କାହାର ସ୍ଵାମୀ ସବୁଠାରୁ ଅଧିକ ହାଣ୍ଡସମ ? ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ର Top 7 ହିରୋଇନ ମାନଙ୍କର ହ୍ୟାଣ୍ଡସମ ସ୍ଵାମୀ ମାନଙ୍କୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜର ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ହସବେଣ୍ଡଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଓଡିଆ ଅଭିନେତ୍ରୀ ମାନଙ୍କ ହସବେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆପଣ ମାନେ ସମସ୍ତେ ବର୍ଷାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ତେବେ ବର୍ଷା 2014 ମସିହାରେ ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ ।

ରଚନା ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରଚନା ବାନାର୍ଜୀ । ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ରଚନା ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ବି ବେସ ଅଧିକ ରହିଛି । ରଚନା 2007 ମସିହାରେ ପ୍ରୋବାଲ ବାସୁଙ୍କ ସହ ବିବାହ କରିଥିଲେ ।

ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତାଙ୍କର ଅନେକ ସୁପର ହିଟ ଫିଲ୍ମ ଆପଣ ମାନେ ଦେଖିଥିବେ । ଅର୍ଚ୍ଚିତା ଗତ ବର୍ଷ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ ।

ପ୍ରିୟା ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରିୟା ଚୌଧୁରୀ । ପ୍ରିୟା ଏବେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁ ନଥିଲେ ମଧ୍ୟ ନିଜ ସୁନ୍ଦରତା ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଗରୁ ସେ ଅନେକ ସୁପର ହିଟ ଫିଲ୍ମ କରି ସାରିଛନ୍ତି । ପ୍ରିୟାଙ୍କ ସ୍ଵାମୀଙ୍କ ନାମ ହେଉଛି କୁଶାନ କୁମାର ।

ମୋନାଲିସା କାନୁଙ୍ଗୋ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମୋନାଲିସା କାନୁଙ୍ଗୋ । ମୋନାଲିସାଙ୍କୁ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ମୋନାଲିସା ଓଡିଆ ଅଭିନେତା ଦେବାଶିଷଙ୍କ ସହ ବିବାହ କରିଛନ୍ତି । ବିବାହ ପରେ ସେ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହୁଛନ୍ତି ।

ଜ୍ୟୋତି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଜ୍ୟୋତି ମିଶ୍ର । ଜ୍ୟୋତି ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ବି ବେସ ଅଧିକ ରହିଛି । ତେବେ ଏ ହେଉଛନ୍ତି ଜ୍ୟୋତିଙ୍କ ସ୍ଵାମୀ ।

ଅନୁ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅନୁ ଚୌଧୁରୀ । ଅନୁ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅନୁ 2010 ମସିହାରେ ବିଶାଲ ବର୍ମାଙ୍କ ସହ ବିବାହ କରିଛନ୍ତି ।

ଆମେଲି ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଆମେଲି ପଣ୍ଡା । ଆମେଲି ଆଲବମ କ୍ଵିନ ହିସାବରେ ଜଣାଶୁଣା ଥିଲେ । ତେବେ ଆମେଲି ପଣ୍ଡା ବିବାହ କରିଛନ୍ତି ନୀଲ ହୋତାଙ୍କୁ ।

Leave a Reply

Your email address will not be published. Required fields are marked *