‘ମୂଳ ଆସାମୀ Akshay Parija, ଅର୍ଚ୍ଚନା ୨ ନମ୍ୱର୍ ଖେଳାଳି, ସେ ଦୁହେଁ ସମସ୍ତଙ୍କୁ…’ ଆଇନଜୀବୀ Bana Mohanty

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ତେବେ ଅର୍ଚ୍ଚନା ଅନେକ ବଡ ବଡିଆ ମାନଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟୁ ଥିଲେ ଆଉ ଏଥିରେ ଫିଲ୍ମ ପ୍ରଜଜୋକ ଅକ୍ଷୟ ପରିଜା ବି ସାମିଲ ଅଛନ୍ତି । ଅକ୍ଷୟଙ୍କ ନ-ଗନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅର୍ଚ୍ଚନାଙ୍କ କଳା କାର୍ଣ୍ଣମା ସାମନାକୁ ଆସିଥିଲା ।

ଏବେ ଅର୍ଚ୍ଚନା ଜେଲ ଚାରି କାନ୍ଥ ଭିତରେ ଅଛନ୍ତି ଆଉ ଏହି ମାମଲାର ତଦନ୍ତ ଚାଲିଛି । ତେବେ ଏହାରି ମଧ୍ୟରେ ଓକିଲ ନବ ମହାନ୍ତି ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ନବ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଅର୍ଚ୍ଚନା କେସରେ ପୋଲିସ ଅର୍ଚ୍ଚନା ବିରୋଧରେ ୧୫ଟି ଦଫା ଲଗାଇ ତାକୁ ରିମାଣ୍ଡରେ ନେଇଛି ।

ହେଲେ ୩୫୪ଟି ଗୋଟେ ମହିଳା ଉପରେ ଆପ୍ଲିକେବୁଲ ହେବ ନାହିଁ । ହେଲେ ଆଉ ଯଦି କେହି ଆସିବେ ଯଦି ତାର ସ୍ଵାମୀ ଆସିଲେ କି ତାର ସାଙ୍ଗ ଆସିଲେ ତା ହେଲେ ଏହା ଆପ୍ଲିକେବୁଲ ହେଇ ପାରିବ । ସେ ଅକ୍ଷୟ ପରିଜା ତା ଘରକୁ ତା ବେଡରୁମ୍ କୁ ଯାଇ କଣ ପାଇଁ ଟଙ୍କା ଦେଉଥିଲେ । ସେମାନେ ଏହାର ତଦନ୍ତ କରନ୍ତୁ ତା ପରେ ଅର୍ଚ୍ଚନା କହିବ କଣ ପାଇଁ ।

ଅର୍ଚ୍ଚନାକୁ ଜେଲରେ ରଖି କଣ ଆମେ ସେଇ ଅକ୍ଷୟ ପରିଜାର ଷ୍ଟେଟମେଣ୍ଟ ଉପରେ ବିଶ୍ଵାସ କରିବୁ । ସେ ଜେଲରେ ଅଛି ସେ କହିବ ଅକ୍ଷୟ କଣ ପାଇଁ ତାକୁ ଟଙ୍କା ଦେଇଥିଲେ । ତେଣୁ ଏଠି ୱାନ ସାଇଡ ଷ୍ଟେଟମେଣ୍ଟ ଆମେ ନେଉଛୁ ଅକ୍ଷୟ ପରିଜା ହେଉଛନ୍ତି ମୂଳ ଆସାମୀ । ଆପଣ ମାନେ ଏଭଳି ହାଇ ଲାଇଟ କରିଛନ୍ତି ହେଲେ ଅକ୍ଷୟ ହେଉଛନ୍ତି ମୂଳ ଆସାମି ସେ କଣ ପାଇଁ ତାକୁ କୋଟି କୋଟି ଟଙ୍କା ଦେଉଥିଲେ ।

ସେ ଆଗେ ନିଜ ଭୁଲ ମାନନ୍ତୁ କି ସେ ଅର୍ଚ୍ଚନା ସହ ଶାରୀରିକ ସମ୍ପର୍କ ରଖିଥିଲେ ସେ କହିଲେଣି କି । ସେ କଥା କହୁ ନାହାନ୍ତି ଖାଲି କହୁଛନ୍ତି ଟଙ୍କା ଡିମାଣ୍ଡ କଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *