ଝିଅଙ୍କ ଛୋଟ ଡ୍ରେସ ପିନ୍ଧିବାକୁ ନେଇ Ollywood ନାୟିକା Archita ଦେଲେ ବିସ୍ପୋରକ ବୟାନ, ଯାହା ସବୁ କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ଛୋଟ ଡ୍ରେସ ପିନ୍ଧିବା କୁ ନେଇକି ଝିଅ ମାନଙ୍କ ପାଇଁ ଅନେକ କଥା ଅନେକ ଲୋକମାନେ କହି ଥାନ୍ତି । ମାତ୍ର ଏହା ମଧ୍ୟ ସତ କଥା ଅଟେ କି ଆମେ ଯଦି କିଛି ଡ୍ରେସ ପିନ୍ଧୁଛେ ଏହା କେଉଁ ପାଇଁ ପିନ୍ଧିଛୁ ଆମେ ଏହାକୁ ପିନ୍ଧିବା ପାଇଁ କଣ କଣ ବ୍ୟବସ୍ଥା କରୁଛେ । ଦେଖନ୍ତୁ ଜଣେ ନିଜକୁ କିଛି ଭି ପିନ୍ଧିବା ପାଇଁ ଅନୁମତି ଦେଉଛି ତାହା ତାର ବ୍ୟକ୍ତିଗତ କଥା ଅଟେ । ଏହାକୁ ନେଇକି ଆମେ କାହାକୁ କିଛି କହିବା ଠିକ ନୁହେଁ ।

ମାତ୍ର ଆମ ସମାଜ ଏହାକୁ ସବୁ ବେଳେ ଏକ ଭୁଲ ନଜର ରେ ଦେଖି ଆସୁଛି ଆଉ ଅନେକ ଥର ଅନେକ ପ୍ରକାର କଥା କହିବା ପାଇଁ ଚେଷ୍ଟା କରୁଛି ଓ କହୁଛି ମଧ୍ୟ । ଆପଣ ଭୁଲି ଯାଉଛନ୍ତି ଯେଉଁ ଭଳି ଭାବେ ଆପଣ ଙ୍କ ମନ ଅଛି ସେହି ଭଳି ସଭିଙ୍କ ମନ ଅଛି ଯେଉଁ ଭଳି ଭାବେ ସବୁ ଲୋକମାନେ ନିଜର ପିନ୍ଧିବା ଖାଇବା ରୁଚିକି ନେଇ ସନ୍ତୁଷ୍ଟ ଥାନ୍ତି ।

ସେହି ଭଳି ମହିଳା ମାନେ ଅମଧ୍ୟ ନିଜ କଥାକୁ କାହା ଆଗରେ ନ କହିକି ନିଜ ଦୁନିଆରେ ରହିବା ପାଇଁ ଭଲ ପାଇ ଥାନ୍ତି । ମାତ୍ର ଏହାର ମାନେ ଏହା କେବେଭି ନୁହେଁ କି ଆମେ ତାଙ୍କୁ କିଛି ଭି କହି ଦେବା । କାରଣ ଏହା ସେମାନଙ୍କ ଅଧିକାର ଅଟେ ସେମାନେ କଣ ପିନ୍ଧିବେ ସେମାନେ କଣ କଣ ନ ପିନ୍ଧିବେ । ଏହା ତାଙ୍କ ଉପରେ ନିର୍ଭର କରି ଥାଏ ।

ଏହି କଥାକୁ ନେଇକି ଅନେକ ଥର ଚର୍ଚା ଚାଲିଛି । ଆଜି ଆମେ କହିବା କି ଏହି ପ୍ରଶ୍ନ ର ଉତ୍ତର ଦେଇକି ଅର୍ଚିତା ଯିଏ କି ଏକ ନାମୀ କଳାକାର କହିଛନ୍ତି କି ଏହା ଏକ ବ୍ୟକ୍ତି ଉପରେ ନିର୍ଭର କରେ କି ସେ କଣ ଭାବୁଛି । ମାତ୍ର ଯଦି କେହି କିଛି ପିନ୍ଧୁଛି ତାହା ତାର ନିଜ କାମକୁ ନେଇକି ହୋଇ ଥାଇ ପାରେ । ଏହାକୁ ଦେଖିକି ଆମେ ମତ ଦେବା ଭୁଲ ଅଟେ ।

ହଁ ଆମେ ଯଦି ବିଚ ରେ ଅଛୁ କିଛି ବି ପିନ୍ଧୁଛେ ଏହା ମାନେ ରଖି ନଥାଏ କିନ୍ତୁ ଆମେ ଯଦି ମନ୍ଦିର ଯାଉଛୁ ଏହା ପାଇଁ ଆମେ କିଛି ଭଲ ପିନ୍ଧିବା ଦରକାର ଅଟେ । ଆଜି ଆମେ କହିବା କି ଆମେ ଯଦି କହିବା କି କିଛି ଲୋକମାନେ ଅଧିକା ଚିନ୍ତା କରନ୍ତି ଯଦି ଏକ ମହିଳା ସାରି ପିନ୍ଧିଲା ତାହାଲେ ଭି ଭୁଲ ଯଦି ଆଉ କିଛି ପିନ୍ଧୁଛି ତାହେଲେ ମଧ୍ୟ ତାର ଭୁଲ ।

କିନ୍ତୁ ଆମେ କାହାକୁ ଅଧିକା ଚୀନ୍ତା କରିକି ଜର୍ଜ କରିବା ଭଲ କଥା ନୁହେଁ । ଆମର କାମକୁ ନେଇକି ଆମେ କିଛି ଭି ପିନ୍ଧି ଥାଉ ମାତ୍ର ଆମେ କାହାର କାମର ଥଟା କରିବା କିମ୍ବା ତାର କାମରେ ନିଜର ମତ ଦେବା ଅଭଲ କଥା ନୁହେଁ । ଏହା ଯେଉଁ ମାନେ କରୁଛନ୍ତି ଭୁଲ କରୁଛନ୍ତି ଏହି ଭଳି କରିବା ବନ୍ଦ କରିଦେବା ତାଙ୍କ ପାଇଁ ଭଲ ଓ ସମାଜ ପାଇଁ ମଧ୍ୟ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *