ପିସ୍ତଲରେ ଥିଲା ୬ ପକେଟରେ ଥିଲା ୧୮ ମୋଟ ୨୪ ରୁ ଫୁଟିଲା ୩ । ହଁ ଦର୍ଶକ ବନ୍ଧୁ ଆଉ ଫୁଟି ଥିବା ୩ guli ଭିତରୁ ଗୋଟିଏ guli ଏ ପାର ସେ ପାର ହୋଇ ଯାଇଥିଲା । ହଁ ଦର୍ଶକ ବନ୍ଧୁ ଛାତ-ଇରେ ବାଜି ପିଠି ପଟରେ ବାହାରି ଯାଇଥିଲା guli ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଟ-ଅଳି ପଡି ଥିଲେ । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ଯାହା ଶୁଣିଲେ ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ।
ହଁ ଦର୍ଶକ ବନ୍ଧୁ ତାଣ୍ଡବ ରଚି ଥାନ୍ତା ଗୋପାଳ ଦାସ । raktaର ତାଣ୍ଡବ ଖେଳି ଥାନ୍ତା ଏଏସଆଇ ଗୋପାଳ ଦାସ । କାରଣ ପକେଟରେ ଥିଲା ଆହୁରି ୧୮ guli । ଏକ ବିଶେଷ ସୂତ୍ରରୁ ମିଳି ଥିବା ସୂଚନା ଆଧାରରେ ଗୋପାଳ ହାତରେ ଯେଉଁ ପିସ୍ତଲ ଧରି ଥିଲା ସେଥିରେ ୬ଟି guli ଥିଲା । ଆଉ ତା ପକେଟରେ ୧୮ guli ଥିଲା ।
ହଁ ଦର୍ଶକ ବନ୍ଧୁ ଗୋପାଳ ଆଣି ଥିଲା ମୋଟ ୨୪ guli । ଅର୍ଥାତ ୪ଟି ମାଗାଜିନ ଗୋଟିଏ ମାଗାଜିନରେ ୬ଟି guli ଥାଏ । ଆଉ ୪ ଟି ମାଗାଜିନରେ ୨୪ ଟି guli ଆଣି ଥିଲା ଏଏସଆଇ ଗୋପାଳ ଦାସ । ଗୋଟିଏ ମାଗାଜିନ ପିସ୍ତଲ ଭିତରେ ଥିବା ବେଳେ ଆଉ ତିନୋଟି ଥିଲା ପକେଟରେ । ଯେଉଁଥିରେ ଥିଲା ୧୮ଟି guli ମନ୍ତ୍ରୀଙ୍କୁ hatya କରିବା ପରେ ତାଣ୍ଡବ ରଚି ଥାନ୍ତା ଗୋପାଳ ଦାସ ।
ଆଉ ଯଦି କିଛି ଅସୁବିଧା ହେଇ ଥାନ୍ତା ଲୋକଙ୍କ ଉପରେ ବି guli କରି ଥାନ୍ତା ଗୋପାଳ ଦାସ । ଯେତେବେଳେ ତାକୁ କାବୁ କରିବା କଷ୍ଟକର ହୋଇ ପଡି ଥାନ୍ତା । କିନ୍ତୁ ଏମିତି ଏକ ଅଘଟଣ ଘଟିବା ପୂର୍ବରୁ ଗୋପାଳ ଦାସଙ୍କୁ କାବୁ କରି ଦେଇଥିଲେ ସ୍ଥାନୀୟ ଲୋକେ ଓ ପୋଲିସ । ଦର୍ଶକ ବନ୍ଧୁ ଏଠି କହି ରଖିବାକୁ ଚାହିଁବୁ ଯେଉଁ ୨୪ଟି guliରୁ ୬ଟି guli ବନ୍ଧୁକରେ ଥିଲା ସେଥିରୁ ୩ଇ guli ଫାୟାର ହେଇଛି ।
ଗୋଟିଏ guliରେ ନବ ଦାସଙ୍କ ଜୀବନ ଯାଇଛି ଆଉ ଗୋଟେ guli ଆଇଆଇସିଙ୍କ ଦେହରେ ବାଜିଛି ଆଉ ଗୋଟେ guli କାରରେ ବାଜିଛି । କିନ୍ତୁ ଏଠି କହି ରଖିବାକୁ ଚାହିଁବୁ ତାଣ୍ଡବ ରଚିବା ପାଇଁ ଆସି ଥିଲା ଗୋପାଳ ଦାସ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।