ନମସ୍କାର ବନ୍ଧୁଗଣ ତେବେ ମଣିଷ ଜୀବନରେ କେହି ଜାଣେନା କେତେ ରୋଗ ଅଛି । ଏହି ସବୁ ରୋଗର ପ୍ରକୃତ କାରଣ ହୋଇଥାଏ ଠିକ ଭାବରେ ଖାଦ୍ୟ ପେୟ ନହେବା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନନେବା । ଜଣାଇ ଦେଉଛୁ ସ୍ଵାସ୍ଥ୍ୟର ଯତ୍ନ ନନେବା ବହୁତ ଭୟାନକ ହୋଇପାରେ । ଏମିତିରେ ଆମେ ଆଜି ଆପଣ ମାନଙ୍କ ପାଇଁ କିଡନୀ ସହିତ ସମ୍ପୃକ୍ତ ସୂଚନା ଆଣି ଆସିଛୁ ଯାହାକୁ ଜାଣିଲେ ଆପଣଙ୍କୁ ସାହାର୍ଯ୍ୟ ମିଳିପାରେ ।
ତେବେ କିଡନୀ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ଅଟେ, ଯେଉଁଥିରୁ ଗୋଟିଏ ଖରାପ ହୋଇଗଲେ ମଧ୍ୟ ମଣିଷ ବଞ୍ଚିପାରେ କିନ୍ତୁ ଆପଣଙ୍କୁ ଯଦି ଏହାର ଲକ୍ଷଣ ଦେଖାଦିଏ ତେବେ ଡକ୍ଟର ସହିତ ନିଶ୍ଚୟ ସମ୍ପର୍କ କରିବା ଆବଶ୍ୟକ କାରଣ କିଡନୀ ଖରାପ ହେଲେ ଆପଣ ଧୀରେ ଧୀରେ ମୃତ୍ୟୁ ଆଡକୁ ଗତି କରନ୍ତି । ଏମିତିରେ ଆପଣଙ୍କୁ ଜଣା ଥିବା ଆବଶ୍ୟକ କି କିଡନୀ ଫେଲର ଲକ୍ଷଣ ସବୁ କଣ । ତେବେ ଚାଲନ୍ତୁ ଜାଣିବା ତାହା କଣ?
ତେବେ ଏମିତି ତ କିଡନୀ ଫେଲ ହେବାର ବହୁତ ଲକ୍ଷଣ ଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତିକା ଲକ୍ଷଣ ବିଷୟରେ ଜଣାଇବୁ, ଯାହାକୁ ଆପଣ ସହଜରେ ଜାଣି ପାରିବେ ଓ ସାବଧାନ ମଧ୍ୟ ହୋଇ ପାରିବେ । ଯଦି ପରିଶ୍ରାରେ ଫେଣ ଆସିବା କିଡନୀ ଫେଲ ହେବାର ପ୍ରଥମ ଲକ୍ଷଣ । ଆପଣ ଡେରି ନକରି ଡାକ୍ତରଙ୍କ ସହିତ ସାକ୍ଷାତ କରନ୍ତୁ ଯାହା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇପାରିବ । ନହେଲେ ଆପଣଙ୍କୁ ବହୁତ ବଡ ମୂଲ୍ୟ ଦେବାକୁ ପଡିପାରେ ଆପଣଙ୍କୁ ।
ତେବେ ଦ୍ଵିତୀୟ ରେ ଶରୀରର କୌଣସି ଅଂସ ଫୁଲିବା । ଯଦି ଶରୀରର କୌଣସି ଅଂଶ ଫୁଲି ଯାଉଛି ତେବେ ଆପଣଙ୍କୁ ସାବଧାନ ହେବାର ଦରକାର ହୋଇଥାଏ । କିଡନୀ ଫେଲ ହେଲେ ସର୍ବ ପ୍ରଥମେ ରକ୍ତ ଖରାପ ହୋଇଯାଇଥାଏ । ଯାହା କାରଣରୁ ଆପଣଙ୍କ ଶରୀର ଫୁଲିବାକୁ ଲାଗିଥାଏ । ଯଦି ଶରୀରରେ ଏମିତି ସମସ୍ଯା ଦେଖାଦେଇଥାଏ ତାହେଲେ ଶୀଘ୍ର ଯାଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
ତୃତୀୟରେ ଥକିଯିବା, ଯଦି ଆପଣଙ୍କୁ କୌଣସି କାମ ନକରି ମଧ୍ୟ ଥକା ଲାଗୁଛି । ତେବେ ଏହି ଲକ୍ଷଣ ଭୟାନକ ହୋଇପାରେ । ତେବେ ଶରୀରର ଥକା ପଣ ଆପଣଙ୍କୁ ଏହି ସୂଚନା ଦେଇଥାଏକି ଆପଣ କୌଣସି ବଡ ରୋଗର ଶିକାର ହେବାକୁ ଜାଉଛନ୍ତି । କିଡନୀ ଖରାପ ହେବ କାରଣରୁ ଏନିମିଆ ରୋଗ ହୋଇଥାଏ, ଗରମ ପରି ବେଶରେ ମଧ୍ୟ ଥଣ୍ଡା ଲାଗିଥାଏ ।
ତ ଏମିତିରେ ଯଦି ଆପଣଙ୍କୁ ଥଣ୍ଡା ଲାଗିଥାଏ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ । ପରିସ୍ରାରେ ଯଦି ରକ୍ତ ପଡିଥାଏ, ପରିସରରେ ଯଦି କୌଣସି ପ୍ରକାର ଚେଞ୍ଜେସ ହୋଇଥାଏ ତେବେ କିଡନୀର ସମସ୍ଯା ଦେଖା ଯାଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।