‘ମୋବାଇଲ ଖୋଲୁ ଖୋଲୁ ଇଏ କି ବାନଝ ବେପାର ଚାଲିଛି, ସୌମ୍ୟ-ସୋନାଲି…’ ହଠାତ Live ଆସି ଗର୍ଜିଲେ Rani Panda, କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ପ୍ରେମ ପାଇଁ ମଣିଷ କଣ ବା ନ କରି ପାରେ । ପ୍ରେମ ରେ ବିଭିନ୍ନ ଘଟଣାକୁ ବହୁତ୍ ଗୁରୁତର ସହ ହୋଇଯାଏ । ଆପଣ ମାନେ ତ ଜାଣିଥିବେ ଆଜିର ସମୟ ରେ ବହୁତ ଯୁବପିଢି ପ୍ରେମ କରି ନିଜ ଜୀବନ କୁ ବହୁତ୍ ଅସୁବିଧା ରେ ପକାଇଥାନ୍ତି । ଆପଣ ମାନେ ମଧ୍ୟ ବହୁତ୍ ଜଣ ପ୍ରେମିକ ପ୍ରେମିକା ଙ୍କୁ ଆତ୍ମହତ୍ୟା କରୁଥିବା ଶୁଣିଥିବେ । କେବେବି ନିଜ ଜୀବନ କୁ ଏହିପରି ନଷ୍ଟ କରିବା ଉଚିତ୍ ନୁହେଁ କାରଣ ଜୀବନ ଭଗବାନ ଙ୍କ ଦାନ ହୋଇଥାଏ ।

ଆପଣ ମାନେ ନିଶ୍ଚୟ ଯୁବ ବ୍ୟବସାୟୀ ସୌମ୍ୟ ଙ୍କ ମୃତ୍ୟବରଣ ର ଖବର ନିଶ୍ଚୟ ଶୁଣିଥିବେ । ଜାଣିଥିବେ ଓଲିଉଡ଼ ର ସିଙ୍ଗର ସୋନାଲି ଙ୍କ ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଘର ଲୋକେ ସମସ୍ତେ ଏହାହିଁ ଅଭିଯୋଗ କରୁଛନ୍ତି କି ସିଙ୍ଗର ସୋନାଲି ନନ୍ଦ ଙ୍କୁ ଶାସ୍ତି ମିଳିବା ଆବଶ୍ୟକ । ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ଅଡିଓ,ଫୋଟ ଭାଇରାଲ ହେଉଛି ।

ଯାହାକୁ ଦେଖି ଶୁଣି ସମସ୍ତେ ବିଭିନ୍ନ ମତ ମଧ୍ୟ ଦେଉଛନ୍ତି । ତେବେ ପରିବାର ରେ ସମସ୍ତଙ୍କ ମନରେ ଗଭୀର ଆଘାତ ମଧ୍ୟ ଲାଗିଛି । ତେବେ ସବୁ ପ୍ରକାର ର ପ୍ରମାଣ ମିଳିବା ସତ୍ତ୍ୱେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀକୁ କାହିଁକି ଗିରଫ କରୁନି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ତେବେ ଏହାକୁ ନେଇ ବର୍ତ୍ତମାନ ଯାତ୍ରା ଏବଂ ଆଲବମ କୁଇନ ରାଣୀ ପଣ୍ଡା ନିଜର ମୁହଁ ଖୋଲିଛନ୍ତି ।

ତେବେ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ଲାଇଭ ଆସି ଲୋକ ମାନଙ୍କ ସହ ଏହି ସବୁ କଥା ବିଷୟରେ ଆଲୋଚନା କରିଥିଲେ । ତେବେ ସେ କହିଥିଲେ କି ସକାଳୁ ମୋବାଇଲ ଖୋଲିଲେ ସୌମ୍ୟ- ସୋନାଲି ଶୁଣିବାକୁ ମିଳୁଛି । ତେବେ ଏହା ମଧ୍ୟ କହିଥିଲେ କି ଯେଉଁ ଲୋକମାନେ ସୌମ୍ୟ ଙ୍କୁ ଏବଂ ତାଙ୍କ ପରିବାର କୁ ଖରାପ କମେଣ୍ଟ ମାରୁଛ ସେମାନେ ସେପର୍ଯ୍ୟନ୍ତ କିଛି ବୁଝି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କ ସହ ସେହି ଘଟଣା ଘଟି ନାହିଁ ।

ଯେ ପର୍ଯ୍ୟନ୍ତ ନିଜ ଘରର କୌଣସି ସଦସ୍ୟଙ୍କ ସହ ଏହିଭଳି କିଛି କାଣ୍ଡ ହୋଇ ନାହିଁ ସେପର୍ଯ୍ୟନ୍ତ ସେମାନେ ଗୋଟିଏ ମାଆ ର ଦୁଃଖ କଣ ଜଣେ ବାପା ନିଜ ପୁଅ କୁ ହରେଇ କିପରି ରହୁଛି ତାର କଷ୍ଟ ସେମାନେ ବୁଝି ପାରିବେ ନାହିଁ । ଏହା ସହ ସେ କହିଥିଲେ କି ସେ ସମସ୍ତଙ୍କ ସହ ବହୁତ ଭଲ ରେ ମିଶନ୍ତି ଏବଂ ଯିଏ ତାଙ୍କ ସହ ଖରାପ ବ୍ୟବହାର କରନ୍ତି ସେତେବେଳେ ହିଁ ସେ ଅଭଦ୍ର ଭାଷା କୁହନ୍ତି ନଚେତ ସେ ବହୁତ ଭଲ ।

ତେବେ ସେ ଏହା ମଧ୍ୟ କହିଥିଲେ କି ସେ ଯେତେ ଭଲ ସେତେ ଖରାପ ମଧ୍ୟ ତେଣୁ ତାଙ୍କ ସହ ଲାଗିବା ପୂର୍ବରୁ ଶହେ ଥର ଭାବିବା ଉଚିତ ଏବଂ ଶେଷରେ ସେ କହିଥିଲେ କି ଅଭିଯୁକ୍ତ କୁ ଶୀଘ୍ର ଏବଂ ଉଚିତ ଦଣ୍ଡ ମିଳିବା ଆବଶ୍ୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *