କେଉଁ ଦେଶରେ ସୁନାର ପାହାଡ ରହିଛି ? ଏହିଭଳି ଆହୁରି ମଧ୍ୟ 15+ GK challenge for you

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- କେଉଁ ରାଜ୍ୟ ସର୍ବାଧିକ ପିଜୁଳୀ ଉତ୍ପାଦନ କରିଥାଏ ?

ଉତ୍ତର;- ଉତ୍ତରପ୍ରଦେଶ ସର୍ବାଧିକ ପିଜୁଳୀ ଉତ୍ପାଦନ କରିଥାଏ ।

2- ଓଟ କେଉଁ ଦେଶର ଜାତୀୟ ପଶୁ ଅଟେ ?

ଉତ୍ତର;- ଓଟ କୁଏତ ଓ ସାଉଦି ଆରବର ଜାତୀୟ ପଶୁ ଅଟେ ।

3- ଭାରତର ଜାତୀୟ ସଙ୍ଗୀତର ନାମ କଣ ଅଟେ ?

ଉତ୍ତର;- ଭାରତର ଜାତୀୟ ସଙ୍ଗୀତ ହେଉଛି ଜନଗଣମନ ।

4- ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନ ସର୍ବ ପ୍ରଥମେ କେଉଁଠି ଗାନ କରାଯାଉଥିଲା ?

ଉତ୍ତର;- ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନ ସର୍ବ ପ୍ରଥମେ କୋଲକାତା ଠାରେ ଗାନ କରାଯାଉଥିଲା ।

5- ନିମ ପତ୍ର ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର;- ନିମ ପତ୍ର ଖାଇବା ଦ୍ଵାରା ମଧୁମେହ ଠିକ ହୋଇଥାଏ ।

6- ଗହମର ଦେଶ କାହାକୁ କୁହାଯାଏ ?

ଉତ୍ତର;- ଗହମର ଦେଶ ଚୀନକୁ କୁହାଯାଇଥାଏ ।

7- କେଉଁ ଦେଶରେ ପକ୍ଷୀ ଏବଂ ମନୁଷ୍ୟ ମଧ୍ୟରେ ଯୁଦ୍ଧ ହୋଇଥିଲା ?

ଉତ୍ତର;- ଅଷ୍ଟ୍ରେଲିଆ ଦେଶରେ ପକ୍ଷୀ ଏବଂ ମନୁଷ୍ୟ ମଧ୍ୟରେ ଯୁଦ୍ଧ ହୋଇଥିଲା ।

8- କେଉଁ ଦେଶରେ ସୁନାର ପାହାଡ ରହିଛି ?

ଉତ୍ତର;- କାଙ୍ଗୋ ଦେଶରେ ସୁନାର ପାହାଡ ରହିଛି ।

10- ମନୁଷ୍ୟ ସର୍ବ ପ୍ରଥମେ କେଉଁ ଫଳକୁ ଖାଇଥିଲା ?

ଉତ୍ତର;- ମନୁଷ୍ୟ ସର୍ବ ପ୍ରଥମେ ଡିମିରୀ ଫଳକୁ ଖାଇଥିଲା ।

11- ମନୁଷ୍ୟର କେଉଁ ଅଙ୍ଗ ବିଜୁଳୀ ଉତ୍ପାଦନ କରୁଛି ?

ଉତ୍ତର;- ମନୁଷ୍ୟର ମସ୍ତିଷ୍କ ବିଜୁଳୀ ଉତ୍ପାଦନ କରୁଛି ।

12- କେଉଁ ଫଳରେ ସବୁ ପ୍ରକାର ଭିଟାମିନ ମିଳୁଛି ?

ଉତ୍ତର;- ଅମୃତଭଣ୍ଡାରେ ସବୁ ପ୍ରକାର ଭିଟାମିନ ମିଳୁଛି ।

13- ମନୁଷ୍ୟର ଆଖି କେତେ କିଲୋମିଟର ପର୍ଯ୍ୟନ୍ତ ଦେଖିପାରିଥାଏ ?

ଉତ୍ତର;- ମନୁଷ୍ୟର ଆଖି 20 କିଲୋମିଟର ପର୍ଯ୍ୟନ୍ତ ଦେଖିପାରିବା ।

14- କେଉଁ ପଶୁକୁ ଭୂମିକମ୍ପ ଆସିବା ପୂର୍ବରୁ ଜଣା ପଡୁଛି ?

ଉତ୍ତର;- ମାଛକୁ ଭୂମିକମ୍ପ ଆସିବା ପୂର୍ବରୁ ଜଣାପଡିଥାଏ ।

15- ଦୁନିଆରେ ସବୁଠାରୁ ଖୁସିଶାଳୀ ଦେଶ କିଏ ?

ଉତ୍ତର;- ଦୁନିଆରେ ସବୁଠାରୁ ଖୁସିଶାଳୀ ଦେଶ ହେଉଛି ଫିନଲେଣ୍ଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *