ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ କିଛି ରହସ୍ୟ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ମେଷ ରାଶିର ଲୋକ ଭୟ, ଆତ୍ମବିଶ୍ୱାସ, ସ୍ୱାଧୀନ ଏବଂ ଉତ୍ସାହରେ ପରିପୂର୍ଣ୍ଣ । ଏହି ଚାରୋଟି ଶବ୍ଦ ସେମାନଙ୍କର ପ୍ରକୃତି କୁ ପ୍ରତିଫଳିତ କରେ । ତା’ପରେ, ବନ୍ଧୁତା ହେଉ କିମ୍ବା ପ୍ରେମ, ପ୍ରତ୍ୟେକ ଚାରୋଟି ଶବ୍ଦରେ, ସେମାନଙ୍କର ସମ୍ପର୍କ ମିଶ୍ରିତ ହୁଏ ।
ଯଦି ସେମାନେ ଭଲ ପାଇବେ ତେବେ ପୂର୍ଣ୍ଣ ବିଶ୍ୱାସ ଏବଂ ଉତ୍ସାହ ସହିତ । ତେବେ ଏହି ରାଶିର ବ୍ୟକ୍ତି ମାନଂକ ରୋଗ ହେଉଛି ଉଦର୍ ରୋଗ ,ଜ୍ଵର ହେବା , କଫ ,ଦୁର୍ଘଟଣା ,ଉଚ୍ଚ ସ୍ଥାନ ରୁ ପଡ଼ିବ ଇତ୍ୟାଦି । ଏହି ବ୍ୟକ୍ତିଙ୍କ ସମ୍ପର୍କ କୁ ବହୁତ ଗୁରୁତ୍ବ ଦେଇ ଥାଆନ୍ତି । ଯେଉଁ ସଂପର୍କ ରେ ସେ ଯୋଡ଼ି ହୁଅନ୍ତି ସେ ଚେଷ୍ଟା କରନ୍ତି ସେ ସଂପର୍କ କୁ ବଜାଏ ରଖିବା ପାଇଁ,ଏମାନେ ନିଜର ପ୍ରେମ କୁ ଶିବ ପାଇଁ ବଡ଼ ବଡ଼ ପରୀକ୍ଷା ସାମ୍ନା କରି ଥାଆନ୍ତି ।
ଯଦି ଏହି ରାଶି ର ବ୍ୟକ୍ତି ମାନଙ୍କ କଥା କେହି ଶୁଣନ୍ତି ନାହିଁ, ଏମାନଙ୍କୁ ଖରାପ ଲାଗିଥାଏ ଏବଂ ନିରାଶ ମଧ୍ୟ ହୋଇଯାଆନ୍ତି । ଏହି ରାଶି ର ବ୍ୟକ୍ତି ଯଦି କୌଣସି କାମ ଆରମ୍ଭ କରିଥାଆନ୍ତି ତାକୁ ଶେଷ ନକରିବା ଯାଏ ଶାନ୍ତି ରେ ବସନ୍ତି ନାହିଁ, ଅର୍ଥାତ ଏମାନେ ଯୋଉ କାମ ଆରମ୍ଭ କରିଥାନ୍ତି ତାକୁ ଶେଷ କରି କି ହିଁ ରହିଥାନ୍ତି ।
ତେବେ ପାଠ ପଢା ପାଇଁ ସେମାନେ ନିଜ ଭବିଷ୍ୟତ କୁ ନେଇ ବହୁତ ସଚେତନ ମଧ୍ୟ ହୋଇଥାନ୍ତି । ଜିବନରେ ବହୁତ ସଂଘର୍ଷ ହେଲେ ମଧ୍ୟ ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାନ୍ତି । ଏହି ବ୍ୟକ୍ତି ବହୁତ ଆଟ୍ରାକ୍ଟିଭ ହୋଇଥାନ୍ତି । ଆଉ ସର୍ବଦା ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପଲଟିଥାନ୍ତି । ଏ ମାନଙ୍କର ଶରୀର ଗଠନ ଏପରି ହୋଇଥାଏ ଯେ,ଯେ କୌଣସି ବ୍ୟକ୍ତି ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏମାନଙ୍କୁ ପ୍ରତ୍ୟେକ ଜିନିଷ ଡେରି ରେ ଧୀରେ ଧୀରେ ମିଳିଥାଏ କିନ୍ତୁ ଏ ମାନଙ୍କୁ ଯଦି ସଫଳତା ମିଳେ, ତେବେ ଏମାନେ ସଫଳତାର ଶୀର୍ଷ ରେ ପହଞ୍ଚି ଯାଆନ୍ତି ।
ଏହି ବ୍ୟକ୍ତି ମାନଂକ ପ୍ରେମ ସମ୍ବନ୍ଧିତ ସ୍ଵଭାବ କିପରି ହୋଇଥାଏ ,ଏହିଁ ରାଶିର ବ୍ୟକ୍ତି ମାନେ ପ୍ରେମ କୁ ବହୁତ ଗୁରୁତ୍ବ ଦେଇଥାନ୍ତି ହେଲେ ଏମାନେ ମଧ୍ୟ ଅଧିକ ରୋମାଣ୍ଟିକ । ଏମାନେ ସର୍ବଦା ସୁନ୍ଦରତା କୁ ପସନ୍ଦ କରିଥାଆନ୍ତି ଏବଂ ନିଜେ ମଧ୍ୟ ଏହି ଶ୍ରେଣୀ ରେ ଆସନ୍ତି । ପ୍ରେମ ସମ୍ଭନ୍ଦ ରେ ବହୁତ ଲକି ହୋଇଥାନ୍ତି । କାରଣ, ଏମାନେ ଯେତିକି ଜଣଙ୍କୁ ପ୍ରେମ କରିଥାନ୍ତି ତା ଠାରୁ ଅଧିକ ଭଲ ପାଇବା ପାଇଥାନ୍ତି ।
ତେବେ ସାଧାରଣତଃ ମେଷ ରାଶି କୁ ତିନି ଭାଗ ରେ ବିଭକ୍ତ କରା ଜାଇଥାଏ ୧/୧ ଅଶ୍ୱନୀ ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦେବଗଣ ଏମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ଅଟନ୍ତି । ଏମାନେ ଅଲ୍ପ ଆହାର ଅତ୍ୟନ୍ତ ପଣ୍ଡିତ ଧାର୍ମିକ ଏବଂ ନିୟମ ର ବଶବର୍ତି ହୋଇ ସବୁ କାମ କରିଥାନ୍ତି । ୨/୧ ଦ୍ୱଜା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ମାନବ ଗଣ ଏମାନେ ରାଜଶ୍ୱୀକ ଭକ୍ତି ରେ ପ୍ରିୟ ହୋଇଥାନ୍ତି ।
ଏମାନେ ମାନୀ ଧାର୍ମିକ ,ବିସ୍ତୃତ ନାମା , ଲକ୍ଷ୍ୟ ଭେଦା ଏବଂ ପୋଡଶୀ ଙ୍କର ପ୍ରିୟ ହୋଇଥାନ୍ତି , ସେହି ପରି ୩/୧ କୃତିକା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦାନବ ଗଣ ଏମାନେ ନାନାଦି ଦେବତା ରେ ଭକ୍ତି ରଖନ୍ତି , ଉନ୍ମଦୋ , ବାହାନ ପ୍ରିୟ , ଖରାପ ଲୋକ ଙ୍କ ସହିତ ସଂଙ୍ଗତ ଏମାନଙ୍କର ଅଭ୍ୟାସ ଅଟେ ।
ତେବେ ଆପଣଙ୍କ ପାଇଁ ରତ୍ନ ହେଉଛି ପ୍ରବଳ ଓ ଧାତୁ ହେଉଛି ତାମ୍ର, ପ୍ରକାନ୍ତରେ ଦେବତା ଧୂମାବତୀ । ଅବତାର ନୃସିଂହ ଅବତାର । ଶୁଭ ବର୍ଣ୍ଣ ହେଉଛି ଲାଲ ରଙ୍ଗ । ଆପଣଙ୍କ ପାଇଁ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଗଣେଶ ଏବଂ ଭଗବାନ ହନୁମାନ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।