‘ମୁଁ ବିଧବା ହେବିନି ମୁଁ ମୋ ପ୍ରେମିକ ସହ ନୂଆ ସଂସାର ଗଢିବି…’ ସ୍ବାମୀର ଲିଭିନି ଚିତା, ସ୍ତ୍ରୀର ଏମିତି କାଣ୍ଡ ଦେଖି ଆପଣ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ ଏଇଟା ହେଉଛି କଳିଯୁଗ ଏଇଠି ନାରୀ ମାନେ ପର ପୁରୁଷଙ୍କ ସହ ଖରାପ ସମ୍ପର୍କ ରଖିବେ ଆଉ ଏମିତି ଅନେକ କିଛି ଘଟିବ ଯାହା ବିଷୟରେ କେହି ଚିନ୍ତା କରିବା ବି କଷ୍ଟକର । ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଜ ମୁଣ୍ଡରେ ହାତ ଦେବେ । ତେବେ ଜଣେ ବ୍ୟକ୍ତିଙ୍କର ହତୟଆ ହୋଇଛି ଆଉ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସେହି ବ୍ୟକ୍ତିଙ୍କ ପତ୍ନୀ ଓ ତାର ପ୍ରେମିକ ଉକ୍ତ ବ୍ୟକ୍ତିଙ୍କୁ ହତୟଆ କରିଛନ୍ତି ।

ପ୍ରେମିକ କଥା ତ ଛାଡନ୍ତୁ କାରଣ ଏବେ ସମସ୍ତେ ପରକ୍ରିୟା ପ୍ରୀତିରେ ଲୀନ ହୋଇ ରହିଛନ୍ତି ହେଲେ ସ୍ତ୍ରୀଙ୍କ କଥା ଶୁଣିଲେ ଆପଣ ମାନେ କୌଣସି ମହିଳାଙ୍କୁ ବିବାହ କରିବା ପୂର୍ବରୁ 10 ଥର ଚିନ୍ତା କରିବେ । ତେବେ ମହିଳା ଜଣକଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମହିଳା ନିଜ ଛୁଆ ପିଲାଙ୍କୁ ଛାଡି ନିଜ ପ୍ରେମିକ ସହ ରହିବା କଥା କହୁଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସ୍ତ୍ରୀ ଜଣକ ନିଜ ସ୍ଵାମୀର ମୃତ୍ୟୁ ପରେ କହିଛନ୍ତି-”ମୋର ସ୍ଵାମୀ ମରିଗଲେ ଏ ବାବଦରେ ମୁଁ ଅଭିଯୋଗ କରିଥିଲି ଥାନାରେ । ଆମ ଭିତରେ ଝଗଡା ହୋଇଥିଲା ସେ କୁଆଡେ ଚାଲି ଯାଇଥିଲେ ତେଣୁ ମୁଁ ନିଖୋଜ ହେବାର ଅଭିଯୋଗ କରିଥିଲି । ଏ ଲୋକକୁ ମୁଁ ଚିହ୍ନିଛି ତାଙ୍କୁ ଭଲ ପାଉଛି । ମୋତେ ମୋ ଘର ଲୋକ ରଖିବେ ନାହିଁ ।

ପିଲା ଛୁଆ ମୋତେ ଘୃଣା କରୁଛନ୍ତି । ପର ପୁରୁଷ ସହ ଖରାପ ସମ୍ପର୍କ ରଖିଲି ତେଣୁ ମୋତେ ସମସ୍ତେ ଘୃଣା କରୁଛନ୍ତି । ମୁଁ ଭୁଲ କରିଛି । ମୋତେ ଯଦି ଘରେ ରହିବାକୁ ଦେବେ ତା ହେଲେ ମୁଁ ମୋ ଛୁଆ ପିଲାଙ୍କ ସହ ରହିବି । ଯଦି ମୋ ପ୍ରେମିକ ମୋତେ ରଖିବାକୁ ଚାହୁଁଛି ତା ହେଲେ ମୁଁ ତା ପାଖରେ ରହିବି । ମୁଁ ମୋ ପ୍ରେମିକକୁ ବହୁତ ଅଧିକ ଭଲ ପାଏ ମୁଁ ତା ସହ ପଳେଇବି’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ସ୍ଵାମୀ ମରିବା ପରେ ସ୍ତ୍ରୀଙ୍କ ଆଖିରୁ ଗୋଟେ ଠୋପା ଲୁହ ବି ବାହାରୁ ନାହିଁ ଆ ଠାରୁ ଲଜ୍ଜା ଜନକ ବିଷୟ ଆଉ କଣ ହେଇ ପାରେ । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *