ବନ୍ଧୁଗଣ, ସୂଚନା ଅନୁଯାୟୀ ଝିଅ ର ବାପା ଅତି ମର୍ମାହତ ହୋଇ କହିଛନ୍ତି ଯେ ମୋର ଏହା ବ୍ୟାଡ ଲକ ଥିଲା ବୋଧେ ଝିଅ ଜନ୍ମ କରି । ବଡ କଷ୍ଟ ରେ ମୋ ଛୁଆ କୁ ମୁଁ ଏମବିବିଏସ ବନାଇ ଥିଲି । କିନ୍ତୁ ସେ ଗୋଟିଏ ଷଡଯନ୍ତ୍ର ର ଶିକାର ହୋଇଯାଇଅଛି । କାଲି ହଟାତ ଏହି କଥା ଶୁଣିଲି ଏବଂ କାଲିଠାରୁ ବହୁତ ଅଶାନ୍ତି ଚାଲିଛି ଘରେ । ହଟାତ ଶୁଣିବା ପରେ ନିଶ୍ଚିତ ଭାବରେ ମୁଁ ବାପା ହିସାବରେ ନିଜର ପ୍ରତିକ୍ରିୟା ରଖିବୀ ।
କିନ୍ତୁ ପର ମୂହୁର୍ତ୍ତ ରେ ଶାନ୍ତ ହେବା କୁ ପଡିବ । ଏହି ଘଟଣା ଶୁଣିବା ପରେ ମୁଁ ରାତିସାରା କାନ୍ଦିଛି । ମାତ୍ର ଏହା ମୋ ବ୍ୟାଡଲକ ଥିଲା ବୋଧହୁଏ ମୁଁ ଝିଅ ଜନ୍ମ କରି । ମୁଁ ଭାବିଥିଲି ଯେ ମୋର କେହି ପୁଅ ନଥିଲେ ମଧ୍ୟ ମୋ ଦୁଇ ଝିଅ ପିଲର ଅଟନ୍ତି । ସେଥିପାଇଁ ମୋ ଦୁଇ ଝିଅ କୁ ଏମବିବିଏସ କରାଉଥିଲି । ମାତ୍ର ସେ ଯେତେବେଳେ ମତେ ଏହି ଲେବୁଲ ରେ ଛିଡା କରାଇ ଦେଲାଣି ତେବେ ମୁଁ ଆଉ କିଛି ଚାହିଁବିନି ।
ତାକୁ ତାର ନିଷ୍ପତ୍ତି ନେବାର ଅଧିକାର ଅଛି ସେ ନେଉ ତା ନିଷ୍ପତ୍ତି । କାଲି ରାତିରେ ଏହା ଶୁଣିବା ପରେ ମୁଁ ଫ୍ଲାଇଟ ଟିକେଟ କରିଥିଲି । ମାତ୍ର ମୋ ସାନ ଝିଅ କହିଲା ଯେ ପାପା ଆସନି ଦିଦି ମୁଁ ଆସିବୁ । ମାତ୍ର ଝିଅ ମା ଙ୍କୁ ଫୋନ କରି କହିଲା ଯେ ସେ ଜଣେ ସରଦାର କୁ ଭଲ ପାଉଛି ।
ତେବେ ଏହା ନିଶ୍ଚିତ ଭାବରେ ଏକ ଷଡଯନ୍ତ୍ର ହୋଇ ଗୋଟିଏ ପିଲାର କ୍ୟାରିୟର କୁ ଡାମେଜ କରାଯାଉଅଛି । ଥରେ ଏଭଳି ଘଟଣା ହୋଇଥିଲା ଯେ ମୋ ଝିଅ ଆକାଉଣ୍ଟ ରୁ ୨ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଏହାପରେ ଖଣ୍ଡଗିରୀ ଥାନା ରେ ଏତଲା ଦେବା ପରେ ତାଙ୍କୁ ଧରାହୋଇ ପଇସା ଜବତ କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ କିଛି ଅସୁବିଧା ନଥିଲା ।
ମୋ ଝିଅ ମଧ୍ୟ କହିଲା ଯେ ବାପା ମୁଁ PG କରିବା ପରେ ମୋ ବାହାଘର ଭଲ ପିଲା ଦେଖି କରାଇ ଦିଅ । ତେବେ ଏହିଭଳି ସରଦାର ଜଣକ ଝିଅ କୁ ଫସାଇ ଥିବାର କହିଅଛନ୍ତି ଝିଅ ଙ୍କ ବାପା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।