‘ଯାତ୍ରା ହିରୋ ଗୋୖର ଦାଶ ଯେତେବେଳେ ଲୁଚି ଲୁଚି ମୋ ଗୀତ ଶୁଣୁଥିଲେ, ସେତେବେ ମୁଁ …’ କହୁ କହୁ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ଅଭିନେତ୍ରୀ Mamuni Kara…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ । ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ଆପଣ ମାନେ ଆମ ଓଡିଆ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ । ତେବେ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରି ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ସେହି ପରି ଆଜି ଆମେ ଜଣେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଅଭିନେତ୍ରୀ ମାମୁନି କର । ତେବେ ଅନେକ ଯାତ୍ରା ଜଗତ ର ଜଣେ ଆଗ ଧାଡି ର ଅଭିନେତ୍ରୀ ତେବେ ସେ ତାଙ୍କ ଜୀବନ ରେ ଅନେକ ଗଣନାଟ୍ୟ ରେ ଅଭିନୟ କରି ବେସ ଲୋକ ପରିଚିତ ହେବା ସହିତ ଅନେକ ନାମ ଅର୍ଜନ କରିଛନ୍ତି ।

ତେବେ ଦର୍ଶକ ମାନେ ମାମା ଙ୍କ ଅଭିନୟ କୁ ଦେଖିବା ପାଇଁ ବେସ ପସନ୍ଦ କରୁଛନ୍ତି । ତେବେ ସେ ନିଜ ଇନ୍ଟର୍ଭିୟୁ ରେ କହିଥିଲେ କି ପ୍ରଥମେ ସେ ଯାତ୍ରା ରେ ଗୀତ ଗାଉଥିଲେ ପରେ ଆଙ୍କରିଂ କରିଲେ ବର୍ତ୍ତମାନ ସେ କ୍ୟରେକ୍ଟର କରୁଛନ୍ତି । ତେବେ ତାଙ୍କର ସ୍ୱପ୍ନ ହେଉଛି ସେ ଜଣେ ଆଗ ଧାଡ଼ିର ମୁଖ୍ୟ ଅଭିନେତ୍ରୀ ଭାବରେ ପରିଚିତ ହୁଅନ୍ତୁ ।

ତେବେ ତାଙ୍କର ପ୍ରେମ ବିବାହ ହୋଇଛି ଏବଂ ତାଙ୍କ ସ୍ୱାମୀ ହେଉଛନ୍ତି ଜଣେ ଅଭିନେତା ସେ ମଧ୍ୟ ଯାତ୍ରା ରେ ଅଭିନୟ କରନ୍ତି । ତେବେ ତାଙ୍କ ସହ ଖୁବ ସୁନ୍ଦର ଭାବରେ ସେ ନିଜର ଜୀଵନ ଅତିବାହିତ କରୁଛନ୍ତି ତେବେ ସେ କହିଥିଲେ କି ସେ ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କ ଗାଁ ରେ ଯାତ୍ରା ହେଉଥିଲା ।


ତେବେ ସେ ସେତେବେଳେ ଗୀତ ଶିଖୁଥିଲେ ତେବେ ଅଭିନେତା ଗୌର ଦାଶ ଆସି ମୋ ଗୀତ କୁ ଲୁଚି ଲୁଚି ଶୁଣୁ ଥିଲେ ତେବେ ପରେ ମୋତେ ଯାତ୍ରା ରେ ଯିବାକୁ କହିଥିଲେ ତେବେ ଅର୍ଥ ଅଭାବ ରୁ ମୁଁ ମଧ୍ୟ ଯାତ୍ରା କୁ ଆସିଥିଲି । ତେବେ ଶେଷରେ ସେ କହିଥିଲେ କି ଦର୍ଶକ ମାନେ ତାଙ୍କୁ ସବୁବେଳେ ଭଲ ପାଇବା ପ୍ରଦାନ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *