ମୋ ସ୍ତ୍ରୀ ଗୋଟେ ପୁରୁଷ…ନିଜ ସ୍ତ୍ରୀଙ୍କୁ ନେଇ ଯୁବକ ଜଣକ ଯାହା କହିଲେ ନା…ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ମୋ ଜୀବନ ସାଥି ନାରୀ ନୁହେଁ ଜଣେ ପୁରୁଷ, ଝିଅ କହେ ପୁଅ ସହିତ ମତେ ବିବାହ କରାଇ ଦେଲେ । ଏଭଳି ଏକ ଆଚମ୍ବିତ କରିଲା ଭଳି ଅଭିଯୋଗ ଜଣେ ଯୁବକ ଆଣିଛନ୍ତି । ଅଦ୍ଭୁତ ଲାଗୁଥିବା ଏହି ମାମଲା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ପହଁଞ୍ଚିଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ସ୍ଵାମୀ ଜଣକ ଏହି ଠକାମି ର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଶାରୀରିକ ଗଠନ ମହିଳା ଙ୍କ ଭଳି ହୋଇଥିଲେ ମଧ୍ୟ ତାଙ୍କ ପତ୍ନୀ ଙ୍କର ପ୍ରାଇଭେଟ ପାର୍ଟ ପୁରୁଷ ଙ୍କ ଭଳି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ମଧ୍ୟ ପ୍ରଦେଶ ର ଗୋଆଲିଓ ରୁ ଜଣେ ଯୁବକ ଆଣିଥିବା ମାମଲା ର ଶୁଣାଣି ପାଇଁ ସାର୍ବୋଚ୍ଚ ନ୍ୟାୟାଳୟ ସନ୍ନମତି ପ୍ରକାଶ କରିଛନ୍ତି । ପତ୍ନୀ ର ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରାରମ୍ଭରୁ ଏହି ମାମଲା ର ଶୁଣାଣି ନିମନ୍ତେ ସୁପ୍ରିମକୋର୍ଟ ରାଜି ନଥିଲେ ।

କିନ୍ତୁ ମେଡିକାଲ ରିପୋର୍ଟ କୁ ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ମହିଳା ଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ମେଡିକାଲ ରିପୋର୍ଟ ରେ ଜୈବିକ ଦ୍ରୁଷ୍ଟି ରୁ ସେହି ପତ୍ନୀ ଜଣଙ୍କ ମହିଳା । ତାଙ୍କର ଓଭାଲରୀ ମଧ୍ୟ ଅଛି କିନ୍ତୁ ଏହା ସଳଘ୍ନ ପୁରୁଷ ଯୌନାଙ୍ଗ ଅଛି । ସୁପ୍ରିମ କୋର୍ଟ ରେ ଚାଲିଥିବା ଏହି ମାମଲା ରୁ ଉଭୟ ଙ୍କ ବିବାହ ୨୦୧୬ ମସିହାରେ ସମ୍ପର୍ଣ୍ଣ ହୋଇଥିଲା ।

କିନ୍ତୁ କିଛି ଦିନ ପରେ ପତ୍ନୀ ବିବାହ କୁ ମାନିବାକୁ ରାଜି ହୋଇ ନଥିଲେ । ପତ୍ନୀ ଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ସ୍ଵାମୀ ଯେତେବେଳେ ପ୍ରୟାସ କରିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପତ୍ନୀ ଙ୍କ ଯୌନଙ୍ଗ ପୁରୁଷ ସରଞ୍ଚନ ବୋଲି ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ତାଙ୍କ ପତ୍ନୀ ଙ୍କୁ ନେଇ ମେଡିକାଲ ପରୀକ୍ଷା ନିମନ୍ତେ ଯାଇଥିଲେ ଏବଂ ମେଡିକାଲ ରିପୋର୍ଟ ରେ ଏହା ତାଙ୍କର ଜନ୍ମଗତ ସମସ୍ୟା ବୋଲି ଜଣାପଡିଥିଲା ।

ଏହାକୁ ମେଡିକାଲ ଟର୍ମ ରେ ହାଇପୋକ୍ଲାସିଆ ବୋଲି କୁହାଯାଏ । ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ସର୍ଜରୀ ନିମନ୍ତେ ପରାମର୍ଶ ଦେଇଥିଲେ । ମେଡିକାଲ ରିପୋର୍ଟ ଅନୁଯାୟୀ ଯଦିଓ ତାଙ୍କ ସ୍ତ୍ରୀ ଜଣେ ମହିଳା କିନ୍ତୁ ସେ ମା’ ହୋଇ ପାରିବେ ନାହିଁ । ଏହାପରେ ପତ୍ନୀ ଙ୍କୁ ନିଜ ବାପ ଘରକୁ ପଠାଇ ଦେଇଥିଲେ ସ୍ଵାମୀ । ଏହାପରେ ଉଭୟ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଥିଲା ।

ସ୍ଵାମୀ ଙ୍କ ବିରୋଧରେ ସ୍ତ୍ରୀ ଅଭିଯୋଗ ଆଣି ସ୍ତ୍ରୀ ଅଦାଲତ ଯାଇଥିଲେ । ତାଙ୍କ ବିରୋଧରେ ୪୨୦ ଦଫା ରେ ମାମଲା ରୁଜୁ ହୋଇଥିଲା । ଏହା ଜବାବ ରେ ସ୍ଵାମୀ ତଳ କୋର୍ଟ ପରେ ହାଇକୋର୍ଟ ଯାଇଥିଲେ । ମାତ୍ର ତାଙ୍କ ଆବେଦନ ଖାରୋଚ ହୋଇଯାଇଥିଲା । ବର୍ତ୍ତମାନ ସେ ସୁପ୍ରିମ କୋର୍ଟ ଯାଇଛନ୍ତି । ତାଙ୍କ ମାମଲା କୁ ସର୍ବୋଚ୍ଚ ଅଦାଲତ ଗୁରୁତ୍ଵ ର ସହିତ ଗ୍ରହଣ କରିଛନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *