ହୀରୋଙ୍କ ଅକାଳ ବିୟୋଗ ପାଇଁ ପାଇଁ ଭୋ-ଭୋ ହେଇ କାନ୍ଦିଲେ ଅଭିନେତ୍ରୀ Rachana Banarjee, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ସିନେ ଜଗତରେ ଏଭଳି ଅନେକ କିଛି ଘଟଣା ଘଟିଥିବାର ଆପଣ ମାନେ ଶୁଣିଥିବେ । ଏଥିରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଙ୍କ ହୃଦୟର ପୀଡା ତଥା ଯନ୍ତ୍ରଣା ବାହାରକୁ ନଜର ଆସୁଥିବାର ମଧ୍ୟ ଆମ୍ଭେ ମାନେ ଟିଭି ପରଦାରେ ଦେଖି ଆସିଛୁ । ମୋଟ ଉପରେ କହିବାକୁ ଗଲେ ବିଧିର ବିଧାନ କେ କରିବ ଆନ ? ଭଗବାନ ଜନ୍ମ ଦେଇଛନ୍ତି ତ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି କିଛି ଦୁଖଦ କଥା କହିବାକୁ ଯାଉଅଛୁ ।

ଆପଣ ମାନେ ସମସ୍ତେ ଓଡିଆ ତଥା ବଙ୍ଗୀୟ ଅଭିନେତ୍ରୀ ରଚ୍ଚନା ବାନାର୍ଜୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ନିଜର ଆଚଙ୍କିତ ଅଭିନୟ ଦ୍ଵାରା ସେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟ ରେ ରାଜ କରିଆସୁଛନ୍ତି । ଆଗ ଧାଡିର ନାୟିକା ଭାବରେ ରଚ୍ଚନା ବାନାର୍ଜୀ ଙ୍କୁ ସମସ୍ତେ ମାନସନ୍ନମାନ ଦେଇ ଆସିଛନ୍ତି ।

ତେବେ ନିକଟରେ ତାଙ୍କ ସହିତ ଅଭିନୟ କରୁଥିବା ଅଭିନେତା ଙ୍କ ଦେହାନ୍ତ ହେବା ଖବର ରଚ୍ଚନା ଙ୍କୁ ପ୍ରାୟ ମର୍ମାହତ କରି ଦେଇଛି । ସେ ମିଡିଆ ଭାଇ ମାନଙ୍କ ଆଗରେ କହିଛନ୍ତି ଯେ, ସମସ୍ତ ଅନୁଷ୍ଠାନ ତଥା ଫ୍ୟାମିଲି ପୋଗ୍ରାମ ଯେତେ ପର୍ଯ୍ୟନ୍ତ ଥିଲୁ ଆମ୍ଭେ ଏକା ସହିତ ହିଁ ଅଧିକ ସମୟ କାଟୁଥିଲୁ ।

ସୁଟିଙ୍ଗ ଛଡା ଫ୍ରି ଟାଇମ ରେ ଆମ୍ଭେ ଏକାଠି ସବୁବେଳେ ରହୁଥିଲୁ । ୧୯୯୫ ରେ ମୋର ପ୍ରଥମ କାମ ତାଙ୍କ ସହିତ ଆରମ୍ଭ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ଯେ ସେ ଜଣେ ଭଲ ମଣିଷ ଥିଲେ । ତାଙ୍କ ମନ ବହୁତ ନିର୍ମଳ ଥିଲା । ପ୍ରାୟ ଆକାଶ ଭଳି ବଡ ହୃଦୟପରାୟଣ ବ୍ୟକ୍ତି ଥିଲେ ସେ । ମିଠୁ ଦା ଭଳି ମଣିଷ ବହୁତ କମ ମିଳିଥାନ୍ତି ।

ଯିଏ ତାଙ୍କ ସହିତ ମିଶିନାହାନ୍ତି ସେମାନେ କିଛି ଜାଣି ନାହାନ୍ତି ଏବଂ ଯିଏ ତାଙ୍କ ସହିତ ସମୟ ଅତିବାହିତ କରିଛନ୍ତି ସେ ସଠିକ ଭାବରେ ଅନୁତପ୍ତ ଯେ ସେ ତାଙ୍କ ଜୀବନରେ ମିଠୁ ଦା ଙ୍କ ଠାରୁ ଅନେକ କିଛି ପାଇଛନ୍ତି । ତେବେ ଏହିଭଳି ମିଠୁ ଦା ଙ୍କ ଶୋକାହ ଅବସ୍ଥା ରେ ରଚ୍ଚନା ବାନାର୍ଜୀ ନିଜ ମନ କଥା କହି ଆଖିରୁ ଲୁହ ଝରାଇ ମର୍ମାହତ ହୋଇଯାଇଛନ୍ତି । ରଚ୍ଚନା ଏହା ମଧ୍ୟ କହିଛନ୍ତି ଯେ ଆଜି ଆମ୍ଭକୁ ସେ ଏକା କରି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ଏହି ମର୍ମାହାତ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *