ସତ ହେଲା ମାଳିକା ବଚନ, ମାଡି ଆସୁଛି ମହାବିପଦ, ମହାପ୍ରଭୁ ଦେଲେ ସଂକେତ….ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସତ ହେବାକୁ ଯାଉଛି ମାଳିକା ବଚନ, ମାଡି ଆସୁଛି ମହାବିପଦ ।

ମହାବିପଦ ପୂର୍ବରୁ ଆସିଛି ସଂକେତ । ସତ ହେବ କି ଅଚ୍ୟୁତାନନ୍ଦଙ୍କ ଗୋଟି ଗୋଟି ବାଣୀ । ନୀଳଚକ୍ର ଉପରେ ଉଡିଲେ ଶହ ଶହ ଚିଲ ମହାପ୍ରଭୁଙ୍କର ଥିଲା କି ଏହା ଗୋଟିଏ ସଂକେତ । ହଁ ଆଜ୍ଞା ଆସୁଛି ମହା ବିପଦ ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡିଲେ ଚିଲ ଯାହାକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ । ଅଦିନିଆ ଚିଲ ଉଡିବା ଦେଖି ଲୋକ ଭୟବିତ ହୋଇଛନ୍ତି ।

ମହାପ୍ରଭୁଙ୍କର ଏ କି ସଂକେତ ଏହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଘେରା ମାରି ଉଡୁଥିଲେ ଶହ ଶହ ଚିଲ । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଶ୍ରୀମନ୍ଦିର ଉପରେ ଉଡୁ ଛନ୍ତି ଚିଲ ମାନେ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା ଅଶୁଭ ସଂକେତ ଅଟେ । ଏହି କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚରେ ପାଣି ପଶିଥିଲା ଆଉ ପାଣିର ଲହଡି ଭାଙ୍ଗି ଥିଲା ବାଇଶି ପାହାଚରେ ।

ଆଉ ଏହାକୁ ଦେଖି ଭୟବିତ ହୋଇଯାଇଥିଲେ ଶ୍ରୀମନ୍ଦିର ବାସୀ । ଆଉ ଏବେ ଶ୍ରୀମନ୍ଦିରରେ ଚିଲ ଉଡିବା ଘଟଣାକୁ ନେଇ ଭୟବିତ ଅଛନ୍ତି ଓଡିଶା ବାସୀ । ଏବେ ଯେ ଏମିତି କେଉଁ ବିପଦ ଆସିବ ତାହା କାହାକୁ ଜଣା ନାହିଁ । ତେବେ ଯେତେ ବଡ ବିପଦ ଆସୁ ନା କାହିଁକି ସବୁଥିରୁ ମହାପ୍ରଭୁ ଉଦ୍ଧାର କରିବେ ବୋଲି ଲୋକଙ୍କର ବିଶ୍ଵାସ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *