ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
୧. ସାନ୍ତା ଭଗବାନଙ୍କୁ ବହୁତ କଠୋର ତପସ୍ୟା କରୁଥିଲା, ଭଗବାନ ପ୍ରସନ୍ନ ହୋଇ ସାନ୍ତା ପାଖକୁ ଆସିଲେ ।
ଭଗବାନ- ପୁଅ ତମକୁ କଣ ବର ଦରକାର କୁହ ?
ସାନ୍ତା- ସିଷ୍ଟମରେ ଚାଲନ୍ତୁ ପ୍ରଭୁ… ପ୍ରଥମେ ତପସ୍ୟାକୁ ଭଙ୍ଗ କରିବା ପାଇଁ ଅପସରା ମାନେ ଆସନ୍ତି ସେମାନେ କୁଆଡେ ଗଲେ ପ୍ରଭୁ ?
୨. ମଣିଷ ଯେତେ ପାଠ ପଢିଥିଲେ ମଧ୍ୟ ଅଫିସର କବାଟରେ ଲେଖା ହୋଇଥିବା
PUSH ବା PULLକୁ ପଢି ସବୁବେଳେ ଭାବିଥାଏ, କବାଟକୁ ଠେଲା ଯିବ ନା ଟଣା ଯିବ ।
୩. ଶିକ୍ଷକ- ହୋମୱାର୍କ କାହିଁକି କରିନ ସାନ୍ତା ?
ସାନ୍ତା- ସାର ଲାଇନ ନଥିଲା ଘରେ ।
ଶିକ୍ଷକ- ତା ହେଲେ ମହମବତୀ ଜଳାଇ ଦେଇଥାନ୍ତୁ ।
ସାନ୍ତା- ସାର ମାର୍ଚିସ ନଥିଲା ।
ଶିକ୍ଷକ- କାହିଁକି ନଥିଲା ମାଚିସ ?
ସାନ୍ତା- ସାର ପୂଜା ଘରେ ଥିଲା ମାଚିସ ।
ଶିକ୍ଷକ- ତା ହେଲେ ସେଠାରୁ ନେଇ ଆସିଥାନ୍ତୁ ।
ସାନ୍ତା- ସାର ମୁ ଗାଧେଇ ନଥିଲି ।
ଶିକ୍ଷକ- କାହିଁକି ଗାଧେଇ ନଥିଲୁ ?
ସାନ୍ତା- ସାର ପାଣି ନଥିଲା ।
ଶିକ୍ଷକ- ପାଣି କାହିଁକି ନଥିଲା ?
ସାନ୍ତା- ସାର ମୋଟର ଚାଲୁ ନଥିଲା ।
ଶିକ୍ଷକ- ମୋଟର କାହିଁକି ଚାଲୁ ନଥିଲା ?
ସାନ୍ତା- ଆରେ ମୂର୍ଖ କହି ତ ଥିଲି ଲାଇନ ନଥିଲା ମୋଟର କେମିତି ଚାଲିବ ।
୪. ଝିଅ- ମୁ ତୁମ ପ୍ରେମରେ ଲୁଟିଗଲି, ବରବାଦ ହେଇଗଲି ଓ ବଦନାମ ମଧ୍ୟ ହୋଇଗଲି ।
ପପୁ- ଆରେ ମୁ କଣ ତୁମ ପ୍ରେମରେ କଲେକ୍ଟର ହେଇଯାଇଛି, ମୁ ବି ତ ପକୁଡି ବିକୁଛି ନା
୫. ସାନ୍ତାର ଝଗଡା ପଡୋଶୀ ଭାଉଜଙ୍କ ସହ ହୋଇଗଲା, ପଡୋଶୀ ଭାଉଜ କହିଲେ ଦମ ଅଛି ଯଦି ଏକା ଆସି ଦେଖା, ତାପରେ ଦେଖିବୁ ।
ସେବେ ଠାରୁ ସାନ୍ତାର ମନ ଠିକ ଲାଗୁନି, ସାନ୍ତା ଭାବୁଛି ସେଇଟା ଧମକ ଥିଲା ନା ଅଫର ।
୬. ବିବାହର ପ୍ରଥମ ରାତିରେ ସ୍ତ୍ରୀ ସ୍ଵାମୀ ପାଖକୁ ଯାଇ ନିଜ ବ୍ଳାଉଜକୁ ଖୋଲିଦେଲା ।
ସ୍ଵାମୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଓ କହିଲା- ଆରେ ତମେ ଆସୁ ଆସୁ କଣ ବ୍ଳାଉଜ ଖୋଲି ଦେଲ ?
ସ୍ତ୍ରୀ(ଲାଜରେ)-ତମ ଭାଉଜ କହିଥିଲେ, ନିଜ ସ୍ଵାମୀକୁ ଜଲ୍ଦି ଯାଇ ଦୁଗ୍ଧ ପିଆଇ ଦେବ ।
୭. ଗୋଟିଏ ଲୋକ ବାବା ଜୀଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା
ଓ ଚାକରାଣୀକୁ ବାହା ହେଇଗଲା
ସମ୍ପର୍କୀୟ ମାନେ ପଚାରିଲେ ତୁ ଏମିତି କାହିଁକି କଲୁ ?
ଲୋକଟି ଜବାବ ଦେଲା, ବାବା ଜି କହିଛନ୍ତି କି ମାୟା
କୁ ଛାଡିଦିଅ ଓ ଶାନ୍ତି ସହିତ ରୁହ !!
ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ