‘ମୋ ସ୍ତ୍ରୀ ମୋ ଷଢୁଙ୍କ ଭାଇ ସହ ଶାରୀରିକ ସମ୍ପର୍କ ରଖୁଛି…ମୁଁ ଏ ବୟସରେ ରୋଷେଇ କରିବି ଘରକାମ କରିବି, ଅଟୋ ଚଲେଇବି, ଆଉ ସେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ ।

ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି । ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା ।
ତେବେ ଦିନକୁ ଦିନ ଆମର ସମାଜ କଳୁଷିତ ହେବାରେ ଲାଗିଛି । ଉଭୟ ଅବିବାହିତ ଯୁବକ ଓ ଯୁବତୀମାନେ ବିବାହ ପୂର୍ବରୁ ଗଣ୍ଡା ଗଣ୍ଡା ପାର୍ଟନର ପରିବର୍ତ୍ତନ କରିବା ସହ ହୋଟେଲ, ଲଜ୍ ଯାଇ ରାତି କଟାଉଛନ୍ତି ।

ସେହିପରି ବିବାହ ପରେ ମଧ୍ୟ ଏହି ଘଟଣା ଆହୁରି ଅଧିକ ବଢ଼ୁଥିବା ଦେଖାଯାଉଛି । କେଉଁଠି ସ୍ୱାମୀ ପର ନାରୀ ସହ ରାତି ବିତାଉଛି ତ କେଉଁଠି ସ୍ତ୍ରୀ ସଢ଼ୁ ସହ ଶାରୀରିକ ସମ୍ପର୍କ ରକ୍ଷା କରୁଛି । ତେବେ ଆଜିକାଲି ରିଲେସନସିପରେ ରହିବା, ଶା-ରୀ-ରି-କ ସ-ମ୍ପ-ର୍କ ରଖିବା, ଧୋ-କ୍କା ଦେବା, ଟଙ୍କା ଲୁ-ଟି-ବା, ଧୋକ୍କା ଦେବା, ହତୟଆ କରିବା, ଥାନାକୁ ଦୌଡ଼ିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି ।

ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ଏହି ଯୁବକ ଜଣଙ୍କ ଅଟୋ ଚଲାନ୍ତି ତେବେ ସେ ଅଭିଯୋଗ କରିଛନ୍ତି କି ମୋତେ ଏକୁଟିଆ କାମ କରିବାକୁ ପଡୁଛି ମୋତେ ମୋ ବୁଢା ବାପାଙ୍କ କଥା ବୁଝିବାକୁ ପଡୁଛି । ସେମାନଙ୍କ ଯତ୍ନ ନେବାକୁ ପଡୁଛି । ନିଜେ ରୋଷେଇ କରି ଖାଉଛି ତେବେ ମୁଁ ଘର କଥା କେତେବେଳେ ବୁଝିବି ଆଉ ଅଟୋ କେତେବେଳେ ଚଳେଇବି ମୋ ରୋଜଗାର କଣ ହେବ ମୁଁ ଘର କେମିତି ଚଳେଇବି ।

ତେବେ ମୋ ସ୍ତ୍ରୀ ମୋତେ ପସନ୍ଦ କରୁ ନାହିଁ ସେ ମୋ ସଢ଼ୁ ର ବଡ଼ ଭାଇ ଙ୍କ ସହ ସମ୍ପର୍କ ରଖିଛି ତାକୁ ଭଲ ପାଉଛି । ତେବେ ସେ ମୋତେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଛି ତେବେ ମୋତେ ମାରିଛି ମଧ୍ୟ । ତେବେ ମୋ ପିଲା ମାନଂକୁ ନିଜ ପାଖରେ ରଖିଛି । ମୋ ପାଖରେ ରହୁ ମଧ୍ୟ ନାହିଁ ।

ତେବେ ଯଦି ତାକୁ ସେହି ଲୋକ ସହ ରହିବାର ଅଛି ତେବେ ସେ କୋର୍ଟ ଆସି ମୋ ସହ ଦେଖା କରୁ କଥା ହେଉ ଏବଂ ଛାଡପତ୍ର ଦେଇକି ଯାଉ ମୋ ଜୀଵନ କଣ ପାଇଁ ନଷ୍ଟ କରୁଛି ସେ ମୋତେ ନ୍ୟାୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *