କ’ଣ ଆପଣ ବି ଗାଈକୁ ଏହି ଜିନିଷ ଖୁଆଉଛନ୍ତି ! ଗାଈକୁ ଏହି ଜିନିଷ ଖୁଆଇବାର ଅଭ୍ଯାସ ତୁରନ୍ତ ବଦଳାନ୍ତୁ !

ଗାଈଙ୍କୁ ଖୁଆନ୍ତୁନି ଏହି 3 ଟି ଜିନିଷ ! ହଁ ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଗାଈ ମାନଙ୍କୁ ଆମର ଗୋମାତା ବୋଲି କୁହାଯାଇଥାଏ । ତେଣୁ ସେମାନଙ୍କୁ ବ୍ୟକ୍ତି ଖାଇବାକୁ ଦେବା ସହ ସେମାନଙ୍କର ଆଦର ଯତ୍ନ କରିବା ଦ୍ଵାରା ଗୋମାତାଙ୍କର ଆଶ୍ରୀବାଦ ବ୍ୟକ୍ତି ଉପରେ ରହିଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ନିଜ ଜୀବନ କାଳରେ ନିଜର ତଥା ନିଜ ପରିବାରର ଉନ୍ନତି କରିଥାଏ । ହେଲେ ଭୁଲ କରି ମଧ୍ୟ ଗାଈଙ୍କୁ ଏହି 3 ଟି ଜିନିଷ ଖୁଆଇବା ଉଚିତ ନୁହେଁ ।

ନଚେତ ପୁରା ପରିବାର ଏହାର ପରିଣାମ ଭୋଗ କରିଥାଏ । ଯାହା ଦ୍ଵାରା ସେହି ପରିବାରର ଉନ୍ନତି ବଦଳରେ ଅବନ୍ୱୋତି ହେବା ଆରମ୍ଭ ହୋଇଯାଇଥାଏ । ତେବେ ବନ୍ଧୁଗଣ ସନାତନ ଧର୍ମରେ ଗାଈଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇଥାଏ । ତେଣୁ ଯେଉଁ ଲୋକ ଗାଈର ସେବାଯତ୍ନ କରିଥାନ୍ତି । ସେହି ବ୍ୟକ୍ତିର ଘର ସର୍ବଦା ସୁଖୀସମ୍ପର୍ଣ୍ଣ ରହିଥାନ୍ତି । ଗୋମାତାଙ୍କର ଶୁଭ କୃପାଦ୍ରୁଷ୍ଟି ସେହି ପରିବାର ଉପରେ ପଡିବା କାରଣରୁ ପରିବାରରେ ଅନେକ ମଙ୍ଗଳ ହୋଇଥାଏ ।

1- ତେଣୁ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିକୁ ଯିଏ ଗାଈକୁ ଖାଇବାକୁ ଦେଇଥାଏ । ସେହି ବ୍ୟକ୍ତି ଉପରେ ସବୁ ଦେବାଦେବୀଙ୍କର ଆଶ୍ରୀବାଦ ରହିଥାଏ । କାରଣ ଗୋମତା ଠାରେ 33 କୋଟି ଦେବାଦେବୀ ବାସ କରିଥାନ୍ତି ବୋଲି ଶସ୍ତ୍ର ମାନ୍ୟତା ରହିଛି ।

2- ଗାଈକୁ ଗୁରୁଗ୍ରହ ସହ ଯୋଡା ଯାଇଥାଏ । ତେଣୁ ଗୁରୁବାର ଦିନ ଗାଈକୁ ଏକ ରୁଟି ଉପରେ ଗୋଟେ ଚୁଟକି ହଳଦୀ ପକାଇ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଗୁରୁ ଗ୍ରହ ମଜଭୁତ ହୋଇଥାଏ । ଯାହା ଫଳରେ ଆପଣଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିଥାଏ ।

3- ରୁଟି ଉପରେ କିଛି ଗୁଡ ରଖିକି ଗାଈକୁ ଖାଇବାକୁ ଦେଲେ । ବ୍ୟକ୍ତିର ସବୁ ପ୍ରକାର ମାନସିକ ଚିନ୍ତା, ଟେନସନ ଆଦି ଦୂର ହୋଇବା ସହ ବ୍ୟକ୍ତିକୁ ମାନସିକ ରୂପେ ଶାନ୍ତି ମିଳିଥାଏ । ତେବେ ଗାଈକୁ କେଉଁ ଜିନିଷ ସବୁ ଖୁଆଇବା ଅନୁଚିତ ଚାଲନ୍ତୁ ଜାଣିବା । ଗାଈଙ୍କୁ ବାସୀ ରୁଟି ଖାଇବାକୁ ଦେବା ଅନୁଚିତ । କାରଣ ଏହା ଦ୍ଵାରା ଗୋମାତାଙ୍କର ଅପମାନ ହୋଇଥାଏ ।

ଗାଈକୁ ପଚିସଢି ଯାଇଥିବା ଫଳ ଓ ପନିପରିବା ଖୁଆଇବା ଅନୁଚିତ । ଏହା ଜମାରୁ ମଧ୍ୟ ଭଲ କାର୍ଯ୍ୟ ହୋଇନଥାଏ । ଗାଈକୁ ଓସ୍ତ ପତ୍ର କି କ୍ଷୀର ଖୁଆଇବା ମଧ୍ୟ ଉଚିତ ନୁହେଁ । ତେଣୁ ଏହି କିଛି ଜିନିଷ ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ । ନଚେତ ଗାଈର ଦେହ ଖରାପ ହେବା ସହ ଆପଣଙ୍କ ଜୀବନକୁ ସମସ୍ଯା ଆସି ଯାଇଥାଏ । ତେଣୁ ଏହି ସବୁ କଥା ଉପରେ ଧ୍ୟାନ ରଖନ୍ତୁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *