ମଦ ଛାଡିବାର ସବୁଠୁ ସହଜ ଘରୋଇ ଉପାୟ, କେତେବି ପୁରୁଣା ମଦୁଆ ହୋଇଥାଉ ନା କାହିଁକି ?

ବନ୍ଧୁଗଣ ଏହି ଦୁନିଆର ଅନେକ ଲୋକ ମଦ୍ୟପାନ କରୁଛନ୍ତି । ଅନେକ ଲୋକ ଖୁସିରେ ପିଇଥାନ୍ତି ଆଉ କେତେକ ଲୋକ ପ୍ରତିଦିନ ପିଇ ପିଇ ଅଭ୍ୟାସରେ ପଡିଗଲେଣି । ଯଦି ଆପଣ ମଦ ଛାଡିବାକୁ ଚାହୁଁ ଛନ୍ତି ତା ହେଲେ ଆଜିର ଏହି ହୋମ ରେମେଡିଟି ଆପଣ ମାନଙ୍କୁ ବହୁତ ସାହାର୍ଯ୍ୟ କରିବ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରି ଆପଣ ମଦ ପିଇବା ଅଭ୍ୟାସକୁ ଦୂର କରିପାରିବେ ।

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକଙ୍କୁ ମଦ୍ୟପାନ କରିବା ଉଚିତ ନୁହେଁ ଯଦି ଆପଣ ମଦ୍ୟପାନ କରିବେ ତା ହେଲେ ମୃତ୍ୟୁ ସୁନିଶ୍ଚିତ ଅଟେ । ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ବିଷୟରେ । ଏହି ରେମେଡି ପାଇଁ ଆମକୁ ସର୍ବ ପ୍ରଥମେ ସୁଣ୍ଠି ପାଉଡରର ଆବଶ୍ୟକତା ପଡିବ । ଆପଣ ମାନେ ଶୁଖିଲା ଅଦା ତଥା ସୁଣ୍ଠି ନେଇ ଆସନ୍ତୁ ଓ ତାକୁ ଗ୍ରାଇଣ୍ଡିଙ୍ଗ କରି ପାଉଡର କରନ୍ତୁ ।

ମଦର ଅଧିକ ସେବନ କରିବା ଦ୍ଵାରା ଶରୀରରେ ସଲଫର ମାତ୍ରା କମିଯାଇଥାଏ ଓ ଏହାକୁ ସୁଣ୍ଠି ପାଉଡର ପୂରଣ କରିବ । ଆମ ଦ୍ଵିତୀୟ ସାମଗ୍ରୀ ଦରକାର ଜୁଆଣୀ । ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ଚୁଲାରେ ବଶାନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏହା ପରେ ଆପଣ ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ଓ ଏକ ଚାମଚ ଜୁଆଣୀ ପକାନ୍ତୁ ।

ଆପଣ ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ନ ହୋଇଯିବ । ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ଓ ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ପାଣି ଅଳ୍ପ ଥଣ୍ଡା ହେବା ପରେ ଏହାକୁ ଛାଣି ଦିଅନ୍ତୁ । ଆପଣ ଏହି ରେମେଡିକୁ ସକାଳେ ଥରେ ବନାନ୍ତୁ ସକାଳେ ବନେଇ ଥିବା ରେମେଡିକୁ ଆପଣ ସନ୍ଧ୍ୟାବେଳେ ସେବନ କରନ୍ତୁ ।

ଆଉ ରାତିରେ ଏହି ରେମେଡି ପୁଣି ବନାନ୍ତୁ ରାତିରେ ବନେଇ ଥିବା ରେମେଡିକୁ ଆପଣ ସକାଳେ ସେବନ କରନ୍ତୁ । ଏହିପରି କିଛି ଦିନ ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣ ମଦ ଛାଡି ଦେବେ ଆଉ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ମେଣ୍ଟେନ କରିପାରିବେ । ତା ହେଲେ ବନ୍ଧୁଗଣ ଏହି ରେମେଡିଟି ଶୀଘ୍ର ବନାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ,

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *