ବହୁତ ଶସ୍ତା ହୋଇଗଲା ବିମାନ ଯାତ୍ରା.. ମାତ୍ର ୧୦୦ ଟଙ୍କା ଦେଇ ଆପଣ ବି କରିପାରିବେ ବିମାନ ଯାତ୍ରା…

ବହୁତ ଶସ୍ତା ହୋଇଗଲା ବିମାନ ଯାତ୍ରା ! ମାତ୍ର 100 ଟଙ୍କାରେ କରିପାରିବେ ଉଡାଣ ! ହଁ ଆଜ୍ଞା ଅନେକ ଲୋକଙ୍କର ବିମାନରେ ଯାତ୍ରା କରିବା ଏକ ସ୍ଵପ୍ନ ଥାଏ । ହେଲେ ସେହି ସ୍ଵପ୍ନ ଅନେକଙ୍କର କେବଳ ସ୍ଵପ୍ନ ହୋଇ ହିଁ ରହିଜାଇଥାଏ । ହେଲେ ସେହି ବିମାନ ଯାତ୍ରା ଆଉ ଆପଣଙ୍କର ସ୍ଵପ୍ନ ହୋଇ ରହିବ ନାହିଁ । ଯେ କୌଣସି ଲୋକ ଚାହିଁଲେ ବିମାନ ଦ୍ଵାରା ନିଜର ଗନ୍ତବ୍ୟସ୍ତଳକୁ ଯାତ୍ରା କରିପାରିବେ । ବିମାନରେ ଯାତ୍ରା କରିବା ଏବେ ବହୁତ ଶସ୍ତା ହୋଇଯାଇଛି ।

ତେବେ ବିମାନର ଟିକେଟର ମୂଲ୍ୟ ମାତ୍ର 100 ଟଙ୍କା ଏହି କଥା ଯିଏ ବି ଶୁଣିବ ସେ ହୁଏତ ବିଶ୍ବାସ ନକରିପାରେ । ଏୟାରଲାଇନ୍ସ ଏୟାରର ଏଭଳି କିଛି ସୂଚନା ଦେଇଛି । ତେବେ ଏହି ଏୟାରଲାଇନ୍ସର ବିମାନ ଟିକେଟ ବହୁ ଶସ୍ତା ମୂଲ୍ୟରେ ବିଭିନ୍ନ ୱେବସାଇଟରେ ଉପଲବ୍ଧ ହେଉଛି । ଯେଉଁ ଟିକେଟର ମୂଲ୍ୟ ସବୁ ମାତ୍ର 100 ଟଙ୍କା ଠାରୁ ଆରମ୍ଭ ହେଉଛି । ଏଥିପାଇଁ ମାସକ ପୂର୍ବରୁ ମଧ୍ୟ ବୁକିଙ୍ଗ କରିବାକୁ ପଡିବ ନାହିଁ ।

ତେବେ ଯାତ୍ରା କରିବାର ଦିନେ କି 2 ଦିନ ପୂର୍ବରୁ ଟିକେଟକୁ ଯାତ୍ରୀ ବୁକିଙ୍ଗ କରିପାରିବେ । ତେବେ ଶିଲଙ୍ଗରୁ ଗୌହାଟୀକୁ ଯାତ୍ରା କରିବା ପାଇଁ ଟିକେଟର ମୂଲ୍ୟ ରହିଛି ମାତ୍ର 100 ଟଙ୍କା । ଏହି ସହର ମଧ୍ୟରେ ଦୂରତା ପାଖାପାଖି ହେଉଛି 90 କିଲୋମିଟର । ତେବେ ଏହି 2 ସହର ମଧ୍ୟରେ ବିମାନର ପ୍ରକୃତ ମୂଲ୍ୟ ରହିଛି 400 ଟଙ୍କା । ହେଲେ ଏଥିରେ ଏବେ 300 ଟଙ୍କା ଡିସକାଉଣ୍ଟ କରି ଦିଆଯାଉଛି ।

ତେଣୁ ଏହି ଯାତ୍ରା ପାଇଁ ମାତ୍ର 100 ତାଙ୍କ ଖର୍ଚ କରି ବହୁତ ସୁବିଧା, ସହଜ ଓ ଆରାମରେ ବିମାନ ଯୋଗେ ଯାତ୍ରା କରିପାରିବେ। ତେବେ ଯେଉଁ ଲୋକଙ୍କ ପାଇଁ ବିମାନ ଯାତ୍ରା ସ୍ଵପ୍ନ ହୋଇ ରହିଯାଇଥିଲା । ସେମାନେ ଏୟାରଲାଇନ୍ସର ସୂଚନା ଅନୁଯାଇ କେଉଁ ସ୍ଥାନକୁ କେତେ ଟଙ୍କା ଜାଣି ବହୁତ କମ ମୂଲ୍ୟରେ ଆରାମଦାୟକ ଭାବେ ଯାତ୍ରା କରିପାରିବେ । ତାହା ପୁଣି ବହୁତ ଶସ୍ତା ମୂଲ୍ୟରେ ଏହି ବିମାନ ଯାତ୍ରା କରିବାର ସୁଯୋଗ ଯାତ୍ରୀ ମାନଙ୍କୁ ଦିଆଯାଇଛି । ତେବେ ଏହା ଶୁଣି ଅବାକ ଲାଗୁଥିଲେ ବି ଏହା ସତ ଅଟେ । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *