‘ପୋଲିସ ସାମ୍ନାରେ ଆମକୁ ଟଣା ଟଣି କରୁଛନ୍ତି ..ଆମକୁ ଦୋଅକ୍ଷରୀ କହୁଛନ୍ତି .. ହେଲେ ପୋଲିସ ଆମକୁ…’ ଦେଖନ୍ତୁ Video

ବନ୍ଧୁଗଣ ପ୍ରେମିକଙ୍କ ଘର ଆଗରେ ପ୍ରେମିକାଙ୍କ ଧାରଣା ଆଜିକୁ 16 ଦିନରେ ପହଞ୍ଚିଛି । ଆପଣ ମାନେ ଜାଣିପାରୁ ଥିବେ ଆମେ କାହା ବିଷୟରେ କଥା ହେଉଛି । ଏମାନେ ହେଉଛନ୍ତି ବ୍ରହ୍ମପୁରର ଚର୍ଚ୍ଚିତ ପ୍ରେମିଜୁଗଲ ଦୀପିକା ଓ ଦିନେଶ । ଲଗାଣ ବର୍ଷାରେ ଦୀପିକା ନ୍ୟାୟର ଲଢେଇରେ ଏକା ଛିଡା ହୋଇଛନ୍ତି । ଦିନେଶ ଦୀପିକାଙ୍କୁ ଗ୍ରହଣ କରିବାକୁ ମନା କରିଛନ୍ତି ଆଉ ଏହି ମାମଲାଟି ଏବେ କୋର୍ଟରେ ଚାଲିଛି ।

ତେବେ ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଏହାରି ମଧ୍ୟରେ ଦୀପିକା ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ତେବେ ଦୀପିକାଙ୍କ କହିବା ମୁତାବକ-’16 ଦିନ ତ ହେଇଗଲାଣି ଆଜିକୁ ମୁଁ ନ୍ୟାୟ ପାଇ ପାରୁନି । ଆପଣ ଦେଖିପାରୁଥିବେ ଓଲଟା ମୋତେ ନୋଟିସ ପଠେଇଛନ୍ତି ପୋଲିସ ଷ୍ଟେସନରୁ । ପ୍ରଥମ ଦିନରୁ ମୋ ମାଆକୁ ବ୍ଳାଉଜ ଚିରି ପିଟି ଛନ୍ତି ସେଠାରେ କଣ ମୋ ମାଆକୁ ନ୍ୟାୟ ମିଳିଲା କି । ସେ ବି ତ କେସ ଦେଇଥିଲେ ଏ ପର୍ଯ୍ୟନ୍ତ ପାଲ ଚିରି ମାରା ମାରି କରି ତଣ୍ଟି ଚିପି ଆମକୁ ଗାଳି ଗୁଳଜ କରୁଛନ୍ତି ।

ପୋଲିସ ସାମ୍ନାରେ ଏ ସବୁ ହେଉଛି ହେଲେ ସେମାନେ କିଛି କରୁ ନାହାନ୍ତି । ମୁଁ କହୁଛି କାହିଁକି ତଦନ୍ତ କରାଯାଉନି ଆଉ ଗୋଟେ ଅଛି ଟୁଟୁ ଗଉଡ ସେ ବି ମଧ୍ୟ ଘର ଭାଙ୍ଗୁଛି ଆଉ ଦିନେଶ କାହିଁକି ଆସୁନି । ତାକୁ କାହିଁକି ଧରା ଯାଉନି ତାକୁ କାହିଁକି ଗିରଫ କରାଯାଉନି ହେଲେ ଆମକୁ ନୋଟିସ ପଠେଇ ଆମକୁ ଉଠେଇବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ସେ ଗୋଟେ ସାଉଣ୍ଡ କରି ଏଠି ଗୀତ ଶୁଣାଉ ଛନ୍ତି ତାଙ୍କର ଗୋଟେ ମଉଜ ମସ୍ତି ଚାଲିଛି ।

ଆଉ ଏ ପାଲ ସେ ଶାଶୁ-ଶଶୁର ଭାଙ୍ଗି ଦେଇଥିଲେ କାଲି ପବ୍ଲିକ ଆସି ପାଲ ବାନ୍ଧିଲେ ଆଉ ଆମକୁ ଖରାରୁ ବଞ୍ଚେଇଲେ’ । ବନ୍ଧୁଗଣ ଏଭଳି ଭାବରେ ଦୀପିକା ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *