‘ଯିଏ ଯାହା ଭାବିଲେ ଢ଼ୋ, ମୁଁ ଛତରଖିଆ ଗୀତିକାର ନୁହେଁ, ଜୀବନରେ କେବେ ବି…’ ଦେଖନ୍ତୁ ଏମିତି କାହିଁକି କହିଲେ ସଂଗୀତକାର Panchanan Nayak, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ଟୁଙ୍ଗୁରୁ ଆଉ ବର୍ଷା ନାମ ରେ କେମିତି ଭାବରେ ଚହଳ ପଡିଛି । ତେବେ ତାଙ୍କ ପ୍ରେମ କାହାଣୀ ଏବେ ସମସ୍ତ ଙ୍କୁ ଜଣା । ତେବେ ସୋସିଆଲ୍ ମିଡ଼ିଆ ରେ କେବଳ ଆଉ କେବଳ ଟୁଙ୍ଗୁରୁ ନାଁ ଆଉ ବର୍ଷା ନାଁ ନହଉ ଉଠୁଛି । ତେବେ ଦୁହିଁଙ୍କର ମତା ମତ ଭିନ୍ନ ଅଛି ଯେଉଁ କାରଣ ରୁ ଏ ସବୁ ଭାଉଜ ଦିଅର ପ୍ରେମ ଭାବରେ ଚର୍ଚ୍ଚିତ ହେଉଛି ।

ତେବେ ବର୍ଷା ହିଁ ଟୁଙ୍ଗୁରୁ ଭୋଳା ଙ୍କ ନାଁ ରେ ଅଭିଯୋଗ କରି ଥିଲେ ଭରତପୁର ଥାନା ରେ । ବର୍ଷା ଜଣକ ଅଭିଯୋଗ କରିଛନ୍ତି ଯେ ଟୁଙ୍ଗୁରୁ ଭୋଳ ତାଙ୍କୁ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରିଛନ୍ତି । କିନ୍ତୁ ଏପର୍ୟ୍ଯନ୍ତ ଜଣା ପଡି ନାହିଁ ଘଟଣା ର ପୁରା ସତ୍ୟତା । ତେବେ କଣ ସମ୍ପର୍କ ଥିଲା ବର୍ଷା ଓ ଟୁଙ୍ଗୁରୁ ଭିତ ରେ । ଆପଣ ମାନେ ଜାଣିଛନ୍ତି କି ଟୁଙ୍ଗୁରୁ ଓ ବର୍ଷା କାହାଣୀ କୁ ନେଇ ଏବେ ବହୁତ ଗୀତ ମଧ୍ୟ ଆରମ୍ଭ ହୋଇ ଗଲାଣି ।

ଯାହା ଏବେ ସୋସିଆଲ ମିଡ଼ିଆ ରେ ଅଧିକ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ଟୁଙ୍ଗୁରୁ ଆଉ ବର୍ଷା ଏବେ ସୋସିଆଲ ମିଡ଼ିଆ ରେ ସୁପରଷ୍ଟାର ହୋଇ ଅଭିନୟ୍ କଲେଣି । ତାଙ୍କ ର ପ୍ରତିଦିନ କିଛି ନା କିଛି ଅଭିନୟ ଲୋକନଜର କୁ ଆସୁଛି । ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ଏହାକୁ ନେଇ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ ହେଉଛି ।

ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ବିଷୟରେ । ତେବେ ଗୀତିକାର ପଞ୍ଚାନନ ନାୟକ କହିଲେ ଟୁଙ୍ଗୁରୁ ଓ ବର୍ଷା ଙ୍କ ବିଷୟ ରର କେବେବି ଗୀତ ଲେଖି ବାକୁ ଚାହିଁବେ ନାହିଁ ଆଗାମୀ ୧୦୦ ଜନ୍ମ ଭିତରେ କେବେ ବି ନୁହଁ । ତେବେ ସେ ଟୁଙ୍ଗୁରୁ ଓ ବର୍ଷା ଙ୍କ ନାଁ ନେବା କୁ ମଧ୍ୟ ଭଲ ପାଇବେ ନାହିଁ । ତେବେ କାଗଜ କୁ କାଗଜ ପକେଇ ଶବ୍ଦ କୁ ଶବ୍ଦ କୁ ଯୋଡି ବିଶେଷ କରି ସମ୍ବାଦିକ୍ ମାନେ ଲୋକ ମାନଂକୁ ଆଟାକ୍ କରୁଛନ୍ତି ବୋଲି ଗୀତିକାର ପଞ୍ଚାନନ ନାୟକ କହୁଛନ୍ତି ।

ପଞ୍ଚାନନ ନାୟକ ତା ସହ ଶୁଦ୍ଧ ଓଡ଼ିଆ ଭାଷାରେ କହି କହିଲେ କି ଯିଏ ଯାହା କହିଲେ ବି ସେ ତାଙ୍କ ଉପରେ କିଛି ଫରକ ପଡିବ ନାହିଁ । ସେ ମହା ପ୍ରଭୁ ଙ୍କ ଭଜନ ଲେଖି ବାକୁ ବହୁତ ପସନ୍ଦ କରନ୍ତି ଆଉ ଭଲ୍ ଗୀତ ଲେଖନ୍ତି । ଆଉ ଓଡ଼ିଆ ଲୋକ ମାନେ ମଧ୍ୟ ଭଲ ସଂଗୀତ କୁ ଶୁଣିବାକୁ ପସନ୍ଦ କରନ୍ତି ତେବେ ଗୀତିକାର ପଞ୍ଚାନନ ନାୟକ ଟୁଙ୍ଗୁରୁ ଙ୍କ ନାଁ ନେବା ପାଇଁ ମଧ୍ୟ ଭଲ ପାଉ ନାହାନ୍ତି ।

ତେବେ ସେ ଏହା ମଧ୍ୟ କହିଛନ୍ତି ଶସ୍ତା ମାଧ୍ୟମରେ ସେ ଫେମସ କିମ୍ବା ଲୋକ ଲୋଚନ କୁ ଆସିବାକୁ ଚାହାନ୍ତି ନାହିଁ । ତେବେ ଏଭଳି ଖବର ସବୁ ବନ୍ଦ ହେବା ନିହାତି ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *