ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକ ବରେନ ଟ୍ୟୁମର ଭଳି ଘାତକ ରୋଗର ସମ୍ମୁଖୀନ ହୋଇଥାନ୍ତି । ଏହା ହେଉଛି ଏକ ଏଭଳି ରୋଗ ଯେଉଁଥିରେ ବଞ୍ଚିବା ମୁସ୍କିଲ ହୋଇଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବରେନ ଟ୍ୟୁମର ହେବାର କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମସ୍ତିକ ଭିତରେ କେତେକ କୋଷ ଅଛି ବା ଯାହାକୁ ବ୍ରେନ ବୋଲି କୁହନ୍ତି ସେହି ବ୍ରେନରେ ଯଦି କୌଣସି ଆବନର୍ମାଲ ଗ୍ରୋଥ ହେବ ତା ହେଲେ ତାକୁ ବରେନ ଟ୍ୟୁମର ବୋଲି କୁହାଯାଏ ।
ବ୍ରେନ ଟ୍ୟୁମର ଦୁଇ ପ୍ରକାରର ଗୋଟେ ହେଉଛି ସାଧା ବ୍ରେନ ଟ୍ୟୁମର ଆଉ ଗୋଟେ ହେଉଛି କ୍ୟାନ୍ସର ବ୍ରେନ ଟ୍ୟୁମର । ଅଧିକାଂଶ ଲୋକ ଭାବନ୍ତି ବ୍ରେନ ଟ୍ୟୁମର ମାନେ କ୍ୟାନ୍ସର ହେଲେ ଏମିତି ହୋଇ ନଥାଏ ଏମିତି ଅନେକ ଟ୍ୟୁମର ଥାଏ ଯାହା କ୍ୟାନ୍ସର ନଥାଏ । ବ୍ରେନ ଟ୍ୟୁମର ହେବାର ମୁଖ୍ୟ ଲକ୍ଷଣ ହେଉଛି ହେଡେକ ।
ବହୁତ ଲୋକଙ୍କର ହେଡେକ ହୋଇଥାଏ ସେମାନେ ଭାବନ୍ତି ଭବିଷ୍ୟତରେ ସେମାନଙ୍କର ବ୍ରେନ ଟ୍ୟୁମର ହୋଇପାରେ ହେଲେ ଏମିତି ନଥାଏ । ଯେଉଁ ମାନଙ୍କର ବ୍ରେନ ଟ୍ୟୁମର ହୁଏ ସେମାନଙ୍କର ହେଡେକ ହେବା ସହ ବାନ୍ତି ମଧ୍ୟ ହୋଇଥାଏ । ପ୍ରଥମେ ମୁଣ୍ଡ ବହୁତ ଜୋର ସେ ପିନ୍ଧିବ ଆଉ ତା ପରେ ଆପଣଙ୍କର ବାନ୍ତି ହେବ ।
ଏହା ପରେ ହେଡେକ କମିଯିବ । ବନ୍ଧୁଗଣ ଯଦି ଆପଣଙ୍କର ହେଡେକ ଆଉ ବାନ୍ତି ଏକା ସହ ହେଉଛି ତା ହେଲେ ଆପଣଙ୍କୁ ଭୟ କରିବା ଉଚିତ । ଆଉ ଜଡିତ କେବଳ ହେଡେକ ହେଉଛି ତା ହେଲେ ଡରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ରାତିରେ ଶୋଇବା ବେଳେ ଯଦି ଅଧା ରାତିରେ ହେଡେକ ହେବ ତା ହେଲେ ବ୍ରେନ ଟ୍ୟୁମର ହୋଇପାରେ । ସକାଳେ ଉଠିବା ମାତ୍ରେ ଯଦି ହେଡେକ ହୁଏ ତା ହେଲେ ବ୍ରେନ ଟ୍ୟୁମର ହୋଇପାରେ ।
ଯଦି ଆପଣଙ୍କର ବାତ ସମସ୍ୟା ନାହିଁ ହେଲେ ହଠାତ ବାତ ସମସ୍ୟା ମୁଣ୍ଡ ବିଧିବା ସହ ହୁଏ ତା ହେଲେ ଏହା ଟ୍ୟୁମରର ଲକ୍ଷଣ ହୋଇପାରେ । ବନ୍ଧୁଗଣ ବ୍ରେନ ଟ୍ୟୁମର ହେବାର ଏମିତି କିଛି ସଠିକ କାରଣ ନାହିଁ । ବେଳେବେଳେ ସାଧା ବ୍ରେନ ଟ୍ୟୁମର ହରମୋନ ପାଇଁ ହୋଇପାରେ । କ୍ରମୋଜମରେ ମ୍ଯୁଟେସନ ଚେଞ୍ଜେସ ହେଲେ ବ୍ରେନ ଟ୍ୟୁମର ହେବାର ସମ୍ଭାବନା ଥାଏ । ବେଳେବେଳେ ମାକୁ ହୋଇଥାଏ ବ୍ରେଷ୍ଟ କ୍ୟାନ୍ସର ଆଉ ଝିଅକୁ ବ୍ରେନ ଟ୍ୟୁମର ହେବାର ସମ୍ଭବନା ଥାଏ ।
ଯଦି ଆପଣଙ୍କୁ ବ୍ରେନ ଟ୍ୟୁମର ହେବାର ଏହି ସବୁ ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣଙ୍କୁ ବ୍ରେନର ପରୀକ୍ଷା କରିଦେବା ଉଚିତ । ପ୍ରଥମେ ଆପଣଙ୍କର ସିଟି ସ୍କାନ ହେବ ଆଉ ତା ପରେ ଆପଣଙ୍କର ଏମଆରଆଇ ହେବ । ଯଦି ଆପଣ ସମୟ ଥାଉ ଥାଉ ଚେକ୍ ଅପ୍ କରେଇବେ ତା ହେଲେ ସର୍ଜରୀ ଦ୍ଵାରା ଆପଣଙ୍କ ବ୍ରେନ ଟ୍ୟୁମରକୁ ବାହାର କରିହେବ । ତେଣୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।