ନମସ୍କାର ବନ୍ଧୁଗଣ ତେବେ ନିକଟରେ ଭୁବନେଶ୍ୱରର ପ୍ରେମ କାହାଣୀ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ । ତେବେ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲା । ଏହି ଘଟଣା ବାହାରକୁ ଆସିବା ପରେ ଏହା ଉପରେ ଅନେକ ଲୋକ ଅନେକ କଥା କହି ଥିଲେ । ଏହା ବ୍ୟତୀତ ଭିନ୍ନ ଭିନ୍ନ ଲୋକ ଏହା ଉପରେ ଭିନ୍ନ ଭିନ୍ନ କଥା ମଧ୍ୟ କହି ଥିଲେ । ତେବେ ଏହି ଘଟଣା ଉପରେ ସଙ୍ଗେ ସଙ୍ଗେ ଗୀତ ମଧ୍ୟ ବାହାରି ଯାଇ ଥିଲା ।
ଯାହା ଅନେକ ଭାବରେ ଚର୍ଚ୍ଚିତ ହୋଇ ଯାଇ ଥିଲା । ତେବେ ଏହି ଘଟଣା ଉପରେ ସେ ନିଜର ମତ ରଖି ଥିଲେ । ତେବେ ଏହି ଘଟଣାରେ ଟୁଙ୍ଗୁରୁ ଭୋଳ କହି ଥିଲେ କି ସେ ବର୍ତ୍ତମାନ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇଛନ୍ତି । ତାଙ୍କୁ ଓଡ଼ିଶାରେ ସମସ୍ତେ ଭଲ ଭାବରେ ଜାଣି ସାରିଲେଣି ଯାହା ଫଳରେ ସେ ବହୁତ ଅଧିକ ପ୍ରସିଦ୍ଧ ମଧ୍ୟ ହୋଇ ଯାଇଛନ୍ତି ।
ତେବେ ଏହି ଘଟଣାରେ ତାଙ୍କୁ ଅନେକ ଲୋକ ଅନେକ ପ୍ରଶଂସା ମଧ୍ୟ କରି ଥିଲେ ତେବେ ଏହି ଘଟଣାରେ ବର୍ତ୍ତମାନ ତାଙ୍କ ନାମରେ ଗୀତ ବାହାରିବା ପରେ ସେ ବହୁତ ପପୁଲାର ହୋଇ ଯାଇଛନ୍ତି ବୋଲି କହି ଥିଲେ । ତେବେ ଏହାକୁ ନେଇ ମଧ୍ୟ ସେ ଖୁସି ଥିବା ଜଣା ପଡି ଥିଲା । ଏହା ବ୍ୟତୀତ ସେ କହି ଥିଲେ କି ଏହି ଘଟଣାରେ ତାଙ୍କୁ ଅନେକ ଲୋକ ବର୍ତ୍ତମାନ ତାଙ୍କ ପାଖକୁ ଆସିବା ସହିତ ତାଙ୍କ ସହିତ ଫଟୋ ମଧ୍ୟ ଉଠାଉଛନ୍ତି ।
ତେବେ ସେ ଏହାକୁ ନେଇ ଖୁସି ଥିବା ଦେଖିବାକୁ ମିଳି ଥିଲା । ତେବେ ତାଙ୍କର କହିବା ଅନୁସାରେ ତାଙ୍କର ପରିବାର ଲୋକ ଏହାକୁ ନେଇ ମଧ୍ୟ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ତେବେ ଏହା ପରେ ମଧ୍ୟ ସେ କହି ଥିଲେ କି ସେ ଏତେ ଲୋକଙ୍କ ପାଖରେ ପରିଚିତ ହୋଇ ଯାଇଛନ୍ତି ଏହା ତାଙ୍କୁ ବହୁତ ଖୁସି ଦେଉଚି କିନ୍ତୁ ପୁଅ ମାନଙ୍କୁ ସେ ସତର୍କ ହୋଇ ରହିବା ପାଇଁ ମଧ୍ୟ କହି ଥିଲେ । ସେ କହି ଥିଲେ କି ଅନେକ ପୁଅ ଏପରି ଭାବରେ ଫସି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଏହି କାରଣ ପାଇଁ ସତର୍କ ରହିବା ପାଇଁ ସେ କହିଥିଲେ । ଯେପରିକି ସେମାନଙ୍କ ଜୀବନରେ କୌଣସି ଅସୁବିଧା ଏପରି ଭାବରେ ନ ଆସି ଯାଏ ସେହି କାରଣ ପାଇଁ ସେ ସତର୍କ ହେବା ପାଇଁ କହି ଥିଲେ । ଏହା ବ୍ୟତୀତ ସେ କହି ଥିଲେ କି ଅନେକ ମହିଳା ମାନେ ମଧ୍ୟ ଏପରି ଭାବରେ କମ ବୟସର ପିଲା ମାନଙ୍କୁ ଫସାଈ ଦେଉଛନ୍ତି ।
ମାତ୍ର ଏପରି ନ କରିବା ପାଇଁ ମଧ୍ୟ ସେ ସମସ୍ତଙ୍କ ପାଖରେ ଅନୁରୋଧ କରି ଥିଲେ । ତେବେ ସେ କହିଥିଲେ କି ତାଙ୍କର ବର୍ତ୍ତମାନ ଏକ ମିୟୁଜିକ ଭିଡିଓ ସୁଟିଂ ହେବ ସେଥିରେ ସେ ଅଭିନୟ କରିବେ । ତେବେ ଏଥର ଟୁଙ୍ଗୁରୁ ଭୋଳ ଖେଳ କରିବ ମାର୍କେଟ ଘାଣ୍ଟିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।