ନିଜ ବାପା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ଝିଅ, ଯାହା ସବୁ କହିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ଆମେ ଆପଣ ମାନଙ୍କ ପାଇଁ ଏକ ଏଭଳି ଖବର ଯାହା ଶୁଣି ଆପଣଙ୍କ ହୃଦୟ ଥଋ ଉଠିବ । ଏକ ଏଭଳି ଘଟଣା ଯାହା ଆପଣ କେବେ କଳ୍ପନାରେ ବି ଭାବି ନଥିବେ କି ଏମତି ହେବ ବୋଲି । ଏହି ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ର । କିଛି ଦିନ ତଳେ ଏହି ଅଞ୍ଚଳର ଥାନା ରେ ଜଣେ ଝିଅ ନିଜ ବାପା ନାଁ ରେ ଅଭିଯୋଗ କରିଥିଲେ, ସେହି ଅଭିଯୋଗ ବିଷୟରେ ଜାଣିଲେ ଆପଣ ବି କହିବେ ଝିଅଟି ଯାହା କରିଛି ଠିକ କରିଛି ।

ତେବେ ଘଟଣା ବିଷୟରେ ଆସନ୍ତୁ ଜାଣିବା । ତେବେ ବାପା ବୁଝିଲାନି ସମ୍ପର୍କର ମାନେ ? କାମନା ଲୋଭରେ ଭୁଲିଗଲା ହିତାହିତ ଜ୍ଞାନ ଆଉ ସମ୍ପର୍କ ରେ ଲଗାଇଲା କଳଙ୍କର ଛିଟା ।  ତେବେ ବାପା ଝିଅ ର ସମ୍ପର୍କ ଦୁନିଆ ରେ ସବୁଠୁ ଉପରେ ଅଛି, କିନ୍ତୁ ଆଜି ଜଣେ ବାପା ଏହି ସମ୍ପର୍କ ଖରାପ କରି ଦେଇଛନ୍ତି ସେ ଏହି ସମ୍ପର୍କ କୁ ଏମିତିଆ ରୂପ ଦେଇଛନ୍ତି ଯାହା କେହି କେବେ ଭାବି ପାରିବେନି ।

ତେବେ ଘଟଣା ଟି କିଛି ଏଭଳି କି କେନ୍ଦ୍ରାପଡା ଜିଲ୍ଲା ର ଜଣେ ଯୁବତୀ ବର୍ତ୍ତମାନ ମହିଳା ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ନିଜ ଜନ୍ମ କଲା ବାପା ତାଙ୍କ ସହିତ ଗତ ୪ ବର୍ଷ ହେବ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି । ତେବେ ବାଧା ଦେଲେ ଜୀବନରୁ ମାରିବାର ଧମକ ମଧ୍ୟ ଦେଉଛନ୍ତି । ତେବେ ଏ ବିଷୟରେ ସେ ନିଜ ଘର ଲୋକଙ୍କୁ ଜଣେଇ ଥିଲେ ନିଜ ମାଆ, ମାମୁଁ, ମାଉସୀ ଏବଂ ଘରର ଅନ୍ୟ ସଦସ୍ୟ ମଧ୍ୟ ଜାଣିଥିଲେ ଏହି ଘଟଣା ବିଷୟରେ ।

ତେବେ କିନ୍ତୁ ସମସ୍ତେ ମୋତେ କିଛି କହିବା ପାଇଁ ବାରଣ କରିଥିଲେ ତେବେ ବାପାଙ୍କ ସମ୍ମାନ ହାନି ହେବ ସେ ଚାକିରୀ କରିଛନ୍ତି । ସମାଜରେ ରହି ହେବନି ଆଦି କଥା କହି ମୋତେ ଚୁପ କରି ଦେଇଥିଲେ । ତେବେ କିନ୍ତୁ ଯେତେବେଳେ ଏହି ସବୁ ଜିନିଷ ଅତ୍ୟଧିକ ହୋଇଯିବାରୁ ମୁଁ ଘର ଛାଡି ପଳେଇ ଆସିଥିଲି । ତେବେ ତଥାପି ସେମାନେ ମୋତେ ହଇରାଣ କରୁଛନ୍ତି ଲୋକ ପଠାଉ ଛନ୍ତି ।

ମୋତେ ଯିଏ ସାହାଯ୍ୟ କରୁଛି ତା ଘରକୁ ପୋଲିସ ଗୁଣ୍ଡା ପଠାଉ ଛନ୍ତି । ତେବେ ସେଥିପାଇଁ ମୁଁ ବାଧ୍ୟ ହୋଇ ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଆସିଛି । ତେବେ ମୋତେ ମ୍ୟାଡାମ ମଧ୍ୟ ଆଶ୍ୱାସନା ଦେଇଛନ୍ତି କି ମୋତେ ଉଚିତ ନ୍ୟାୟ ମିଳିବ ବୋଲି । ତେବେ ମୁଁ ନ୍ୟାୟ ଅପେକ୍ଷା ରେ ରହିଛି ।

ତେବେ ଜଣେ ବାପା ନିଜ ଝିଅ ସହିତ ଏଭଳି କୁକର୍ମ କିପରି ଭାବରେ କରି ପାରିବ ତାହା ସ୍ୱପ୍ନ ରେ ବି ଭାବି ହେଉନି । ତେବେ ସେ ଯାହା ବି ହେଉ ଏଭଳି ଅସାମାଜିକ ବ୍ୟକ୍ତି ଙ୍କୁ ଏହି ସମାଜରେ ରହିବାର କୌଣସି ଅଧିକାର ନାହିଁ । ତାଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *