ସିନେମା ଛାଡି Ollywood ସୁପର୍ ଷ୍ଟାର Sriram Panda କାହିଁକି ହେଲେ ସନ୍ୟାସୀ ? ଦେଖିଲେ ଆଖିରେ ଲୁହ ଆସିଯିବ

ବନ୍ଧୁଗଣ, ଓଡିଆ ଚଳଚିତ୍ର ରେ ଅନେକ ଏଭଳି ଅଭିନେତା ତଥା ଅଭିନେତ୍ରୀ ରହିଛନ୍ତି ଯାହାଙ୍କୁ ଆମ୍ଭେ ଟିଭିପରଦା ରେ ଦେଖିବା ନିମନ୍ତେ ବେସ ଭଲ ପାଇଥାଉ । କିଛି କିଛି ନାୟକ ତଥା ନାୟିକା ଆମ୍ଭେ ମନକୁ ବେସ ପ୍ରଭାବିତ କରିଥାନ୍ତି । ଆଜି ଆମ୍ଭେ ସେହିଭଳି ଜଣେ ନାୟକ ଙ୍କ ସମ୍ବନ୍ଧରେ କଥା ହେବାକୁ ଯାଉଅଛୁ । ଆପଣ ମାନେ ଓଡିଆ ଅଭିନେତା “ଶ୍ରୀରାମ ପଣ୍ଡା” ଙ୍କୁ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ସେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନକୁ ମୋହୀନେଇଥିଲେ ।

ସେ ଅନେକ ଭାବଢଙ୍ଗି ମାଧ୍ୟମରେ ସେ ଅନେକ ଚଳଚ୍ଚିତ୍ର ରେ ନିଜର ଛାପ ଛାଡିଛନ୍ତି । ତେବେ ଆସନ୍ତୁ ଶ୍ରୀରାମ ପଣ୍ଡା ଙ୍କ ଜୀବନଶୈଳୀ ସମ୍ବନ୍ଧରେ କିଛି ବିଶେଷ କଥା ଜାଣିନେବା । ଶ୍ରୀରାମ ପଣ୍ଡା ଙ୍କ ଘର ଓଡିଶା ର ନବରଙ୍ଗପୁର ଅଞ୍ଚଳ ରେ ହୋଇଥିଲା । କିନ୍ତୁ ତାଙ୍କ ଜନ୍ମଗ୍ରହଣ ଓଡିଶା ର ଗଞ୍ଜାମ ରେ ହୋଇଥିଲା । ତାଙ୍କ ପତ୍ନୀ ଙ୍କ ନାମ ତ୍ରିପୁରା ମିଶ୍ର ଅଟେ ।

ସେ ପ୍ରଥମ ଓଡିଆ ଚଳଚିତ୍ର ଧରିତ୍ରୀ ୧୯୭୨ ମସିହାରେ ନିଜର ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ଅଭିନେତା ସହିତ ପ୍ରୋଜୋଜକ ଏବଂ ଯୋଗ୍ୟ ଶିକ୍ଷକ ମଧ୍ୟ ଥିଲେ । ମାତ୍ର ତାଙ୍କ ଜୀବନରେ ହଟାତ ଆସିଲା ପରିବର୍ତ୍ତନ । ଏହାପରେ ସେ ଶ୍ରୀରାମ ପଣ୍ଡା ରୁ ପାଲଟି ଯାଇଥିଲେ ସ୍ଵାମୀ ନିତ୍ୟ ଚୈତନ୍ୟ ।

ଶ୍ରୀରାମ ପଣ୍ଡା ଙ୍କୁ ୨୦୧୧ ମସିହା ରେ ଜୟଦେବ ଆୱାର୍ଡ ମିଳିଥିଲା । ଅଧ୍ୟାମିକ ଦିଗରେ ସେ ବେସ ନାମ କମାଇଥିଲେ । ସେ ଓଡିଆ ସିନେମା ଜଗତରେ ପ୍ରାୟ ପ୍ରତ୍ୟକ ଲୋକଙ୍କ ଛାତିର ସ୍ପନ୍ଦନ ପାଲଟି ଯାଇଥିଲେ । ଶ୍ରୀରାମ ପଣ୍ଡା ଅଭିନୟ ଦୁନିଆରେ ପ୍ରାୟ କେତେ ଚଳଚିତ୍ର ରେ ନିଜର ବେଷ୍ଟ ଦେଇ ଅଭିନୟ ଆଡକୁ ପାଦ ଉଠାଇଥିଲେ ତାହା କହିବା ଅସମ୍ଭବ ।

ଆଜି ମଧ୍ୟ ତାଙ୍କ ଚଳଚିତ୍ର କୁ ସମସ୍ତେ ଦେଖିବାକୁ ଭଲପାଉଛନ୍ତି । କାରଣ ସେ ଅଭିନୟ କରିବା ସମୟରେ ନିଜର ଏଭଳି କିଛି ଛାପ ଛାଡୁଥିଲେ ଯେ ଯାହାଫଳରେ ଦର୍ଶକେ ତାଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ଭୁଲି ପାରି ନାହାଁନ୍ତି । ମାତ୍ର ହଟାତ ତାଙ୍କ ମନକୁ କିଛି ଏଭଳି ଆସିଲା ଯାହା ଫଳରେ ସେ ଶ୍ରୀରାମ ପଣ୍ଡା ରୁ ହୋଇଗଲେ ଗୁରୁଜୀ ।

ସେ ଗୁରୁ ଜୀବନରେ ମଧ୍ୟ କେତେ ଲୋକଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ର ଏହି କଳାକାର ଅଙ୍କ ଅଭିନୟ ସତରେ ଖୁବ ପ୍ରଶଂସନୀୟ ଥିଲା । ଶ୍ରୀରାମ ଙ୍କ ଅଭିନୟ ଅଭୂଲା ସ୍ମୃତି ସାଦୃଶ୍ୟ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *