ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତୟଆକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବନ୍ଧୁଗଣ ମାନସ ହତୟଆକାଣ୍ଡର ଗୁମର ଖୋଲିଛନ୍ତି ରଞ୍ଜନ ନାୟକ । ଚାନ୍ଦବାଲି ପଳାଶପୁରରୁ ମାନସ ସ୍ଵାଇଁଙ୍କୁ କାରରେ ଉଠେଇ ଥିଲେ ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ କାରରେ ଥିଲେ । ଏହା ପରେ ମାନସଙ୍କୁ ନେଇ ଆଶ୍ରମ ଯାଇଥିଲେ ଓ ଆଶ୍ରମରେ ମାନସଙ୍କୁ ବହୁତ ମାଡ ମାରିଥିଲେ । ଏହା ପରେ ମାନସଙ୍କ ମୃତ ଶରୀରକୁ ନୟାଗଡ ନେଇଥିଲେ । ମାନସ ମୃତ ଦେହଙ୍କୁ ଶର୍ମୀଷ୍ଠାଙ୍କ କାରରେ ନେଇଥିଲେ ଅଭିଯୁକ୍ତ ମାନେ ।
ନୟାଗଡରେ ମୃତ ଶରୀରକୁ ଫିଙ୍ଗି ଦେଇ ଚଣ୍ଡିଗଡ ଫେରିଥିଲେ । ଚଣ୍ଡିଗଡରୁ ଦୁଇ କିଲୋମିଟର ପୂର୍ବରୁ ମୋବାଇଲ, ଇୟର ଫୋନ ଓ ଚପଲକୁ ପୋଡି ନଷ୍ଟ କରିଦେଇଥିଲେ । ବନ୍ଧୁଗଣ ଆଶ୍ରମରେ ମାନସଙ୍କୁ ମାଡ ମାରିବା ବେଳେ ନିରଞ୍ଜନ ସେଠି ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ମାନସଙ୍କୁ ମାଡ ମାରିଥିଲେ । ନିଜ ଅପରାଧକୁ ସ୍ଵୀକାର କରିସାରିଛନ୍ତି ରଞ୍ଜନ ନାୟକ ।
ବନ୍ଧୁଗଣ ମାନସଙ୍କୁ ଅଭିଯୁକ୍ତ ମାନେ ପୋତି ଦେଇଥିଲେ । ତେବେ ବର୍ତ୍ତମାନ ପୋଡି ଯାଇଥିବା କିଛି ଜିନିଷ ମିଳିଛି ଓ ଯେଉଁ କୋଦାଳରେ ସେମାନେ ଗାତ ଖୋଲିଥିଲେ ମାନସଙ୍କୁ ପୋତିବା ପାଇଁ ସେହି କୋଦାଳ ମଧ୍ୟ ମିଳିଯାଇଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନେ ଏବେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି । ମାନସ ସ୍ଵାଇଁ ହତୟଆର ସତ ବାହାର କରୁଛି କ୍ରାଇମବ୍ରାଞ୍ଚ । ଆଜି ଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠାଙ୍କ ସମେତ 4 ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ନିରଞ୍ଜନ ସେଠି ମଧ୍ୟ ଅଛନ୍ତି ।
ବନ୍ଧୁଗଣ ଏହି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପରେ ନିରଞ୍ଜନ ସେଠିଙ୍କର କଳା କାର୍ଣ୍ଣମା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ରଞ୍ଜନ ନାୟକ ତଦନ୍ତକାରୀ ଟିମ ଆଗରେ ସବୁ ସତ ମାନି ସାରିଛନ୍ତି କାରଣ ତାଙ୍କ ପାଖରେ ବଞ୍ଚିବାର ଆଉ କୌଣସି ରାସ୍ତା ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।