ବନ୍ଧୁଗଣ, ଆପଣ ମାନେ ସମସ୍ତେ ଏହା ନିଶ୍ଚିତ ଭାବରେ ଜାଣିଥିବେ ଯେ ଗତ ୧୧ ତାରିଖ ଦିନ ଓଡିଆ ସିରିୟଲ ଦୁନିଆରା ଲୋକପ୍ରିୟା ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କର ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଯାଇଛି । ଲିପ୍ସା ମିଶ୍ର ତାଙ୍କ ବୟଫ୍ରେଣ୍ଡ ଆକାଶ କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଆକାଶ ଏବଂ ଲିପ୍ସା ଙ୍କ ନିର୍ବନ୍ଧ ଭୁବନେଶ୍ବରରେ ଶେଷ ହୋଇଯାଇଛି । ଏହି ନିର୍ବନ୍ଧ ଉତ୍ସବରେ ଓଡିଆ ସିରିୟଲ ଏବଂ ଫିଲ୍ମୀ ଦୁନିଆର ଅନେକ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେବା ସହିତ ଉଭୟ ଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
ଲିପ୍ସା ୫ ରୁ ଅଧିକ ଓଡିଆ ଚଳଚିତ୍ର ରେ ଅଭିନୟ କରିବା ସହିତ ୧୦ ରୁ ଅଧିକ ଓଡିଆ ଚଳଚିତ୍ର ରେ ଅଭିନୟ କରି ସାରିଛନ୍ତି । ତାଙ୍କ ଅଭିନୟ କୁ ଦେଖିବା ନିମନ୍ତେ ଦର୍ଶକେ ବେସ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଲିପ୍ସା ଜାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ହେଉଛନ୍ତି ଜଣେ କାର ବିଜନେସ ମ୍ୟାନ । ତେବେ ଲିପ୍ସା ଙ୍କ ହାତରେ ଲାଗି ଯାଇଛି ମେହେନ୍ଦି ଏବଂ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦୁଇ ପ୍ରେମୀ ଯୁଗଳ ।
ଉଭୟ ବେସ ଖୁସି ଥିବାର ନଜର ଆସିଥିଲେ । ଲିପ୍ସା ମିଶ୍ର ଅନେକ ଦିନ ରିଲେସନସିପ ରେ ରହିବା ପରେ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ପରିବାର ଲୋକେ ଏହି ନିସ୍ପତି ଙ୍କୁ ନେଇ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଲିପ୍ସା ମେହେନ୍ଦି ଲଗାଇଥିବାର ଫଟୋ ସୋ-ସି-ଆ-ଲ ମି-ଡି-ଆ ରେ ଛାଡିଛନ୍ତି ।
ଏହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଆଗ୍ରହ ର ସହିତ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଆପଣ ମାନେ ସମସ୍ତେ ସିରିୟଲ ସମସ୍ତେ ଲିପ୍ସା ଙ୍କୁ ଦମଦାର ଅଭିନୟ କରିଥିବାର ଦେଖିଥିବେ । ତେବେ ତାଙ୍କ ଅଭିନୟ କୁ ବହୁତ ଜଣ ଭଲପାଇଆସିଛନ୍ତି । ବର୍ତ୍ତମାନ ତାଙ୍କ ବିବାହ ଖବର ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଭାବରେ ବ୍ୟାପିବାକୁ ଲାଗିଛି ।
ତେବେ ଆଗାମୀ ଜୀବନରେ ଉଭୟ ଭଲରେ ଖୁସିରେ ଘର ସଂସାର କରନ୍ତୁ ବୋଲି ସମସ୍ତେ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । ନିର୍ବନ୍ଧ ସମୟରେ ଉଭୟଙ୍କ ଖୁସିର ସୀମା ନଥିଲା । ଉଭୟଙ୍କ ମଧ୍ୟରେ ଏଭଳି ଭାବରେ ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।