ନମସ୍କାର ବନ୍ଧୁଗଣ । ଖୁବ ଶୀଘ୍ର ଆସୁଅଛି ପ୍ରସିଦ୍ଧ ଓଡିଆ ଚଳଚିତ୍ର ର ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କର ସୁପରହିଟ୍ ସେନେମା ‘ବାପା ସୁପରମ୍ୟାନ’ । ଏପରି ରେ ଇନ୍ଟରଭିଉ ଦେବା ଦେବା ସମୟ ରେ ସିଦ୍ଧାନ୍ତ ନିଜେ ନିଜର ଭାବ ପ[ରକତ ଅକ୍ରିୟ କହିଛନ୍ତି ତାଙ୍କର ଅତି ପ୍ରିୟ ଝିଅ ବିଷୟ ରେ । ଚଳଚିତ୍ର ରେ ସିଦ୍ଧାନ୍ତ ଯେପରି ଏକ ଅତି ସୁନ୍ଦର କଳାକୃତି କରି ଦର୍ଶକ ମାନଙ୍କ ମନ ରେ ନିଜର ସ୍ଥାନ କରିଛନ୍ତି ଓ ସମାଜ ରେ ଏକ ବିଶିଷ୍ଠ ନେତା ରୂପରେ ନିଜର ସ୍ଥାନ ବନାଇଛନ୍ତି,
ସେହିପରି ବାସ୍ତବିକ ଜୀବନ ରେ ମଧ୍ୟ ପରଦା ପଛରେ ସେ ଏକ ଖୁବ ଭଲ ମଣିଷ । ତାହାସହ ସେ ତାଙ୍କ ଇନ୍ଟରଭିଉ ସମୟ ରେ ମଧ୍ୟ କହିଛନ୍ତି କି ସେ ତାଙ୍କର ପିଲା ମାନଙ୍କର ପ୍ରତ୍ଯେକ ଇଛା କୁ ପୂରଣ କରିଥାନ୍ତି । ଓ ସେମାନଙ୍କ ସହ ପ୍ରତ୍ଯେକ ପରିସ୍ଥିତି ରେ ସେମାନଙ୍କ ପାଖରେ ଛିଡା ହୋଇଥାନ୍ତି । ଏପରି ରେ ଏଥିରୁ ସ୍ପଷ୍ଟ ଯେ ସେ କେବଳ ଚଳଚିତ୍ର ରେ ନୁହେଁ ଅପିତୁ ବାସ୍ତବିକ ଜୀବନ ରେ ମଧ୍ୟ ଏକ ସୁପର ବାପା ।
ପ୍ରତ୍ଯେକ ବାପା ର ଝିଅ ମାନେ ଗେଲ୍ହା ହୋଇଥାନ୍ତି । ଏପରିରେ ତାଙ୍କୁ ତାଙ୍କର ସନ୍ତାନ ମାନଙ୍କ ମଧ୍ୟରେ ଅଧିକ ପ୍ରିୟ କିଏ ପଚାରିବାରୁ ସେ ନିଜର ଭାବ ପ୍ରକଟ କରି କହିଛନ୍ତି କି, ତାଙ୍କ ଘରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ।ଏହାସହ ଘରେ ତାଙ୍କର ଭଉଣୀ ଙ୍କର ମଧ୍ୟ ଦୁଇଟି ପୁଅ ଅଛି ତେବେ ଏପରି ରେ ତିନୋଟି ପୁଅ ମଧ୍ୟ ରେ ତାଙ୍କର ଘରେ ଗୋଟେ ଝିଅ ହୋଇଥିବା କାରଣ ରୁ ଝିଅ ନା କେବଳ ତାଙ୍କର ଅପିତୁ ସମସ୍ତ ଘରର ସବୁଠାରୁ ଅଧିକ ପ୍ରିୟ ବୋଲି ସେ କହିଛନ୍ତି ।
ତାହାସହ ଆସୁଥିବା ଚଳଚିତ୍ର ରେ ତାଙ୍କ ସହ ତାଙ୍କର ପୁଅ ଅଭିନୟ କରୁଥିବା କଥା ଜନ ମାନସ ରେ ଆସୁଥିବା ବେଳେ ସେ କହିଛନ୍ତି ଯେ ସେ ତାଙ୍କର ନିଜ ପୁଅ ନ ହେଲେ ମଧ୍ୟ ସେ ତାଙ୍କୁ ତାଙ୍କର ପୁଅ ଠାରୁ କେବେ କମ ବୋଲି ଭାବି ନାହାନ୍ତି । ଏହିସବୁ ସହ ସେ ନିଜର ଇନ୍ଟରଭିଉ ଜରିଆ ରେ କହିଛନ୍ତି ତାଙ୍କ ଅନୁସାରେ କେହି ବଡ କଳାକାର ବା କେହି ଛୋଟ କଳାକାର ନାହାନ୍ତି ।
ସମସ୍ତଙ୍କ ଜୀବନରେ କିଛି କିଛି ଶିଖିବା ପ୍ରକ୍ରିୟାସବୁବେଳେ ଲାଗି ରହିଥାଏ । ତେଣୁ ମାନ ଅଭିମାନ କରିଆବ ଉଚିତ ହୋଇ ନଥାଏ । ସମସ୍ତ ଙ୍କୁ ନେଇ ଚଳିବା ଓ ଚାଲିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ତି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ