ମୋ ପୁଅ-ବୋହୂ ଆଗ ଯୁଦ୍ଧକୁ ବାହାରିଲେ, ତା’ପରେ ମୋତେ ଡାକିଲେ.. ତାଙ୍କ କାନ୍ଧରେ ଗୋଡ ଥୋଇଲି…

ମୋ ପୁଅ ବୋହୁଙ୍କ ସାଥିରେ ମୁଁ ବି ଯୁଦ୍ଧକୁ ବାହାରିଲି । ମା’ ଓ ଝିଅର ଯେପରି ସମ୍ପର୍କ ରହିଥାଏ । ଝିଅଟି ବାହା ହୋଇକି ତା’ ର ଶାଶୁ ଘରକୁ ଗଲା ପରେ ମା’ ରୂପରେ ଗୋଟିଏ ଶାଶୁ ମା’ ପାଇଥାଏ । ତେବେ ଯଦି ଏହି ଶାଶୁ ଓ ବୋହୁ ଭିତରେ ଉତ୍ତମ ବୁଝାମଣା ରହିଥାଏ । ତେବେ ସେହି ସମ୍ପର୍କଟି ମା’ ଓ ଝିଅଙ୍କ ସମ୍ପର୍କ ଭଳି ବହୁତ ମଧୁର ହୋଇଯାଇଥାଏ । ତେବେ ସେହିପରି ଶାଶୁ-ବୋହୁର ଏକ ସୁନ୍ଦର ଉଦାହରଣ ହେଉଛନ୍ତି । ଦୀପାଞ୍ଜଳି ଭାଉଜ ଓ ଅଖି ମାଉସୀ ।

ଜିଏକି ସୋସିଆଲ ମିଡିଆରେ ବହୁତ ଭାଇରାଲରେ ଅଛନ୍ତି । ତେବେ ଶାଶୁ ଓ ବୋହୁ ଉଭୟ ଗଣ ମାଧ୍ୟମର ସାକ୍ଷାତକାରରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ଆମ ସମସ୍ତଙ୍କର ଅତି ପ୍ରିୟ ଅଖି ମାଉସୀ କହିଛନ୍ତି । ଯେ ମୁଁ ବହୁତ କଷ୍ଟରେ ସୂର୍ଯ୍ୟଙ୍କୁ ପୂଜା କରିକି 2 ପୁଅ ପାଇଛି । ତେଣୁ କରି ମୋ ପୁଅ ମାନଙ୍କୁ ମୁଁ ଯେମିତି ଶ୍ରଦ୍ଧା-ସ୍ନେହ ଦେଇ ଭଲ ପାଏ । ସେହିଭଳି ପୁଅ ମାନଙ୍କୁ ବାହା କରାଇ ଯେଉଁ ବୋହୁ ମାନଙ୍କୁ ମୋ ଘରକୁ ଆଣିବି । ତାଙ୍କୁ ମଧ୍ୟ ସେହିପରି ଭଲରେ ରଖିବି ।

ବୋହୁ ମାନଙ୍କୁ ମନରେ ଯେମିତି କେବେବି କଷ୍ଟ ଦେବିନି ସେହି କଥା ମୁଁ ସବୁବେଳେ ଭାବେ । ବଡ ପୁଅକୁ ବାହା କଲା ପରେ ଦୀପାଞ୍ଜଳିକୁ ଯେଉଁ ମୋ ବୋହୁ କରିକି ଆଣିଛି । ମୋ ବୋହୁଟି ବହୁତ ଭଲ । ସବୁବେଳେ ମୋର, ଆଉ ପରିବାରର ସମସ୍ତଙ୍କର ଯତ୍ନ ନିଏ । ତାପରେ ଯେଉଁ ସାନ ପୁଅକୁ ବାହା କରେଇ ସାନ ବୋହୁଟେ ଆଣିବି । ତାକୁ ମଧ୍ୟ ଆମେ ଭଲରେ ରଖିବୁ ।

ମୋ ପୁଅ ଓ ବୋହୁ ଯେଉଁ ୟୁଟ୍ଯୁବ ଚାନେଲ ଖୋଲିଛନ୍ତି । ସେମାନେ ପ୍ରଥମେ ସେଥିରେ ଆଗେଇଲେ ତାପରେ ମୁଁ କହିଲା ପରେ ମୁଁ ବି ତାଙ୍କ ସହ ମିଶିକି କାମ କରୁଛି । ତେବେ ଅପର ପକ୍ଷରେ ଦୀପାଞ୍ଜଳି ଭାଉଜ କହିଛନ୍ତି । ମୁଁ ବାହା ହୋଇନଥିବା ବେଳେ ମୋ ମା’ ସବୁବେଳେ ମୋତେ କୁହନ୍ତି । ମା’ ଙ୍କୁ ଯେମିତି ଭଲ ପାଉଛୁ । ବାହା ହେଇସାରିଲା ପରେ ତୋ ଶାଶୁଙ୍କୁ ବି ସେମିତି ଭଲ ପାଇବୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *