‘ମୋ ଦଶ ପୁରୁଷ ଖାଇଲେ ବି ସମ୍ପତ୍ତି ସରିବନି, ଆଣ୍ଟି ତମ ଝିଅକୁ ବାହାହେବି… କହି ମୋ ଝିଅକୁ ପ୍ରେଗନାଣ୍ଟ କରିଦେଲା’ ଦେଖନ୍ତୁ Video

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଜଣେ ମା ଏକ ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ଅଭିଯୋଗ ରଖି କହିଛନ୍ତି-‘ମୋ ନାଁ ମୋହିନୀ ମୋ ଝିଅ ନାଁ କେ.ଦୀପିକା ଆଗେ ଆମେ ଅନୁଗୁଳରେ ରହୁଥିଲୁ । ସେ ପିଲା ଅନୁଗୁଳରେ ରହି ମୋ ଝିଅକୁ ଭଲ ପାଇଲା ମୁଁ ମନା କରିଲି ତୁ ଗୋଟେ ବଡ ଘରର ପୁଅ ଆମେ ଗୋଟେ ଛୋଟ ଘରର ପୁଅ ତୁ ମୋ ଝିଅକୁ ଭଲ ପାନା ।

ହେଲେ ସେ ପୁଅ କହିଥିଲା ମୁଁ ତମ ଝିଅକୁ ଭଲ ପାଇବି ତାକୁ ବାହା ହେବି ସେ ପୁଅର ନାଁ ହେଉଛି କେ.ଦିନେଶ କୁମାର । ସେ କହିଲା ମୋର 10 ପୁରୁଷ ଖାଇଲେ ବି ମୋର ସମ୍ପତି ସରିବ ନାହିଁ ଆଉ ତମେ ଆଣ୍ଟି ତମ ଝିଅ ବଡ ଘରର ବୋହୁ ହେଇ ଖୁସିରେ ରହିଲେ ତମର ଇଛା ନାହିଁ କି । ସେ ମୋ ଝିଅକୁ ଇଆଡେ ସିଆଡେ ନେଇକି ମୋ ଝିଅକୁ ପ୍ରେଗନେଣ୍ଟ କରିଦେଇଛି ।

ମୋ ଝିଅ ଗୋଟେ ଦୋକାନ କରିଛି ସେ ଆସି ମୋ ଝିଅ ଦୋକାନରେ ଗୋଣ୍ଡୋଗଳ କରି ଭାଙ୍ଗି ଦେଇଛି । ତା ପରେ ମୋ ଝିଅ ତାର ମାଆ ପାଖକୁ ଗଲା ତା ମା କହିଲା ଆମର ତୋ ସହ କିଛି ସମ୍ପର୍କ ନାହିଁ । ଏହା ପରେ ଝିଅ ଯାଇ ସେ ମହିଳା ପୋଲିସ ଷ୍ଟେସନରେ କେସ ଦେଲା ମହିଳା ପୋଲିସ ଷ୍ଟେସନରେ କହିଲେ ଆମର ଏଠି କିଛି ନାହିଁ ଆପଣ ଟାଉନ ଥାନାରେ କେସ ଦିଅନ୍ତୁ ।

ଟାଉନ ଥାନାରେ କେସ ଦିଆ ହେଇଛି । ତା ପରେ ପୁଅ କହିଲା ଯଦି ମୋ ମା-ବାପା ରାଜି ହେବେ ତା ହେଲେ ମୁଁ ଝିଅ ସହ ବାହା ହେବି । ଏବେ ସେ ପୁଅର ବାପା ଆଉ ଗୋଟେ ଝିଅ ସହ ପୁଅର ବାହାଘର କରେଇବା ପାଇଁ ଚାହୁଁଛି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *