IND vs ENG: ସେମିଫାଇନାଲ ମ୍ଯାଚ ହାରିବା ପରେ Pandya ଙ୍କୁ କୁଣ୍ଢେଇ କାନ୍ଦି ପକେଇଲେ Virat Kohli

ବନ୍ଧୁଗଣ, ସୂଚନା ଅନୁଯାୟୀ ହାରିବା ପରେ କାନ୍ଦି ପକାଇଲେ ଭାରତୀୟ ଖେଳାଳୀ । ଆଇସିସି ଇଭେଣ୍ଟ ରେ ଭାରତୀୟ ଟିମ କୁ ପୁଣିଥରେ ନିରାଶା ମିଳିଛି । ଇଂଲଣ୍ଡ ଟିମ କୁ ଭାରତୀୟ ଟିମ ଜିତିବା ନିମନ୍ତେ 169 ରନର ଟାର୍ଗେଟ ଦିଆଯାଇଥିଲା । ଯାହା ଇଂଲଣ୍ଡ ଟିମ କୁ କୌଣସି ମାତ୍ରାରେ ଅସୁବିଧା ହୋଇ ନଥିଲା । ଇଂଲଣ୍ଡ ଟିମ ବହୁତ ସହଜରେ ସେମିଫାଇନାଲ କୁ ଜିତି ଫାଇନାଲ ରେ ପ୍ରବେଶ ହୋଇସାରିଛି ।

ଆଉ ଏକ ଆଇସିସି ର ନକଆଉଟ ମ୍ୟାଚରେ ଭାରତୀୟ ଟିମ କୁ ନିରାଶା ମିଳିଛି । ଏହି ମ୍ୟାଚରେ ମଧ୍ୟ ଟିମ ବହୁତ ଖରାପ କ୍ରିକେଟ ଖେଳିଲେ । ସେମାନେ କେବଳ ମ୍ୟାଚ ହାରି ନାହାନ୍ତି ବରଂ କରୋଡ ଭାରତୀୟ ପ୍ରଶଂସକ ଙ୍କ ହୃଦୟ ଭାଙ୍ଗି ଦେଇଛି । ହାରିବା ପରେ ସମସ୍ତ ଖେଳାଳୀ ବହୁତ ଇମୋସନାଲ ଥିବାର ନଜର ଆସିଲେ । ବିରାଟ କୋହଲୀ ଏବଂ ହାର୍ଦ୍ଧିକ ପାଣ୍ଡିଆ ଅତ୍ୟଧିକ ନିରାଶା ଥିଲେ ।

ବର୍ତ୍ତମାନ ମହେନ୍ଦ୍ର ସିଂହ ଧ୍ଵନୀ ସଂପୂର୍ଣ୍ଣ କ୍ରିକେଟ ଟିମ କୁ ଏଥି ନିମନ୍ତେ ଦାୟୀ ବୋଲି କହିଛନ୍ତି । କାରଣ ରୋହିତ ଶର୍ମା କ୍ୟାପଟେନ ହୋଇ ସଂପୂର୍ଣ୍ଣ ଟୁର୍ନାମେଣ୍ଟ ରେ ଉତ୍ତମ ପ୍ରଦର୍ଶନ ଦେଖାଇବାରେ ଅସମର୍ଥ ହୋଇଛନ୍ତି । ସେମିଫାଇନାଲ ଖେଳିବାକୁ ଆସିଥିବା ଭାରତୀୟ ଦଳ ବୋଧ ହୁଏ ଭୁଲିଯାଇଥିଲା ଏହା ସେମିଫାଇନାଲ ଅଟେ ।

ଭଲ ପ୍ରଦର୍ଶନ ଦେଖାଇବାକୁ ହେବ । ମାତ୍ର ସେ ସବୁ କୁ ଭୁଲି ମନଇଛା ଖେଳ ଖେଳିଥିଲେ । ଏବଂ ସବୁଠାରୁ ବଡ କଥା ହେଉଛି ଯେ କାହା ସହିତ କାହାର ତାଳମେଳ ଦେଖିବାକୁ ମିଳି ନଥିଲା । କେବଳ ବିରାଟ କୋହଲୀ ଏବଂ ହାର୍ଦ୍ଧିକ ପଣ୍ଡିଆ ଙ୍କ ରନ ସଂପୂର୍ଣ୍ଣ ମ୍ୟାଚରେ ଦେଖିବାକୁ ମିଳିଥିଲା । କିନ୍ତୁ ସେମାନେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ ରହିନଥିଲେ ।

ଏହା ଅତ୍ୟନ୍ତ ନିରାଶା ଜନକ ମ୍ୟାଚ ଥିଲା କରୋଡ କରୋଡ ପ୍ରଶଂସକ ଙ୍କ ହୃଦକୁ କୁ ବିଶେଷ ଭାବରେ ଆଘାତ ଲାଗିଛି । ଭାରତୀୟ ଟିମ ବୋଧ ହୁଏ ଭୁଲି ଯାଇଥିଲା ଯେ ସେମାନେ ବିଶ୍ଵକପ ର ସେମିଫାଇନାଲ ଖେଳିବାକୁ ଆସିଛନ୍ତି । ନଚେତ ଏଭଳି ଆଦୌ ହୋଇନଥାନ୍ତା । ଏହି ମ୍ୟାଚ କୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷତା ପ୍ରକାଶ ପାଇଛି । ତେବେ ବନ୍ଧୁଗଣ ଆପଣଙ୍କ ମତରେ ଭାରତୀୟ ଟିମ ର ହାର ର କାରଣ କ’ଣ ଥିଲା ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *