ଏଭଳି ନାମ କେହି ମଧ୍ୟ ନିଜ ପିଲାଙ୍କର ରଖନ୍ତି ନାହିଁ, ନଚେତ ହୋଇଥାଏ ଏପରି କିଛି…

ପିଲା ଜନ୍ମ ହେବା ପରେ ବାପା, ମାଆ ତଥା ପୁରା ପରିବାର ପିଲାଟିର ଏକ ଭଲ ନାମ ରଖିଥାନ୍ତି । ଅନେକ ଲୋକ ଅନେକ ପ୍ରକାର ନାମ ମଧ୍ୟରୁ ନିଜ ପିଲା ପାଇଁ ସେଥିମଧ୍ୟରୁ କୌଣସି ଏକ ଭଲ ନାମ ରଖିଥାନ୍ତି । ତେବେ ଅନେକ ଲୋକ ନିଜ ପିଲାଙ୍କର ପୌରାଣିକ ନାମ ରଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ସେଥିପାଇଁ ରାମ, ସୀତା, ଅର୍ଜୁନ, କୃଷ୍ଣ ଏହିଭଳି ଅନେକ ପୌରାଣିକ ନାମ ନିଜ ପିଲାଙ୍କର ଦେଇଥାନ୍ତି ।

ହେଲେ ପୁରାଣ ଗ୍ରନ୍ଥ ମାନଙ୍କର କିଛି ଚରିତ୍ର ଏପରି ମଧ୍ୟ ଥାଏ । ଯେଉଁ ସବୁ ଚରିତ୍ରର ନାମକୁ ନିଜ ପିଲାର ନାମ ଦେବାକୁ ଲୋକେ ଇଛା କରିନଥାନ୍ତି । ଯେପରି ଏକ ନାମ ହେଉଛି ବିଭୀଷଣ । ବିଭୀଷଣ ଏକ ଏପରି ଚରିତ୍ର । ଯାହାଙ୍କୁ କେବେ ମଧ୍ୟ କ୍ରୋଦ୍ଧ ଆସିନଥାଏ । ହେଲେ ମଧ୍ୟ ବିଭୀଷଣକୁ ଘରର ବିଧି ବୋଲି କୁହାଯାଇଥାଏ । ଯେଉଁ କାରଣରୁ ଏହି ନାମ ପିଲାଙ୍କର ରଖାଯାଇନଥାଏ ।

ଦ୍ରୌପଦୀ- ଦ୍ରୌପଦୀ ରାଜକୁମାରୀ ହେଲେ ମଧ୍ୟ ତାଙ୍କୁ ପାଞ୍ଚ ପାଣ୍ଡବ ସହ ବିବାହ କରିବାକୁ ପଡିଥିଲା । ତେଣୁ ଏହି ନାମକୁ କୌଣସି ଲୋକ ନିଜ ପିଲାଙ୍କର ନାମ ରଖିବାକୁ ପସନ୍ଦ କରନ୍ତି ନାହିଁ । ମନ୍ଦୋଦରୀ;- ଗ୍ରନ୍ଥର ଅନୁଯାଇ ମନ୍ଦୋଦରୀ ଜଣେ ଅତି ବୁଦ୍ଧିମନ୍ତ, ଦୟାଳୁ ଓ ଗୁଣବନ୍ତ ସ୍ତ୍ରୀ ଥିଲେ । ହେଲେ ମନ୍ଦୋଦରୀ ରାବଣର ସ୍ତ୍ରୀ ହେବା କାରଣରୁ କୌଣସି ଲୋକ ନିଜ ଝିଅର ନାମ ମନ୍ଦୋଦରୀ ରଖନ୍ତି ନାହିଁ ।

ସୁଗ୍ରୀବ;- ସୁଗ୍ରୀବ ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ ଥିଲେ । ହେଲେ ସେ ନିଜ ଭାଇ ସହ ଲଢିକି ରାଜ୍ୟ ହାସିଲ କରିଥିଲେ । ଏହାଛଡା ଭଗବାନ ରାମଙ୍କ ଦ୍ଵାରା ତାହାର ମୃତ୍ୟୁ ମଧ୍ୟ କରାଯାଇଥିଲା । ତେଣୁ ଏହି ନାମକୁ ମଧ୍ୟ ଲୋକେ ନିଜର ପିଲାଙ୍କର ନାମ ଭାବେ ରଖିବାକୁ ପସନ୍ଦ କରନ୍ତି ନାହିଁ ।

ଅଶ୍ଵଥାମା;- ଅଶ୍ଵଥାମା ଜଣେ ବାହାଦୁର ଯୋଦ୍ଧା ଥିଲେ । ହେଲେ ସେ ଜୀବନ ସାରା ଖରାପ କାର୍ଯ୍ୟରେ ଲିପ୍ତ ଥିଲେ । ଯେଉଁ କାରଣରୁ ଭଗବାନ କୃଷ୍ଣ ତାଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ । ତେଣୁ ଯେଉଁ କାରଣରୁ କେହି ଲୋକ ଏହି ନାମକୁ ପିଲାର ନାମ ଭାବେ ରଖନ୍ତି ନାହିଁ ।

ଗାନ୍ଧାରୀ;- ଗାନ୍ଧାରୀ ବୁଦ୍ଧିମତୀ ଓ ଶକ୍ତିଶାଳୀ ମହିଳା ଥିଲେ । ହେଲେ କୌରବ ବଂଶରେ ବିବାହ କରିବା ପରେ ତାଙ୍କୁ ଦୁଃଖର ସାମ୍ନା କରିବାକୁ ପଡିଥିଲା । ତାପରେ ତାଙ୍କର ଗୋଟି ଗୋଟି କରି ସବୁ ପୁତ୍ରର ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ସେଥିପାଇଁ ଲୋକମାନେ ଗାନ୍ଧାରୀ ନାମ କେବେବି ରଖନ୍ତି ନାହିଁ । ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *