ନିଜ ବାହାଘରକୁ ନେଇ କଣ କହିଲେ ଅଟୋ ଡ୍ରାଇଭର Tunguru Bhola ? କଣ ହେବ ଟୁଙ୍ଗୁର-ବର୍ଷା ଲଭ ଷ୍ଟୋରୀ ଦି ଏଣ୍ଡ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଘଟଣା ହେଉଛି ବିବାହିତା ମହିଳା ଏବଂ ଟୁଙ୍ଗୁରୁ ଭୋଳଙ୍କ କାହାଣୀ । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏହି ଘଟଣାର । ଜଣେ ବିବାହିତା ମହିଳା ତାଙ୍କର ଆଉ ତାଙ୍କ ସ୍ବାମୀଙ୍କର ଇଜ୍ଜତ ମହତ ଭୁଲି ଏଭଳି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସେ ନିଜ ସ୍ଵାମୀଙ୍କ କଥା ଭୁଲି ଯାଇ ଜଣେ ଯୁବକଙ୍କ ପ୍ରେମରେ ପଡିଛନ୍ତି । ଆଉ ସେ ଜିଦ୍ ଧରି ବସିଛନ୍ତି କି ମୁଁ ସେହି ଯୁବକକୁ ବିବାହ କରିବି ।

ଆଉ ଏହି ସମ୍ପର୍କରେ ସେହି ବିବାହିତା ଟୁଙ୍ଗୁରୁ ଭୋଳ କହିଛନ୍ତି, ମୁଁ ଅଟୋ ଚଲାଏ । ତେବେ ପ୍ରଥମେ ଆମର ଏମ୍ସ ହସ୍ପିଟାଲରେ ଦେଖା ହେଲା । ଏମ୍ସ ହସ୍ପିଟାଲରେ ମୋତେ ସେ କହିଲେ ଭଡ଼ା ନିଅ ଆଉ ମୋତେ ଛାଡ଼ିଦିଅ । ମୋ ଦେହ ଅସୁସ୍ଥ ଅଛି ବୋଲି ସେ ମୋତେ କହିଲେ । ଆଉ ନେବା ଆଣିବା ପାଇଁ ମୋ ଫୋନ ନମ୍ୱର ମାଗିକି ନେଲେ । ଆଉ ମୋତେ ଫୋନ୍ କରନ୍ତି ନେବା ଆଣିବା କରିବାକୁ ।

ତାପରେ ମୁଁ ତାଙ୍କୁ ଛାଡ଼ିବାକୁ ତାଙ୍କ ଘରକୁ ବି ଯାଏ । ଆଉ ସେ ମୋତେ ଘରକୁ ଡାକିଲେ ଆଉ ଖାଇବାକୁ ବି ଦେଲେ । ଆଉ କହିଲେ ଆମେ ଗୋଟେ ଶେଲ୍ଫି ଉଠାଇବା । ମୁଁ କହିଲି ମୋର କିଛି ଅସୁବିଧା ହେବନି କି ସେ କହିଲା ନାଁ ନାଁ କିଛି ଅସୁବିଧା ହେବନି । ତେବେ ତାପରେ ସେ ମୋତେ କୋର୍ଟ ମ୍ୟାରେଜ୍ କରିବାକୁ ବାଧ୍ୟ କରିଲା । ମୁଁ କହିଲି ତମର ପୁଅ ଦୁଇଟି ଅଛି, ଆଉ ଶାଶୁ ଶଶୁର ଘର ମୁଁ ତୁମକୁ ବାହା ହେଇ ପାରିବିନି ।

ମୁଁ ନାହିଁ କରିବାରୁ ସେ ଭରତପୁର ଥାନାରେ ମୋ ନାଁରେ କେସ ଦେଲା । କେସ କରିବା ପରେ ମୁଁ ପୋଲିସ ଥାନା ଗଲି ଆଉ ଦୁଇଦିନ ଥାନାରେ ରହିଲି । ଆଉ ପୋଲିସ ମୋତେ କମ୍ପ୍ରମାଇଜ କରିବା ପାଇଁ ଡାକିଲେ । ଆଉ କହିଲେ ନହେଲେ କୋର୍ଟ ମ୍ୟାରେଜ କରିଦେବି । ସେ ଝିଅ ନା ସେଥିପାଇଁ ତା କଥା ସମସ୍ତେ ଶୁଣୁଛନ୍ତି । ଆଜିର ଦୁନିଆରେ ଝିଅଙ୍କର ଏମିତି ତ ପାୱାର ଚାଲିଛି ।

ତେବେ ଟୁଙ୍ଗୁରୁ ମଧ୍ୟ ବର୍ଷାଙ୍କ ଠାରୁ ବହୁତ ସାନ । ତାଙ୍କୁ ମାତ୍ର ୨୧ ବର୍ଷ । ପୁଅ ବୟସର ପିଲାକୁ ବର୍ଷା ବାହା ହେବାକୁ ଜିଦ୍ ଧରିଥିଲେ । ଏକଥା ଟୁଙ୍ଗୁରୁ ନିଜେ କହିଛନ୍ତି । ଟୁଙ୍ଗୁରୁଙ୍କୁ ଘରକୁ ଡାକି ବର୍ଷା ଏକ ପ୍ରକାର ବନ୍ଦୀ ବନେଇ ଦେଇଥିଲେ । ତାଙ୍କ ଘରେ ଆଠଦିନ କାଳ ଟୁଙ୍ଗୁରୁଙ୍କୁ ରଖିଥିଲେ । ଗାମୁଛା ପିନ୍ଧେଇକି ରଖିଥିଲେ ଯେମିତି ଟୁଙ୍ଗୁରୁ କୁଆଡେ ଯାଇ ନ ପାରନ୍ତି ।
ତେବେ ଶେଷରେ ଟୁଙ୍ଗୁରୁ ସୁଯୋଗ ଦେଖି ଫେରାର ହୋଇ ଯାଇଥିଲେ ।

ଯାହାପରେ ଟୁଙ୍ଗୁରୁଙ୍କୁ ଖୋଜି ବର୍ଷା ତାଙ୍କ ଗାଁ ଏବଂ ଟୁଙ୍ଗୁରୁ ଭୁବନେଶ୍ବରରେ ରହୁଥିବା ତାଙ୍କ ଘରେ ଯାଇ ପାଟିତୁଣ୍ଡ କରିଥିଲେ ଓ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ । ଟୁଙ୍ଗୁରୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ବର୍ଷା ଏସବୁ କରିଥିବା କହିଛନ୍ତି ଟୁଙ୍ଗୁରୁ ଭୋଳ । ବର୍ଷାଙ୍କୁ ସିନ୍ଦୂର ଦେବା ଓ ଶାରୀରିକ ସମ୍ପର୍କ ରଖିବା କଥା ମଧ୍ୟ ମିଥ୍ୟା ବୋଲି କହିଛନ୍ତି ଟୁଙ୍ଗୁରୁ । ତେବେ ସେ କହିଛନ୍ତି ମୋ ବାପା ମାଆ ଯେଉଁଠି ଠିକ କରିବି ସେଇଠି ବାହାହେବି ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *