‘ନ୍ୟୁଜ୍ ଦେଖି ମୁଁ deha ବ୍ୟବସାୟ କରେ, ‘ମୁଁ ମୁର୍ଖ ନୁହେଁ, ନିଜ ସୁବିଧା ପାଇଁ ମୁଁ…’ ମା’ର କାରନାମା ପୁଅ ଧରେଇଦେଲା ପରେ ଦେଖନ୍ତୁ କଣ କହିଲେ ମହିଳା

ବନ୍ଧୁଗଣ ଉଦଳରେ ଚାଲୁ ଥିଲା ସେ-କସ ର-ଆକେ-ଟ ଜଣେ ମହିଳା ରାଣୀ ମହୁ ମାଛି ସାଜି ଦୀର୍ଘ ଦିନ ଚଲାଉ ଥିଲା ସେ-କସ ର-ଆକେ-ଟ ତାହା ପୁଣି ଉଦଳର ଜନଗହଳି ସ୍ଥାନରେ । ତେବେ ଏହି ଘଟଣାର ସୂଚନା ପାଇବା ପରେ ଗତ କାଲି ରାତିରେ ପୋଲିସ ସେଠାରେ ଚଢାଉ କରିଥିଲା । କିନ୍ତୁ ଚଢାଉ କରିବା ପୂର୍ବରୁ ରାଣୀ ମହୁ ମାଛି ନିଜ ସହ ରଖିଥିବା ଅନ୍ୟାନ୍ୟ ଝିଅ ଆଉ ଗ୍ରାହକ ମାନଙ୍କୁ ସେ ଜାଗରୁ ବିଦା କରିଦେଇଥିଲେ ।

ତେବେ ସେ-କସ ର-ଆକେ-ଟ ଚଲାଉ ଥିବା ମହିଳା ଆଉ ତାଙ୍କ ପୁଅ ଘରେ ଥିବା ବେଳେ ପୋଲିସ ସେଠାରେ ଚଢାଉ କରିଥିଲା । ହେଲେ ପୋଲିସ ହାତରେ କୌଣସି ଠୋସ ପ୍ରମାଣ ଲାଗି ପାରି ନଥିଲା ହେଲେ ଘରର ତଲାସି ସମୟରେ କଣ୍ଡ-ଓମ, ଆପତ୍ତି ଜନକ ସାମଗ୍ରୀ ଏବଂ ମ-ଅଦ ବୋତଲ ଆଦି ପୋଲିସ ପାଇଥିଲା । ପୋଲିସ ହାତରେ ଧରା ପଡିବା ପରେ ଉକ୍ତ ମହିଳା ଜଣକ କହିଛନ୍ତି-‘ଏଠି କିଛି ଚାଲିନି ମୁଁ ମୋ ସୁବିଧା ପାଇଁ ଏଠି କରେ ।

ମୁଁ କେମିତି ଚଲିବି ମୋ ଛୁଆ କେମିତି ଚଳିବେ ମୁଁ ତ ନ୍ୟୁଜ ଦେଖିଛି ନିଜ ପାଇଁ ନିଜେ କଲେ କିଛି ଅପର-ଆଧ ନୁହେଁ । ତେଣୁ ମୁଁ ଆରମ୍ଭ କରିଥିଲି ଆମେ ବି ପାଠ ପଢିଛୁ ଆମେ ମୂର୍ଖ ନୁହେଁ । ମୁଁ ଏହି ମାସେ ଦୁଇ ମାସେ ହେବ ଆରମ୍ଭ କରିଛି । ମୁଁ ୱେଷ୍ଟ ବେଙ୍ଗାଲରୁ କୌଣସି ଝିଅ ଆଣି ଏଠି ବେପାର କରୁନି ମୁଁ ବଙ୍ଗାଳୀ ଜାଣିନି । ମୋ ପାଖରେ ଗୋଟେ ଦିନରେ ଗୋଟେ ଦୁଇଟି ଲୋକ ଆସନ୍ତି’ ।

ବନ୍ଧୁଗଣ ପୋଲିସ ମାଆ ଏବଂ ପୁଅଙ୍କ ମୋବାଇଲ ଜବତ କରି ସେଠାରୁ ଫେରି ଆସିଥିଲେ । ତେବେ ମହିଳା ଜଣକ କେବଳ ନିଜେ ସେ-କସ ବେପାର କରୁଛନ୍ତି ବୋଲି କହୁଥିବା ବେଳେ ତାଙ୍କ ପୁଅ କିନ୍ତୁ ସେ-କସ ର-ଆକେ-ଟ ଚାଲୁ ଥିବା ନେଇ ଦେଇଛନ୍ତି ସୂଚନା ।

ତାଙ୍କ ପୁଅ କହିଛନ୍ତି ସେହି ଘରେ ସବୁବେଳେ ଭିଡ ଲାଗି ରହିଥାଏ ଏବଂ ବହୁତ ଅପରିଷ୍କାର ରହିଥାଏ ତେଣୁ ସେ ସେଠାକୁ ଆସନ୍ତି ନାହିଁ । ସେ ବାହାରେ ରୁମ୍ ନେଇ ରହୁଛନ୍ତି କେବଳ ପୋଲିସ ଡାକିବା ହେତୁ ସେ ଆସିଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *