ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ହସେଇ ହସେଇ ବେଦମ କଲେ ପଶ୍ଚିମ ଓଡ଼ିଶାର କମେଡି ଷ୍ଟାର ଯୋଗେଶ (Jojo), ଦେଖନ୍ତୁ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କମେଡିଆନ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କମେଡିଆନ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଯୋଗେଶ ଜୋଜୋ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଯୋଗେଶ ଜୋଜୋଙ୍କ ଜବରଦସ୍ତ ଅଭିନୟ ତ ବେସ ଭଲ ଭାବରେ ଦେଖିଥିବେ । ଯୋଗେଶ ଅନେକ ଓଡିଆ ଫିଲ୍ମରେ ନିଜର ଜବରଦସ୍ତ କମେଡି ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ଫିଲ୍ମ ଓ ନିଜ ପର୍ଶନାଲ ଲାଇଫ ପାଇଁ ଜୋଜୋ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ବନ୍ଧୁଗଣ ଯୋଗେଶଙ୍କ ପ୍ରକୃତ ନାମ ହେଉଛି ଯୋଗେଶ ଓବର । ତାଙ୍କୁ ଏବେ 28 ବର୍ଷ ହେଇଛି । ଯୋଗେଶ ନିଜ ପାଠ ପଢା ଶେଷ କରିବା ପରେ ଯୋଗେଶ ମାତ୍ର 3000 ଟଙ୍କାରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ଏହା ପରେ ପିଲା ଦିନରୁ ଅଭିନୟରେ ରୁଚି ରଖିଥିବା ଯୋଗେଶ ତାଙ୍କ ଗାଁର ଏକ ଆକଟିଂ ଆକାଡେମିରେ ଶିକ୍ଷାଲାଭ କରି ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।

ସେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଲା ପରେ ଅନେକ ବଡ ବଡ କଳାକାରଙ୍କ ସହ ଅଭିନୟ କରି ଓଡିଶାବାସୀଙ୍କ ମନ କିଣି ପାରିଥିଲେ । ଏମିତିରେ ଯୋଗେଶ ନିଜ କମେଡି ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ଯୋଗେଶ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଯୋଗେଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହେଉଥିବା ଭିଡିଓରେ ଯୋଗେଶ ଯାତ୍ରା ସ୍ଟେଜରେ ନଜର ଆସିଛନ୍ତି । ଯୋଗେଶ ଯାତ୍ରା ସ୍ଟେଜରେ ଆସି ଏଭଳି କମେଡି କରିଛନ୍ତି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ଯାତ୍ରା ସ୍ଟେଜରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି ଯୋଜୋ ଯାହା ଆପଣ ଏହି ଭିଡିଓରେ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯୋଗେଶ ଯୋଜୋଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *