ମିଛ କହୁଛି ନାତୁଣୀ…ଅଜା ନୁହେଁ ଆଉ କେହି ନାତୁଣୀକୁ କରିଛି ଗର୍ଭବତୀ…କଣ କହିଲେ ଏହି ଗ୍ରାମବାସୀ, ଦେଖନ୍ତୁ Video

ବନ୍ଧୁଗଣ ଗତ କଛି ଦିନ ତଳେ ଜଣେ ନାବାଳିକା ପୋଲିସ ଷ୍ଟେସନ ଯାଇ ନିଜ ଜେଜ ବିରୋଧରେ ଏକ ସାଂଘାତିକ ଅଭିଯୋଗ କରିଥିଲେ । ନାବାଳିକା ଜଣକ ଅଭିଯୋଗ କରିଥିଲେ କି ତାଙ୍କ 65 ବର୍ଷୀୟ ଜେଜ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ଗର୍ଭବତୀ କରି ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟସ ଅନୁସାରେ ମିଛ କହୁଛି ନାବାଳିକା ଝିଅ ।

କାରଣ ବାସ୍ତବିକ ଯଦି 5 ବର୍ଷୀୟ ଲୋକ ଏହି 15 ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ତେବେ ମେଡିକାଲ ଯିବା କଥା ଏ କଥା କହୁଛନ୍ତି ରାଜୀବ ମଲିକଙ୍କ ଗାଁ ଲୋକ । ଗାଁ ଲୋକଙ୍କ କହିବା ଅନୁଯାଇ, ଯଦି ଜଣେ 70 ବର୍ଷର ଲୋକ 14 ବର୍ଷର ନାବାଳିକାକୁ ବଳତ୍କାର କରେ ତେବେ ଝିଅଟି ସେହି ଦିନ ହିଁ ମେଡିକାଲ ଯିବ । ବଳତ୍କାର କରିବା ପରେ ସେ ଝିଅର ଅବସ୍ଥା ରହିବ ତ ସେ ସେହିଦିନ ହିଁ ମେଡିକାଲ ଯିବା କଥା ।

ତେବେ ଅଭିଯୋଗ କରିଥିବା ଏହି ନାବାଳିକା ପଛରେ ଆଉ କିଏ ରହିଛି ଆଉ ଯିଏ ଜେଜକୁ ଫସେଇବା ପାଇଁ ଚେଷ୍ଟା କରୁଛି । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ନାବାଳିକାଙ୍କ ଜେଜ ତାଙ୍କୁ ଗର୍ଭବତୀ କରିଥିବା ମାମଲାକୁ ନେଇ ଗାଁ ଲୋକ କିଛି ଅଲଗା କଥା କହୁଛନ୍ତି । ଗ୍ରାମବାସୀ ବି କହୁଛନ୍ତି ଏ ଘଟଣାର ଡିଏନଏ ଟେଷ୍ଟ କରାଯାଉ । ଆଉ ଅନ୍ୟ ପଟେ ରାଜୀବ ମଲିକ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି ।

ଶୁଣା ଯାଉଛି ଯେ, ତାଙ୍କୁ ବାଡିଆ ପିଟା ବି କରାଯାଇଛି ଏବଂ ଯେଉଁ ଦିନ ଅଭିଯୋଗ କରଯାଇଥିଲା ତା ପୂର୍ବ ଦିନରୁ ସେ ନିଖୋଜ ଅଛନ୍ତି । ତେବେ ବାସ୍ତବିକ ଏହି ବ୍ୟକ୍ତିଙ୍କ ମୁଣ୍ଡରେ କେହି ଅଠା ବୋଳି ଦେଉଛି କି ବାସ୍ତବିକ ଏହି ନାବାଳିକା ପେଟ ରେ ବଢୁଥିବା ଛୁଆଟି କାହାର ଅଟେ । ଏନେଇ ମେଡିକାଲ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜୀବ ମଲିକଙ୍କ ଝିଅ ।

ତେବେ ରାଜୀବଙ୍କ ଝିଅ ମିଠା ମଲିକ ମଧ୍ୟ କହୁଛନ୍ତି ତାଙ୍କ ବାପା ନିର୍ଦ୍ଦୋଷ ଅଛନ୍ତି । ଯଦି ମେଡିକାଲ ଟେଷ୍ଟରେ ସତ ଆସେ ତା ହେଲେ ଯାହା ବି ଦଣ୍ଡ ଦେବେ ସେମାନେ ମୁଣ୍ଡ ପାତି ସହିଯିବେ । କିନ୍ତୁ ଯେତେ ପର୍ଯ୍ୟନ୍ତ ଦୋଷ ସାବସ୍ଥ୍ୟ ହୋଇ ନାହିଁ ସେ ପର୍ଯ୍ୟନ୍ତ ତାଙ୍କୁ କେହି ବଦନାମ ନ କରନ୍ତୁ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *