ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବର୍ଷା ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଏବଂ ସୁନ୍ଦରତା ସାରା ଓଡିଶାବାସୀଙ୍କୁ ବହୁତ ପସନ୍ଦ ଲାଗେ । ତେବେ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ବନ୍ଧୁଗଣ ଏବେ ବର୍ଷା ଓଡିଆ ଇଣ୍ଡଷ୍ଟ୍ରିରେ ଆଉ କାମ କରୁ ନାହାନ୍ତି ସେ ଏବେ ରାଜନୀତି ଆଡକୁ ମନ ବଳେଇ ଛନ୍ତି । ସବୁବେଳେ ନିଜ ପାରିବାରିକ ବିବାଦ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବେ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ବନ୍ଧୁଗଣ ଏବେ ବର୍ଷାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଗତ କିଛି ବର୍ଷ ତଳେ ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସହ ପ୍ରେମ ବିବାହ କରିଥିଲେ । ଉଭୟ କିଛି ବର୍ଷ ଅତି ଖୁସିରେ ରହିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଥିଲା ।
ଉଭୟଙ୍କ ମଧ୍ୟରେ କଳହ ଏତେ ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁ ଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମାମଲା ପାରିବାରିକ ଅଦାଲତରେ ଚାଲିଛି ହେଲେ କୌଣସି ସମାଧାନ ହୋଇ ପାରି ନାହିଁ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ବର୍ଷା ଏବେ ଅନୁଭବ ବା ନିଜ ଶାଶୁ ଘରେ ରହୁ ନାହାନ୍ତି । ଅନୁଭବ ଆଉ ବର୍ଷା ଏବେ ଅଲଗା ରହୁଛନ୍ତି ।
ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର୍ଷା ନିଜ ମାଆଙ୍କ ସହ ନଜର ଆସୁଛନ୍ତି । ଏହି ଭିଡିଓରେ ବର୍ଷା ନିଜ ମାଆଙ୍କ ସହ ଗାଁରେ ରହୁଥିବାର ନଜର ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।