ମାଆଙ୍କ ସହ ପୁଅ ଓ ବାପାଙ୍କ ସହ ଝିଅର ଚେହେରା ଏକା ଭଳି ହେବାର ଅର୍ଥ କଣ ହୋଇଥାଏ ? Samudrika shastra

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ହିନ୍ଦୁ ଧର୍ମ ଗ୍ରନ୍ଥ ଅଟେ । ସାମୁଦ୍ରିକ ଶାସ୍ତ୍ରରେ ପୁରୁଷ ଓ ମହିଳାଙ୍କର ଅଙ୍ଗର ଗଠନକୁ ନେଇ ଅନେକ କିଛି ବାକ୍ଷା କରାଯାଇଛି । ଯେଉଁଥିରୁ ପୁରୁଷ ହେଉ ଅବା ମହିଳା ତାଙ୍କର ବ୍ୟବହାର, ସ୍ଵଭାବ ଓ ଚରିତ୍ର ବିଷୟରେ ଜାଣି ହୋଇଥାଏ । ତେବେ ଯେଉଁ ଝିଅର ଚେହେରା ତାହାର ବାପା ଓ ଯେଉଁ ପୁଅର ଚେହେରା ତାହାର ମା’ ଙ୍କ ଚେହେରାର ସହ ମିଶିଠାଏ । ତେବେ ଏପରି ହେବାର ଅର୍ଥ କଣ ହୋଇଥାଏ ?

1- ଯେଉଁ ପୁରୁଷଙ୍କ ମୁଣ୍ଡ ସାଧାରଣ ବଡ ଓ ଚଉଡା କମ ହୋଇଥାଏ । ଏହି ଲୋକମାନେ ନିଜ ଜୀବନରେ ଅନେକ କିଛି ସୁବିଧା ପ୍ରାପ୍ତ କରିପାରିଥାନ୍ତି । 2- ଯେଉଁ ବ୍ୟକ୍ତିର ମୁଣ୍ଡ ଆକାରରେ ମଧ୍ୟମ ଧରଣର ହୋଇଥାଏ । ଏହି ଲୋକମାନେ ଆର୍ଥିକ କ୍ଷେତ୍ରର ଜୀବନରେ ବହୁତ ଉନ୍ନତ କରିଥାନ୍ତି ।

3- ଯେଉଁ ବ୍ୟକ୍ତି ପୁରୁଷ ହେଉ ଅବା ମହିଳାର ଚେହେରା ଅଣ୍ଡାକାର ଆକୃତିର ହୋଇଥାଏ । ସେପରି ବ୍ୟକ୍ତି ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଭାବନାତ୍ମକ ହେବା ସହ ବହୁତ ସହନଶୀଳ ମଧ୍ୟ ହୋଇଥାନ୍ତି । ଏପରି ଲୋକଙ୍କୁ କଥା କଥାରେ ବହୁତ ରାଗ ଆସିଯାଇଥାଏ । ହେଲେ ଏମାନେ ନିଜର କଠିନ ପରିଶ୍ରମ ଦ୍ଵାରା ଜୀବନରେ ମାନ ସମ୍ମାନ ହାସିଲ କରିପାରିଥାନ୍ତି ।

4- ଯେଉଁ ମାନଙ୍କର ଚେହେରା ଗୋଲ ହୋଇଥାଏ । ଏମାନେ ବୁଦ୍ଧିମାନ ସ୍ଵଭାବର ମଧ୍ୟ ଅଟନ୍ତି । ଏପରି ଚେହେରା ଥିବା ମହିଳା ମାନେ ନିଜର କମ ଅନ୍ୟ ଦ୍ଵାରା କିପରି କରିହେବ । ସେହି କଥା ତାଙ୍କୁ ବହୁତ ଭଲ ଭାବେ ଜଣାଥାଏ । ଏମାନଙ୍କ ପାଖରେ ନେତୃତ୍ଵ ନେବାର ଭଲ ଦକ୍ଷତା ରହିଥାଏ ।

5- ତେବେ ଯଦି ପିଲା ମାନଙ୍କର ଚେହେରା ତାଙ୍କ ବାପା, ମା’ ଙ୍କ ଚେହେରା ସହ ମିଶିଥାଏ । ତେବେ ଏହାର ଅର୍ଥ କଣ ହୋଇଥାଏ । ଯେଉଁ ପୁରୁଷର ମୁହଁ ମାଆଙ୍କ ଚେହେରା ସହ ମିଶିଯାଇଥାଏ । ଏହି ପୁରୁଷ ମାନଙ୍କର ଆୟୁଷ ଲମ୍ବା ହୋଇଥାଏ । ଏହି ପୁରୁଷ ମାନେ ସୁଖ ଓ ଐଶ୍ଚର୍ଜ୍ୟ ଜୀବନରେ ଭୋଗ କରିଥାନ୍ତି । ନିଜ ପରିବାରର ମାନ ସମ୍ମାନ ବଢାଇଥାଏ ।

6- ଯେଉଁ ଝିଅଙ୍କର ଚେହେରା ବାପାଙ୍କ ମୁହଁ ସହ ସମାନ ହୋଇଥାଏ । ସେହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ଝିଅ ହୋଇଥାନ୍ତି । ଏହି ନାରୀ ମାନେ ଯାହାଙ୍କ ଘରକୁ ବାହା ହେଇଯାଇଥାନ୍ତି । ସେହି ଘରର ଉନ୍ନତି ହୋଇଥାଏ । ଏପରି ନାରୀ ମାନେ ବୁଦ୍ଧିମତୀ, ଯତ୍ନବାନ ଓ ପରିବାରକୁ ସ୍ନେହର ଡୋରୀରେ ବାନ୍ଧିରଖିପାରିଥାନ୍ତି । ଏମାନେ ଅନ୍ୟର ମାନରେ କେବେ ଦୁଃଖ ଦେବା କଥା ସ୍ଵପ୍ନରେ ବି ଭାବିନଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *