କାହିଁକି ହଠାତ Live ଆସି କାନ୍ଦିଲେ ଅଭିନେତ୍ରୀ Rani Panda ? ସେ ଯାହା କହିଲେ ନା…ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାନୀ ପଣ୍ଡା କହିଛନ୍ତି ଯେ ଓଡିଶା ବାସୀ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଖବର ପ୍ରସାରଣ ହେଉଛି ଗଣ ମାଧ୍ୟମ ଦ୍ଵାରା । ପଞ୍ଜାବ ର ସିଙ୍ଗର ଶିଦ୍ଧୁ, ତାଙ୍କୁ କେମିତି ସୁପାରି ଲଗାଇ ମାରିଦିଆଗଲା । ବଲିଉଡ ରେ ମଧ୍ୟ ବର୍ତ୍ତମାନ ସେହି ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଅଛି । ସଲମାନ ଖାନ ଙ୍କୁ ମଧ୍ୟ ମାରିବା ନିମନ୍ତେ ସୁପାରି ଦିଆଯାଇଅଛି । ଯଦି ପଞ୍ଜାବ ରେ ହଉଛି ବଲିଉଡ ରେ ହେଉଛି, କାଲୀ ସକାଳେ ଆମ ଓଲିଉଡ ରେ ହବନି ବୋଲି ମାନେ କ’ଣ ଅଛି ?

ଏଣୁ ମୁଁ ଆମ୍ଭ ଓଲିଉଡ ର ଯେତେ ବଡ ବଡ ସେଲିବ୍ରିଟି ଅଛନ୍ତି ସମସ୍ତଙ୍କୁ କହିବି ଯେ ନିଜେ ସତର୍କ ହୋଇ ରୁହନ୍ତୁ । କେବେ ମଧ୍ୟ ବ୍ୟକ୍ତିଗତ ଶତୃମାନେ ସୁପାରି ଲଗାଇ ଆପଣ ମାନଙ୍କୁ ମାରିଦେଇ ପାରନ୍ତି ବ୍ୟକ୍ତିଗତ ରାଗ ରଖି । ରାନୀ କହିଛନ୍ତି ଯେ ମୁଁ ଜାଣିଛି ଏହି ଫର୍ମାଟ ଟା କେଉଁଠି ନା କେଉଁଠି ଆପ୍ଳାଏ ନ ହେଉ କିନ୍ତୁ ରାନୀ ପଣ୍ଡା ଙ୍କ ଉପରେ ନିଶ୍ଚିତ ଭାବରେ ଆପ୍ଳାଏ ହେବ ।

ରାନୀ ପଣ୍ଡା ଙ୍କ ବ୍ୟକ୍ତିଗତ ଶତୃ କିଛି ଅଛନ୍ତି ତଥା ସେମାନଙ୍କ ପାଖରେ କୋଟି କୋଟି ଟଙ୍କା ଅଛି । ଏବଂ ସେମାନଙ୍କ ରାଗ ମଧ୍ୟ ମୋ ଉପରେ ଅଛି । ସେମାନେ ଚାହିଁଲେ କୋଟି କୋଟି ଟଙ୍କା ଲଗାଇ ରାନୀ ପଣ୍ଡା କୁ ମଧ୍ୟ ସୁପାରି ଲଗେଇ ଉଡାଇ ଦେବେ । ତେବେ ଏହିଭଳି ରାନୀ ସିଧାସଳଖ ନ କହିଲେ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ରହିଅଛି ବୋଲି ସେ କହିଛନ୍ତି ।

କିନ୍ତୁ ହଟାତ ଏହିଭଳି ଚିନ୍ତାଧାରା ରାନୀ ଙ୍କର ଆସିଲା କେଉଁ କାରଣ ନିମନ୍ତେ ? ଏଭଳି କଣ ହେଲା ଯେ ରାନୀ କହିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ଆସିପାରେ । ମାତ୍ର ଏହା ସ୍ଵାଭାବିକ ଅଟେ । କାରଣ ଆଜିଭଳି ଦିନରେ ରାନୀ ଙ୍କୁ ନେଇ ବିଭିନ୍ନ କ୍ଷେତ୍ରରେ ବିବାଦ ଲାଗି ରହିଅଛି । ରାନୀ ସୋସିଆଲ ମିଡିଆ ରେ ବହୁତ ପରିଲକ୍ଷିତ ହେଉଛନ୍ତି ।

କିନ୍ତୁ ସେ ଯାହା ହେଉ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା କେବେ କାହାକୁ ଡରି ନାହାଁନ୍ତି । ସେ ସବୁବେଳେ ତାଙ୍କୁ ଯେଉଁଟା ଠିକ ଲାଗେ ସେହି କଥା କହିଥାନ୍ତି । ଏହି କାରଣରୁ ରାନୀ ଙ୍କର ଅନେକ ପ୍ୟାନ୍ସ ରହିଛନ୍ତି ଯେଉଁମାନେ କି ରାନୀ ଙ୍କୁ ଷପୋର୍ଟ କରିଥାନ୍ତି । ତେବେ ରାନୀ ପଣ୍ଡା ଙ୍କ ଏହିଭଳି ଭୟ ତଥା ଚିନ୍ତାଧାରା କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *