ଝିଅକୁ ଚଓରୀ କରି ଆଣିଛୁ । ମୋତେ ତ ବଆଡେଏଇଲେ ମୋ ପିଲାକୁ ବି ବଆଡେଏଇ ତାର ଡ୍ରେସ ଚିରି ଦେଲେ’ । ଅନ୍ୟ ପରେ ପିଲାର ମାଆ କହିଛନ୍ତି- ‘ପ୍ରକୃତରେ ଛୁଆ ହେଉଛି ଆମର କାହାର ଛୁଆ ନାହିଁ ପ୍ରମାଣ ଦରକାର ହେଲେ ଦେବି କିଛି ଅସୁବିଧା ନାହିଁ ତମେ ଯାହା ପ୍ରମାଣ ମାଗିବ ମୁଁ ତାହା ଦେବାକୁ ରାଜି ।

ମୋ ଝିଅ ମରି ଯାଇଛି ମୋ ସ୍ଵାମୀ କହିଲା ବ୍ୟାଗରେ ନେଇ ଯିବା ପାଇଁ ହେଲେ ବ୍ୟାଗଟି ଖସି ପଡିଲା ଏହା ପରେ ସେମାନେ ତାକୁ ବଆଡେଏଇଲେ’ । ତା ହେଲେ ବନ୍ଧୁଗଣ ଏହି ଅଭାବନୀୟ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *