ମିଟର ରିଡିଙ୍ଗ ବେଳେ ଅଧିକ ବିଲ୍ ଆସିବା ହେଲା କାଳ, ଅକାଳରେ ଚାଲିଗଲା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଜୀବନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଇଲେକ୍ଟ୍ରି ବିଲ୍ ଅଧିକ ଆସିବାରୁ ମିଟର ରିଡରଙ୍କୁ ହ-ତ୍ୟା ! ତେବେ ଏପରି କିଛି ବିଭତ୍ସ ହ-ତ୍ୟା ଘଟଣାର ସୂଚନା ସାମ୍ନାକୁ ଆସିଛି । ଯେଉଁଠାରେ କି ତାରାସିଂହ ଥାନା କୁପାଟି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ନାମକ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀର ଜଣେ ଲୋକ ମିଟର ରିଡିଙ୍ଗ ନେବାକୁ ଆସିଥିବା ସମୟରେ ମିଟର ରିଡିଙ୍ଗ ଅଧିକ ଟଙ୍କା ଆସିଥିଲା ।

ତେବେ ଏହାପରେ ଉକ୍ତ ଘରର ଜଣେ ଗୋବିନ୍ଦ ସେଠି ତାଙ୍କ ଉପରେ ରାଗିଜାଇ ତାଙ୍କୁ ହ-ତ୍ୟା କରିଥିଲେ । ମାତ୍ର ଅଳ୍ପ କିଛି ଟଙ୍କା ପାଇଁ ଏଭଳି ଏକ ଅଭାବନୀୟ କାଣ୍ଡ କୁପାଟି ଗ୍ରାମରେ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଅନେକ ଲୋକଙ୍କର ମଧ୍ୟ ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଯାହାଙ୍କୁ ଏଭଳି ଭାବରେ ହ-ତ୍ୟା କରାଯାଇଛି । ସେ ବହୁତ ହିଁ ଜଣେ ଭଲ ଲୋକ ଥିଲେ ।

ଯେହେତୁ ସେ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀ ରୂପରେ କାମ କରୁଥିଲେ । ତେଣୁ ଯେତେବେଳେ ଯାହା ବିଦ୍ୟୁତ କାଟ ହୁଏ ବା ସେହି ଉପରେ ଯାହା ବି କିଛି ହୁଏ । ତାଙ୍କ ଉପରେ ସ୍ଥାନୀୟ ଲୋକ ମାନେ ରାଗି ଇଆଡୁ ସିଆଡୁ କଥା ମଧ୍ୟ କୁହନ୍ତି । ହେଲେ ଏଭଳି କଥା ହ-ତ୍ୟାର ରୂପ ନେବ ବୋଲି କେହି କେବେ ଭାବି ନଥିଲେ । ତେବେ ସକାଳୁ ସକାଳୁ ଏଭଳି ଘଟଣା ସାମ୍ନାକୁ ଆସିଲା ପରେ ଘଟଣାର ଅନୁଧାନ କରିବା ପାଇଁ ପୋଲିସ ମଧ୍ୟ ଘଟଣା ସ୍ତଳରେ ଆସି ପହଞ୍ଚିଛି ।

ହେଲେ ପୋଲିସ ଏହା ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ରଖି ନାହାନ୍ତି । ହେଲେ ବିଦ୍ୟୁତ ବିଭାଗର ଉପୋରୋକ୍ତ ବଡ ବଡ କୌଣସି କର୍ମକର୍ତ୍ତା ମଧ୍ୟ ଘଟଣା ସ୍ତଳରେ ଆସି ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ଯାହାକୁ ନେଇ ଏହି ମାମଲାରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଘଟଣାର ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଅଧିକ କିଛି ଜାଣିବାକୁ ମିଳିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *